Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଗାଣ ବର୍ଷାରେ ବେହାଲ ଦୁବାଇ; ବର୍ଷକର ବର୍ଷା ଦିନକରେ ଅଜାଡିଲା, ଜୀବନ ଯାତ୍ରା ଠପ୍

ଆବୁଧାବି: ମରୁଭୂମିରେ ବର୍ଷାର ତାଣ୍ଡବ । ରାଜରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟାପାଣି । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରରେ ପ୍ରବଳ ବର୍ଷା ଯୋଗୁଁ ଦେଖାଦେଇଛି ବନ୍ୟା ପରିସ୍ଥିତି । ରାସ୍ତା ଓ ସପିଂ ମଲରେ ଆଣ୍ଠୁଏ ଉପରେ ପାଣି ଜମା ହୋଇରହିଛି । ଦୁବାଇ ସମେତ ବାହାରେନରେ ମଧ୍ୟ ବନ୍ୟା…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଛତିଶଗଡ଼ରେ ୨୯ ମାଓବାଦୀ ମୃତ, ଝାଡ଼ଖଣ୍ଡ ସୀମାନ୍ତରେ ବିପୁଳ ମାଓ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଛତଶଗଡରେ ବଡ ଧରଣର ମାଓ ଅପରେସନ୍ । ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ବର୍ତ୍ତମାନ ସୁଦ୍ଧା ୨୯ ଜଣ ନକ୍ସଲ ନିହତ ହୋଇଛନ୍ତି । ଗତକାଲି ସନ୍ଧ୍ୟା ସୁଦ୍ଧା ୧୮ ଜଣ…

ପବିତ୍ର ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ

ଅଯୋଧ୍ୟା: ଆଜି ପବିତ୍ର ରାମନବମୀରେ ସଜେଇ ହୋଇଛି ପ୍ରଭୁ ଶ୍ରୀରମଙ୍କ ନଗରୀ ଅଯୋଧ୍ୟା । ୫ଶହ ବର୍ଷର ପ୍ରତୀକ୍ଷା ପରେ ଚଳିତବର୍ଷ ରାମନବମୀ ଏଥର ଖାସ ହେବାକୁ ଯାଉଛି । ସେନେଇ ଉତ୍ସବ ମୁଖର ସମଗ୍ର ଅଯୋଧ୍ୟା ପୁରୀ । ଏହି ପ୍ରରିପେକ୍ଷୀରେ ଆଜି ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ସୂର୍ଯ୍ୟତିଳକ ହେବ ।…

ଏହି ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାମରେ ରାମ ରହିଥାନ୍ତି

ବାଙ୍କୁଡା: ରାମ ନବମୀ ପାଇଁ ସାରା ଭାରତରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ହେବା ପରେ ଲୋକଙ୍କ ଶ୍ରୀରାମଙ୍କ ପ୍ରତି ଆସ୍ଥା ଆହୁରି ବୃଦ୍ଧି ପାଇଛି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପଶ୍ଚିମବଙ୍ଗର ବାଙ୍କୁଡାରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୮ ଜଣ ନକ୍ସଲ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡର କାଙ୍କେର ଜିଲ୍ଲାର ସୀମା ସୁରକ୍ଷା ବଳୟ (ବିଏସ୍ଏଫ୍) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଅପରେସନରେ ଜଣେ ବରିଷ୍ଠ ନେତାଙ୍କ ସମେତ ଅତିକମରେ ୧୮ ଜଣ ମାଓବାଦୀଙ୍କ ନିହତ ହୋଇଛନ୍ତି। ନକ୍ସଲ…

ଅମିତ ଶାହାଙ୍କ ଉପରେ ଦିଗ୍‌ବିଜୟ ସିଂଙ୍କ ଆକ୍ରମଣ: କହିଲେ, ଛିନ୍ଦୱାଡା ଆସନ ଜିତିବା ପାଇଁ ବିଜେପି ଭୁଲ ପଦ୍ଧତି…

ନୂଆଦିଲ୍ଲୀ: କଂଗ୍ରେସ ରାଜ୍ୟସଭା ସାଂସଦ ଦିଗ୍‌ବିଜୟ ସିଂ ଛିନ୍ଦୱାଡ଼ାଠାରେ ଏକ ନିର୍ବାଚନ କାର୍ଯ୍ୟକ୍ରମ ସମୟରେ ବିଜେପିକୁ କଡ଼ା ଆକ୍ରମଣ କରିଛନ୍ତି। ଦିଗ୍‌ବିଜୟ ସିଂ ବିଜେପିକୁ ତାଙ୍କ ଦଳର ଗଡ଼ ଛିନ୍ଦୱାଡ଼ାରେ ବିଜୟ ହାସଲ କରିବା ପାଇଁ ଅନ୍ୟାୟ ଭାବେ କୌଶଳ ଆପଣାଇଥିବା ଅଭିଯୋଗ କରିଛନ୍ତି।…

ସତର୍କତାକୁ ଆହୁରି କଡ଼ାକଡ଼ି କରାଯିବ, ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ: ଇସିଆଇ

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି (ଏମସିସି) ଲାଗୁ ହେବାର ଏକ ମାସ ପୂରଣ ହୋଇଛି । ଏହି କ୍ରମରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏମସିସି ଲାଗୁ ହେବାର ପ୍ରଥମ ଏକ ମାସ ମଧ୍ୟରେ ଗ୍ରହଣ ଯାଇଥିବା ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନର କିଛି ବିବରଣୀ ସାର୍ବଜନୀନ କରିବାକୁ ନିଷ୍ପତ୍ତି…

ଷ୍ଟାର୍ ପ୍ରଚାରକଙ୍କ ତାଲିକା ପ୍ରକାଶ କଲା ଆପ୍: ତାଲିକାରେ କେଜ୍ରିୱାଲଙ୍କ ନାଁ ପ୍ରଥମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆମ୍ ଆଦମୀ ପାର୍ଟି ଗୁଜୁରାଟ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ପ୍ରଥମରେ ରହିଛି। ଏହା ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜେନା ଏବଂ…

ପାକିସ୍ତାନରେ ବନ୍ୟା; ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କର ମୃତ୍ୟୁ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଇସଲାମବାଦ: ପାକିସ୍ତାନରେ ତିନି ଦିନ ଧରି ଲଗାତାର ପ୍ରବଳ ବର୍ଷା ଓ ବଜ୍ରପାତ ଜାରି ରହିଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ପ୍ରବଳ ବର୍ଷା ହେତୁ ଦେଶର ଦକ୍ଷିଣ-ପଶ୍ଚିମ ଦିଗରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଛି । ବିଲରେ ଗହମ ଅମଳ…

ଜେଲ୍ ରୁ କେଜ୍ରିଓ୍ୱାଲଙ୍କ ଚିଠି, ‘ମୋର ନାମ ଅରବିନ୍ଦ କେଜ୍ରିଓ୍ବାଲ, ମୁଁ ଆତଙ୍କବାଦୀ ନୁହେଁ’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡୁଆ ବଢିବାରେ ଲାଗିଛି । ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି କେଜ୍ରିଓ୍ବାଲଙ୍କ ଜେଲ୍ ରୁ ମୁକୁଳିବା ଆଶା ମଉଳିବାରେ ଲାଗିଛି । ଏନେଇ ଆଜି ଜେଲରୁ ବାର୍ତ୍ତା ଦେଇଛନ୍ତି ଦିଲ୍ଲୀ…