Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଲେକ୍ଟୋରାଲ ବଣ୍ଡ: ସବୁ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲା । ଭାରତୀୟ ନିର୍ବାଚନ କମିଶନଙ୍କୁ ସବିଶେଷ ତଥ୍ୟ ପ୍ରଦାନ କଲା ଏସବିଆଇ । କିଏ କେଉଁ ରାଜନୈତିକ ଦଳକୁ କେତେ ଟଙ୍କା ଦେଇଛି ସେ ସମସ୍ତ ତଥ୍ୟ ଦେଲା ଷ୍ଟେଟବ୍ୟାଙ୍କ । ଏନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଜରିଆରେ ଜଣାଇଲା ଏସବିଆଇ । ସତ୍ୟପାଠରେ ମାର୍ଚ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟର ବଡ ଝଡକା, ଗିରଫ ହୋଇପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବଡ ଝଟକା । ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରାନଯାଉ ବୋଲି ଯେଉଁ ଯାଚିକା କେଜ୍ରିୱାଲ କରିଥିଲେ ସେହି ରୋକ ବିପକ୍ଷରେ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ମଦ ଦୁର୍ମିତୀ ସହ…

ଅଜାଣତରେ ଭାରତ-ପାକିସ୍ଥାନ ବର୍ଡର ଦେଇ ଶତ୍ରୁ ଦେଶକୁ ଚାଲିଗଲେ ମହିଳା, ଆଉ ତା’ ପରେ…

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବର୍ଡର ଭିତରୁ ଭାରତ-ପାକିସ୍ଥାନ ବର୍ଡର ହେଉଛି ଗୋଟିଏ । ଭାରତ-ପାକିସ୍ଥାନ ବର୍ଡରର ଜାମ୍ମୁ କାଶ୍ମୀର ସୀମାରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ସବୁବେଳେ ନଜର ରହିଥାଆଏ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ଭାରତୀୟ ସେନା କର୍ମଚାରୀ…

୯ ବର୍ଷର ବିବାଦ ସମାପ୍ତ? ପିତାଙ୍କ ସହ ଫୋଟୋ ସେୟାର କଲେ ଗୌତମ ସିଙ୍ଗାନିଆ

ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପର ଚେୟାରମ୍ୟାନ୍ ଗୌତମ ସିଙ୍ଗାନିଆ ଓ ତାଙ୍କ ପିତାଙ୍କ ସହ ବିବାଦ ବେଶ ପୁରୁଣା l ଖାଲି ତାଙ୍କ ପିତା ନୁହେଁ ନିଜ ପତ୍ନୀ ଙ୍କ ସହ ମଧ୍ଯ ବିବାଦରେ l ଦୀର୍ଘଦିନ ଧରି ଏହି ବିବାଦ ବେଶ୍ ଚର୍ଚ୍ଚାରେ ଅଛି, କିନ୍ତୁ ବର୍ତ୍ତମାନ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ସମାପ୍ତ…

ଶୀଘ୍ର ବନ୍ଦ କର ‘ବିକଶିତ ଭାରତ’ ହ୍ଵାଟସଆପ ମେସେଜ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଆକ୍ସନ ମୋଡରେ ନିର୍ବାଚନ ଆୟୋଗ । ଗତ କିଛି ଦିନ ଧରି ହ୍ଵାଟସଆପରେ ମୋଦୀଙ୍କ ବିକଶିତ ଭାରତ ନାମରେ ପଠାଯାଉଥିବା ମେସେଜ ଜରିଆରେ ଦଳର ନିର୍ବାଚନୀ ପ୍ରଚାର କରାଯାଉଥିଲା । ବର୍ତ୍ତମାନ ଏହି ମେସେଜ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।…

ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଦେଶର ସମ୍ପୂର୍ଣ୍ଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ 19 ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭ ରେ, ଚତୁର୍ଥ ପର୍ଯ୍ୟାୟ ମେ ୧୩ ରେ,…

‘କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ୍, ଆମ ପାଖରେ ୨ ଟଙ୍କା ବି ନାହିଁ’

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଯେଉଁଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି । ନିର୍ବାଚନରେ…

ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପଦକ୍ଷେପ, ବଦଳିଲେ ୩ ରାଜ୍ୟର ନିର୍ବାଚନ ପ୍ରଭାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ପଦକ୍ଷେପ ନେଇଛି। ପାର୍ଟି ହାଇକମାଣ୍ଡ ଗୁରୁବାର ରାଜସ୍ଥାନ, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଭାରୀ ପରିବର୍ତ୍ତନ କରିଛି। ପ୍ରଥମ ପର୍ଯ୍ୟାୟ ମତଦାନର ଏକ ମାସ ପୂର୍ବରୁ ନିଆଯାଇଥିବା ଦଳର ଏହି ନିଷ୍ପତ୍ତି…

ବଦାୟୁଁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ବଦାୟୁଁ ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ଧରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଜାଭେଦକୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ବଦାୟୁଁରେ ଦୁଇ ନାବାଳକଙ୍କୁ ଗଳାକାଟି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୃତ ସାଜିଦର ଭାଇ ଜାଭେଦଙ୍କୁ ବିଳମ୍ବିତ ରାତିରେ ବରେଲିରୁ ଗିରଫ…

ଜୁନ୍‌ ୨୯ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଦୁଇ ମାସ ପରିବର୍ତ୍ତେ ଦେଢ ମାସ ବାବା ବର୍ଫାନୀଙ୍କ ଦର୍ଶନ କରିବେ ଭକ୍ତ

ନୂଆଦିଲ୍ଲୀ: ଶିବ ଭକ୍ତମାନେ ଅମରନାଥ ଯାତ୍ରା କରିବା ପାଇଁ ବର୍ଷସାରା ଅପେକ୍ଷା କରିରହିଥାନ୍ତି । ବାବା ଅମରନାଥଙ୍କ ଯାତ୍ରା ବହୁତ କଷ୍ଟକର ହୋଇଥାଏ । କେବେ ହାଡଭଙ୍ଗା ଶୀତ ତ ଆଉ କେବେ ବର୍ଷା ଏଭଳି ଆହ୍ବାନ ସତ୍ତ୍ବେ ଶିବ ଭକ୍ତମାନେ ବାବା ବର୍ଫାନୀଙ୍କୁ ଦର୍ଶନ କରିଥାନ୍ତି । ଏହା ଭିତରେ…