Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ…

ବେଙ୍ଗାଲୁରୁ: କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ନିଜ ଧର୍ମକୁ ନେଇ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୋଲାଖୋଲି ଭାବେ ସ୍ପଷ୍ଟ କରିଥିଲେ ଯେ ସେ ତାଙ୍କର ହିନ୍ଦୁ ଧର୍ମକୁ ପରିତ୍ୟାଗ କରିପାରିବେ ନାହିଁ କିମ୍ବା ତାଙ୍କର ପରିଚୟକୁ…

ଟି-୨୦ ଦଳରେ କାହିଁକି ସ୍ଥାନ ପାଇଲେ ନାହିଁ ରଜତ ପଟିଦାର? ଚୟନକର୍ତ୍ତାଙ୍କ ଅବହେଳା ନା ଅନ୍ୟ କାରଣ?

ମୁମ୍ବାଇ: ଭାରତୀୟ କ୍ରିକେଟର ଉଦୀୟମାନ ବ୍ୟାଟର ରଜତ ପଟିଦାରଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଆଇପିଏଲରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ସେ ଭାରତର ଟି-୨୦ ଦଳରେ ସ୍ଥାନ ପାଇନଥିବାରୁ ପ୍ରଶଂସକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଅନେକେ ଏହାକୁ ଚୟନକର୍ତ୍ତାଙ୍କ ଅବହେଳା ବୋଲି କହୁଥିବା…

Yusuf Pathan denies: କ’ଣ ୟୁସୁଫ ପଠାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ ମମତା? ନିଜେ ସାଂସଦ କଲେ ଖୁଲାସା..

କୋଲକାତା: ବଙ୍ଗ ହାରାଇବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଦଳ ଟିଏମସି ଏବେ ବଡ ବିପର୍ଯ୍ୟୟର ସାମ୍ନା କରୁଛି । ଯାହାକୁ ସ୍ଥିର କରିବା ପାଇଁ ବିଧାନସଭାରେ ନିଜର ଅସ୍ତିତ୍ବ ହରାଇବା ପରେ ଏବେ ମମତା ଲୋକସଭାରେ ପାଦ ରଖିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଯାହାକୁ ନେଇ…

Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି…

ନୂଆଦିଲ୍ଲୀ: ଆମେରିକା ମହୋତ୍ସବରେ ଗୁଳିବର୍ଷା । ବହୁସଂଖ୍ୟାରେ ଲୋକ ଆହତ । ଆମେରିକାର ଟୋଲେଡୋରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଟୋଲେଡୋରେ ଏକ ମହୋତ୍ସବ ନିକଟରେ ଅନେକ ଲୋକଙ୍କୁ ଅଚାନକ ଗୁଳି କରାଯାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ସେପଟେ ଏହି ଗୁଳିଚାଳନା କିଏ ଏବଂ କାହିଁକି…

Mahanadi Water Dispute: ମହାନଦୀ ବିବାଦରେ ପଡିବ ପୂର୍ଣ୍ଣଚ୍ଛେଦ! ଦିଲ୍ଲୀରେ ହେବ ୧୧ ଦିନିଆ ମାନସମନ୍ଥନ,…

ଭୁବନେଶ୍ବର: ମହାନଦୀ ବିବାଦକୁ ଦେଇ ରାଜଧାନୀ ଦିଲ୍ଲୀରେ ୧୧ ଦିନିଆ ମାନସମନ୍ଥନ ହେବାକୁ ଯାଉଛି । ଆମ୍ନାସାମ୍ନୀ ବସି ମହାନଦୀ ବିବାଦର ସମାଧାନ ବାହାର କରିବେ ଛତିଶଗଡ ଏବଂ ଓଡିଶା ସରକାର । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ମହାନଦୀ ଜଳ ବିବାଦ ଉପରେ କେନ୍ଦ୍ରିତ ଏକ ୧୧ ଦିନିଆ "ମାନସ…

LPG Price Hike: ହାଣ୍ଡିଶାଳକୁ ମହଙ୍ଗା ମାଡ; ୨୯ ଟଙ୍କା ବଢିଗଲା ଏଲପିଜି ଗ୍ୟାସ ଦର, ୩ ମାସରେ ବଢିଲାଣି ଏତିକି…

ନୂଆଦିଲ୍ଲୀ: ରୋଷଇ ଘରେ ମହଙ୍ଗା ମାଡ । ପୁଣି ବୃଦ୍ଧି ପାଇଲା ଦେଶରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ । ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ୨୯ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୧୩ ଟଙ୍କାରୁ ବଢି ଏବେ ୯୪୨ ଟଙ୍କା ହୋଇଛି।…

ଲାକ୍ଷାଦ୍ୱୀପରେ ମଦ ଉପରୁ ହଟିଲା ନିଷେଧ, ଏବେ ଲାଇସେନ୍ସ ସହିତ ମିଳିବ ମଞ୍ଜୁରୀ

କାଭାର୍ତି: ଲାକ୍ଷାଦ୍ୱୀପ ସମ୍ପର୍କରେ ସରକାର ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଲାକ୍ଷାଦ୍ୱୀପ ଆଉ ସମ୍ପୂର୍ଣ୍ଣ "ଡ୍ରାଏ ଟେରାଟୋରୀ" ଅର୍ଥାତ୍ ଏକ ମଦ୍ୟପାନ ମୁକ୍ତ ଅଞ୍ଚଳ ହୋଇ ଆଉ ରହିବନି । ସରକାର ଦ୍ୱୀପରୁ ୪୭ ବର୍ଷର ପୁରୁଣା ମଦ୍ୟପାନ ନିଷେଧକୁ ସମ୍ପୂର୍ଣ୍ଣ ଭାବରେ ଉଠାଇ…

ମାଓବାଦୀ କମାଣ୍ଡର ରବୀନ୍ଦ୍ର ଗଞ୍ଜୁ ଦଳର ସକ୍ରିୟ ସଦସ୍ୟ ମୁକେଶ ଗିରଫ;୯ରୁ ଅଧିକ ମାଓହିଂସାରେ ଜଡିତ

ରାଞ୍ଚି: କୁଖ୍ୟାତ ମାଓବାଦୀ ମୁକେଶ ଗଞ୍ଜୁକୁ ଗିରଫ କରାଯାଇଛି। ମୁକେଶ ଲାତେହାରର ଚାନ୍ଦୱା ଥାନା ଅଞ୍ଚଳ ଅନ୍ତର୍ଗତ ବଜ୍ରିମାରି-ବେଲଗଢ଼ ଗାଁର ବାସିନ୍ଦା। ତାଙ୍କୁ ବଜ୍ରିମାରି ଗାଁରେ ଗିରଫ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ବିଭିନ୍ନ ଥାନା ଅଞ୍ଚଳରେ ୯ ରୁ ଅଧିକ ମାଓହିଂସାର ମାମଲା ରହିଛି।…

Boost Consumer Transparency:୮୫୦ ମିଲି ତେଲ ପାଉଚ ଆଉ ବିକ୍ରି ହେବ ନାହିଁ! ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଚ୍ଛା…

ନୂଆଦିଲ୍ଲୀ: ସରକାର ଖାଦ୍ୟ ତେଲ ବିକ୍ରୟ ସମ୍ପର୍କରେ ନୂତନ ନିୟମ ଲାଗୁ କରିଛନ୍ତି। ଏବେ, ତେଲ ଉତ୍ପାଦନ ଏବଂ ଆମଦାନୀ କରୁଥିବା କମ୍ପାନୀଗୁଡ଼ିକ କେବଳ ନିର୍ଦ୍ଦିଷ୍ଟ ମାନକ ପ୍ୟାକ୍ ଆକାରରେ ସେମାନଙ୍କର ଉତ୍ପାଦ ବିକ୍ରି କରିପାରିବେ। ଏହି ପଦକ୍ଷେପର ଲକ୍ଷ୍ୟ ଗ୍ରାହକଙ୍କ ଦ୍ୱନ୍ଦ୍ୱକୁ ରୋକିବା…

କୋଟି କୋଟି ସମ୍ପତ୍ତିର ମାଲିକ ବୈଭବ ସୂର୍ଯ୍ୟବଂଶୀ…

ନୂଆଦିଲ୍ଲୀ: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଜଣେ ଉଜ୍ଜ୍ୱଳ ତାରକା ଭାବରେ ଉଭା ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ ସେ ସର୍ବାଧିକ ଛକା ମାରିବା ସହ ଅନେକ ରେକର୍ଡ କରିଛନ୍ତି। ଏହା ପରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଥିବା ବେଳେ ଅନେକ ବିଜ୍ଞାପନରେ ମଧ୍ୟ ଦେଖା…