Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଜୁକୁ ଟକ୍କର ଦେଉଛି ରସୁଣ, ଦର ୬୦୦ ପାର୍, ଜାଣନ୍ତୁ କେବେ ମିଳିବ ଏଥିରୁ ମୁକ୍ତି…

ନୂଆଦିଲ୍ଲୀ: ଆକାଶ ଛୁଆଁ ରସୁଣ ଦର । କିଲୋ ପିଛା ଦର ୬ଶହ ଟଙ୍କା ଛୁଇଁଲାଣି । ଏହି ଚଢା ଦରକୁ ନେଇ ଏବେ ଚିନ୍ତାରେ ଖାଉଟି । ରୋଷେଇ ଶାଳାରୁ ରସୁଣ ଉଭାନ ହୋଇଛି । ରସୁଣ ବିନା ରୋଷେଇ କରିବାକୁ ପଡୁଥିବାବେଳେ କମିଛି ରସୁଣ ଚାହିଦା । ପରିସ୍ଥିତି ଏପରି ଯେ ରସୁଣର ମୂଲ୍ୟ କାଜୁ ସହିତ…

୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଆଜି ଏକ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଜି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଏବଂ ଅନୁଷ୍ଠାନରେ ବିଭିନ୍ନ ପଦବୀରେ ନିଯୁକ୍ତ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ଜଣ ଜୀବନ୍ତ ଦଗ୍ଧ

ନୋଏଡା: ସକାଳୁ ସକାଳୁ ଭୟଙ୍କର ସଡକ ଦୁର୍ଘଟଣା । କାର୍-ବସ୍ ମୁହାଁମୁହିଁ ଧକ୍କା ହେବା କାରଣରୁ ହୁତୁ ହୁତୁ ହୋଇ ଜଳିଗଲା କାର୍ ଓ ବସ୍ । ଜୀଅନ୍ତା ଜଳିଗଲେ କାର୍ ଥିବା ୫ଜଣ । ଉତ୍ତରପ୍ରଦେଶର ମଥୁରାସ୍ଥିତ ଯମୁନା ଏକ୍ସପ୍ରେସୱେର ୧୧୭ ନମ୍ବର ମାଇଲଖୁଣ୍ଟରେ ଘଟିଛି ଏହି ମର୍ମନ୍ତୁଦ ସଡକ…

ରକିଂ ଦାଦି: ୯୫ ବର୍ଷରେ ଚଲାଉଛନ୍ତି କାର୍

ନୂଆଦିଲ୍ଲୀ: ଯଦି ମନରେ ଆଗ୍ରହ ଥାଏ ଆପଣ ସବୁ କିଛି କରିପାରିବେ। ବୟସ ମଧ୍ୟ ସେଠାରେ ହାର ମାନିଥିଏ । ଏମିତିକି ଆଜିର ଇଣ୍ଟରନେଟ୍ ଯୁଗରେ ସବୁ ବର୍ଗର ଲୋକେ କିଛି ନୂଆ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେମାନେ କରିକି ମଧ୍ୟ ଦେଖାଉଛନ୍ତି । ସୋସାଲ ମିଡିଆରେ ଏଭଳି କିଛି ନିଆରା ଭିଡିଓ ଏବେ…

ହସ୍ପିଟାଲରେ ‘ଥ୍ରୀ ଇଡିଏଟସ୍’ ଫିଲ୍ମର ଝଲକ୍; ରୋଗୀଙ୍କୁ ବାଇକରେ ବସାଇ ଜରୁରୀକାଳୀନ ୱାର୍ଡ ଭିତରେ ପଶିଲେ ଯୁବକ

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ  ‘ଥ୍ରୀ ଇଡିଏଟସ୍’ରେ ଅଭିନେତା ଅମୀର ଖାନ୍ ଜଣେ ରୋଗୀଙ୍କୁ ସ୍କୁଟି ଉପରେ ବସାଇ ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ଭିତରକୁ ନେଇଯାଇଥିବା ଦୃଶ୍ୟ ନିଶ୍ଚୟ ଦେଖିଥିବେ । ଠିକ୍ ଏଭଳି ଏକ ଚିତ୍ର ମଧ୍ୟପ୍ରଦେଶ ସତନାର ସରଦାର ବଲ୍ଲଭ ଭାଇ ପଟେଲ ଜିଲ୍ଲା ହସ୍ପଟାଲରେ…

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଭାରତୀୟ ନୌସେନା ନାଗରିକଙ୍କୁ ମୁକ୍ତ କରିଛନ୍ତି କୋର୍ଟ, ଭାରତ ସରକାରଙ୍କ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏକ ବଡ ବିଜୟ ହାସଲ କରିଛନ୍ତି । କାରଣ କତାର ସୋମବାର ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ପାଇଥିବା ସେହି ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିଛି । ଏହାପୂର୍ବରୁ, ନୂଆଦିଲ୍ଲୀର ରାଜନ୍ୟାୟିକ…

ବିଶ୍ୱର ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ସ୍ଥାନରେ କିଭଳି ବଂଚି ରହିଛନ୍ତି କୁକୁର

ୱାଶିଂଟନ: ୧୯୮୬ରେ ଚେର୍ନାବିଲରେ ସବୁଠାରୁ ବଡ ପରମାଣୁ ଦୁର୍ଘଟଣା ଘଟିଥିଲା । ଏହା ପରେ ଏହି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସମ୍ପୂର୍ଣ୍ଣ ଅଂଚଳ ଏକପ୍ରକାର ଜନଶୂନ୍ୟ ହୋଇ ପଡିଥିଲା । ତେବେ ଏଠାରେ ରହି ଯାଇଥିବା କୁକୁର ଏବେ ପରମାଣୁ ବିକିରଣକୁ ସାମ୍ନା କରି ବଂଚି ରହିଛନ୍ତି…

ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ

ନୂଆଦିଲ୍ଲୀ:ଏଣିକି ଗହମ ଉପରେ କେନ୍ଦ୍ର ସରକାର ଲଗାଇଲେ ଷ୍ଟକ୍ ଲିମିଟ। ଯେଉଁଥିରେ ଖାଉଟୀ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ରବିବାର ଏକ ଅଧିସୂଚନା ଜାରି କରି ଗହମର ଷ୍ଟକ ଲିମିଟ ନିର୍ଦ୍ଧାରିତ କରିଛନ୍ତି। ସୂଚନା ଅନୁଯାୟୀ ବ୍ୟବସାୟୀ ଅଥବା ପାଇକାରୀ ବିକ୍ରେତାଙ୍କ ପାଇଁ ଏହି…

ହଲଦ୍ୱାନୀ ହିଂସାରେ ୩୦ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ଡେରାଡୁନ: ହଲଦ୍ୱାନୀ ହିଂସା ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୦ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ପୋଲିସ ଷ୍ଟେସନରେ ଢେଲା ମାଡ଼ ମାମଲାରେ ୧୨ ଜଣଙ୍କୁ ଗିରଫ କରାଯାଇଛି। ୬…

ବିଦେଶରେ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ, ସୂଚନା ଦେଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଯାତ୍ରୀମାନେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ବହୁତ ପସନ୍ଦ କରିଛନ୍ତି। ଦ୍ରୁତ ଗତି ଏବଂ ଉତ୍କୃଷ୍ଟ ସୁବିଧା ସହିତ ସଜ୍ଜିତ ଏହି ଟ୍ରେନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ ହୋଇଛି। ଏହି ସେମି ହାଇ ସ୍ପିଡ୍ ଟ୍ରେନର ରପ୍ତାନୀ କରିବାକୁ ସରକାର ଯୋଜନା…