Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବନ୍ଦ ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ, କଙ୍ଗନାଙ୍କ ସହ ଏହି ଫିଲ୍ମରେ ଆସିଥିଲେ ନଜର୍

ଲକ୍ଷ୍ନୌ: ବନ୍ଦ ଘରୁ ମିଳିଲା ୟୁପି ସୁଲତାନପୁରର ସ୍ଥାନୀୟ ଗାୟକ ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଝୁଲନ୍ତା ମୃତଦେହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲ୍ଲିକା ତାଙ୍କ ସୁଲତାନପୁରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମଲ୍ଲିକାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…

କିଏ ଏହି ମହନ୍ତ ସ୍ଵାମୀରାଜ୍, ଯାହାଙ୍କ ପାଇଁ ସମ୍ଭବ ହେଲା ଏହି ମୁସଲିମ୍ ଦେଶରେ ପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାର ୨୦ ଦିନ ପରେ ଆଉ ଏକ ବଡ ହିନ୍ଦୁ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ବିଶେଷ କଥା ହେଉଛି ଏହି ମନ୍ଦିର ମୁସଲିମ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ନିର୍ମିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରକୁ…

ନୀତୀଶଙ୍କୁ ବଞ୍ଚାଇ ଦେଲେ ଶାହ

ପାଟନା:ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ। ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛିବିହାର ରାଜନୀତିରେ। ୨୦୦୪ ପରଠାରୁ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ ଚାଲିଥିବା ପରେ ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଏହି ପରମ୍ପରା ମଧ୍ୟରେ…

ଭାରତର ଏହି ରାଜ୍ୟରେ ପ୍ରତିବର୍ଷ ମିଳୁଛି ୪୩ ଟନ୍ ରୂପା

ନୂଆଦିଲ୍ଲୀ: ଭାରତରେ ସୁନା ଓ ରୂପା ପରି ବହୁ ଖଣିଜ ପଦାର୍ଥ ଭରି ରହିଛି । ଯାହା ଆମ ଦେଶକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ହେଲେ ଆମ ଦେଶର କେଉଁ ରାଜ୍ୟରେ ରୂପାର ଉତ୍ପାଦନ ଅଧିକ ରହିଛି । ଯାହା ଗୋଟିଏ ବର୍ଷରେ ପ୍ରାୟ ୪୩ ଟନ୍ ରୂପା ସଂଗ୍ରହ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ରୂପାର…

ଚାଷୀଙ୍କୁ ଅଟକେଇବାକୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି, ରାତାରାତି ରାସ୍ତା ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ରାଜି ନହେବା ପରେ ପଞ୍ଜାବର ବିରୋଧୀ କୃଷକମାନେ ଆଜି ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହୋଇଛନ୍ତି । ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି…

ବିମାନରେ ବିଦେଶୀ ଗାଇଲେ ଭାରତର ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ: ଭାରତରେ ରହୁଥିବା କୋଟି କୋଟି ଲୋକ ନିଜ ଦେଶକୁ ଭଲ ପାଇବା ସହ ହୃଦୟରୁ ସମ୍ମାନ କରନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଠିଆ ହୋଇ ସମସ୍ତେ ଜାତୀୟ ସଙ୍ଗୀତକୁ ଗାନ କରିଥାଆନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭାରତୀୟ ନୁହେଁ…

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ୍ ଅଶୋକ ଚୌହାନ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି। ଯାହା ବିରୋଧୀ ମେଣ୍ଟକୁ ଆଉ ଏକ ଝଟକା ଦେଇଛି। ବିଜେପିରେ ଯୋଗ ଦେବେ କି ବୋଲି ପଚରାଯିବାରୁ ଚୌହ୍ୱାନ ଗଣମାଧ୍ୟମକୁ କହିଛନ୍ତି, ମୁଁ…

ଲୋକସଭାକୁ ବାଏ ବାଏ, ରାଜ୍ୟସଭାରେ ପ୍ରବେଶ କରିବେ ସୋନିଆ ଗାନ୍ଧୀ?

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଲୋକସଭାରେ ତାଙ୍କର ଦୀର୍ଘ କାର୍ଯ୍ୟକାଳ ଶେଷ କରି ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି। କଂଗ୍ରେସର ଶୀର୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋନିଆ ରାଜସ୍ଥାନରୁ ଦଳର ରାଜ୍ୟସଭା ପ୍ରାର୍ଥୀ ହେବାକୁ ଯାଉଛନ୍ତି। ୭୭ ବର୍ଷ…

ଆସ୍ଥା ଭୋଟ୍ ହାତେଇଲେ ନୀତୀଶ କୁମାର

ପାଟନା:ହଟଚମଟ ମଧ୍ୟରେ ବିହାର ରାଜନୀତିରେ ଆସ୍ଥା ଭୋଟ ହାତେଇଛନ୍ତି ନୀତୀଶ କୁମାର। ଫ୍ଲୋର ଟେଷ୍ଟ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହାରି ମଧ୍ୟରେ ଆସ୍ଥା ଭୋଟ୍ ତାଙ୍କ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ…

ମଶାଙ୍କ ଝଡ ଦେଖି ପୁଣେ ବାସୀ ସ୍ତବ୍ଧ

ପୁଣେ: ଏଠାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାର ମଶା ଏକ ପ୍ରକାର ଝଡର ବାତାବରଣ ସୃଷ୍ଟି କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ପୂର୍ବରୁ ସ୍ଥାନୀୟ ବାସିନ୍ଦା ଏତେ ମାତ୍ରାରେ ମାଶା ଏକକାଳୀନ ଦେଖି ନ ଥିଲେ । କେଶବନଗର, ଖରାଡି ଓ…