Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା: ଅଟକ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

ପାରାଦୀପ: ନୂଆ ମୋଡ ନେଇଛି ପାରାଦୀପ ପିଆଇସିଟି ବର୍ଥର ଜାହାଜରୁ କୋକେନ ଜବତ ଘଟଣା । କୋକେନ ଘଟଣାରେ ଅଟକ ଥିବା କ୍ରିୟୁ ମେମ୍ବର ବୁଇ ଙ୍କୁ ହୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବନ୍ଦରର ଆଙ୍କରେଜ ଏରିଆରେ ଏଭଳି ଘଟଣା ଘଟିଛି । ତାଙ୍କର ହାତ କଟା ଯାଇଥିବା ଅବସ୍ଥାରେ ସେ…

ଭାରତ ନ୍ୟାୟ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ବଡ଼ ଝଟ୍କା, ହାତ ଛାଡିଲେ ମିଲିନ୍ଦ

ନୂଆଦିଲ୍ଲୀ: ଭାରତ ନ୍ୟାୟ ଯାତ୍ରା ଆରମ୍ଭରୁ କଂଗ୍ରେସକୁ ଲାଗିଲା ବଡ଼ ଝଟ୍‌କା । ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମିଲିନ୍ଦ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ନିଜ ‘ଏକ୍ସ’ ଏକାଉଣ୍ଟରେ ଏକ ପୋଷ୍ଟ କରି  ସୂଚନା…

ବାୟୁ କିପରି ବିଷାକ୍ତ ହୁଏ, ମଣିଷ କେତେ ପ୍ରଦୂଷିତ ବାୟୁରେ ରହିପାରିବ?

ନୂଆଦିଲ୍ଲୀ: ଆମ ଦେଶରେ ବାୟୁ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ ଜାଣି ମଧ୍ୟ ଅଣଦେଖା କରିଥାଉ । ଅନେକ ଥର ଆମେ ଏହା ପ୍ରତି ଧ୍ୟାନ ଦେଉନାହୁଁ, କିନ୍ତୁ ପ୍ରଦୂଷିତ ବାୟୁ ଯୋଗୁଁ ମାନବ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇପାରେ । ବିଶ୍ୱ ସ୍ୱାସ୍ଥ୍ୟ…

ଛୋଟ ରାଷ୍ଟ୍ର ବୋଲି.. କହି ଭାରତକୁ ନାଲିଆଖି ଦେଖାଇଲା ମାଳଦ୍ବୀପ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନି, ଅନ୍ୟପଟେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପରୋକ୍ଷରେ ଭାରତକୁ ଚେତାବନୀ ଦେଇଛନ୍ତି । "ଆମେ ଛୋଟ ହୋଇଥାଇପାରୁ କିନ୍ତୁ ଏହା ଆମକୁ ଶୋଷଣ କରିବାକୁ କାହାକୁ ଲାଇସେନ୍ସ ଦିଏ ନାହିଁ। ମିଳିଥିବା…

ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା: ଏହି ରାଜ୍ୟଗୁଡ଼ିକରେ ଡ୍ରାଏ ଡେ’

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଆସନ୍ତା ୨୨ ଜାନୁୟାରୀରେ ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା। ଏହାକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟରେ ଡ୍ରାଏ ଡେ କରାଯିବ। ଉତ୍ତର ପ୍ରଦେଶର ଅବକାରୀ ବିଭାଗ ସବୁ ମଦ ଦୋକାନ ୨୨ ଜାନୁୟାରୀରେ ବନ୍ଦ ରଖୁବାକୁ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସବୁ…

ହୃଦଘାତରେ ଭେଟେରାନ ଗାୟିକା ପ୍ରଭା ଅତ୍ରେଙ୍କର ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରଭା ଅତ୍ରେଙ୍କର ପରଲୋକ ହୋଇଛି। ହୃଦଘାତ ଯୋଗୁଁ ପୁଣେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇରେ ପ୍ରଭାଙ୍କର ଏକ କାର୍ଯ୍ୟକ୍ରମ ରହିଥିଲା। ମାତ୍ର…

ମୁମ୍ବାଇ ଡୋମ୍ବିଭଲିରେ ଥିବା ଏକ ବହୁ ତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ 

ମୁମ୍ବାଇ: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ ମହଲାର ଏକ ଗ୍ୟାଲେରୀ ଜଳି ଯାଇଛି। ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ପରେ ତିନୋଟି ଅଗ୍ନିଶମ ବାହିନୀ…

ଚୀନର ଏକ କୋଇଲା ଖଣିରେ ବିସ୍ଫୋରଣ, ୧୦ ମୃତ

ବେଜିଂ: ଚୀନର ହେନାନ ପ୍ରଦେଶରେ ଥିବା ପିଙ୍ଗ୍‌ଦିଙ୍ଗ୍‌ଶାନ ତିଆନାନ କୋଇଲା ଖଣି କୋଲ୍‌ ମାଇନିଙ୍ଗ୍‌ରେ ଦୁର୍ଘଟଣା। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। କୋଇଲା ଖଣିରେ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । କୋଇଲା ଏବଂ ଗ୍ୟାସ…

ଡିଉ ବେଳାଭୂମି କ୍ରୀଡା-୨୦୨୪: ଚାମ୍ପିଅନ୍ ହେଲା ମଧ୍ୟପ୍ରଦେଶ

ଡିଉ: ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ଡିଉର ସ୍ଵଚ୍ଛ ଓ ନିର୍ମଳ ଘୋଘଲା ବିଚ୍ ରେ ଆୟୋଜିତ ଭାରତର ପ୍ରଥମ ମଲ୍ଟି-ସ୍ପୋର୍ଟସ୍ ବେଳାଭୂମି କ୍ରୀଡା-୨୦୨୪ ଉଦଯାପିତ ହୋଇଯାଇଛି । ଏଥିରେ ମଧ୍ୟପ୍ରଦେଶ ୭ଟି ସ୍ଵର୍ଣ୍ଣ ପଦକ ମୋଟ ୧୮ଟି ପଦକ ସହ ପଦକ ତାଲିକାରେ ଶୀର୍ଷରେ ରହିଛି । ଏହି ଏଲ୍ଲେଖନୀୟ ସଫଳତା…

୨୦୨୪ରେ ତାତିବ ଓଡ଼ିଶା, ତାତିକୁ ନେଇ ପାଣିପାଗ ବିଭାଗ କଲା ଏପରି ଆକଳନ

ନୂଆଦିଲ୍ଲୀ: ୨୦୨୩ ତୁଳନାରେ ୨୦୨୪ରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ୍ ସୁଦ୍ଧା ଏଲ୍ ନିନୋ ଶକ୍ତିଶାଳୀ ହେବ। ଫଳରେ ରାଜ୍ୟରେ ହିଟ ୱେଭ ପ୍ରବାହିତ ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି। ସେପଟେ…