Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଜଣେ ଗିରଫ

କଲିକତା: ପଶ୍ଚିମବଙ୍ଗରେ ହତଚକିତ କଲାପରି ଏକ ମାମଲା ସାମ୍ନାକୁ ଆସିଛି । ଆଜି (ସୋମବାର) ରାଜ୍ୟର ଦକ୍ଷିଣ ୨୪ ପରଗନାରେ ତୃଣମୂଳ କଂଗ୍ରେସ ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଦିନ ଦ୍ବିପହରେ ହତ୍ୟା କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇ ପୋଲିସ…

ବିବାହର ୩୨ ବର୍ଷ ପରେ ଅଲଗା ହେବେ ରେମଣ୍ଡ ଏମଡି ସିଂଘାନିଆ ଦମ୍ପତି

ନୂଆଦିଲ୍ଲୀ:କୋଟିପତି ଶିଳ୍ପପତି ତଥା ରେମଣ୍ଡର ଏମଡି ଗୌତମ ସିଂଘାନିଆ ସୋମବାର ପତ୍ନୀ ନବାଜ ମୋଦିଙ୍କଠାରୁ  ଅଲଗା ହେବେ ବୋଲି ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଘୋଷଣା କରି ସିଂଘାନିଆ କହିଛନ୍ତି, ଆମେ ଏବେ ଅଲଗା ଅଲଗା ରାସ୍ତାରେ ଯିବା ପାଇଁ ନିଷ୍ପତ୍ତି ନେଇଛୁ । ୫୮ ବର୍ଷୀୟ…

ଲଣ୍ଡନ ପୋଲିସକୁ ପାଲେଷ୍ଟାଇନ ସମର୍ଥକ କହିଥିବା ଗୃହମନ୍ତ୍ରୀଙ୍କୁ ବହିଷ୍କାର କଲେ ଋଷି ସୁନକ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ବରିଷ୍ଠ ମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ସୁଏଲା ବ୍ରେବରମେନଙ୍କୁ ପଦରୁ ବରଖାସ୍ତ କରିଛନ୍ତି । ଭାରତୀୟ ମୂଳ ସୁଏଲାଙ୍କ ଏକ ଆଲେଖ୍ୟକୁ ନେଇ କିଛି ଦିନ ଧରି ବିବାଦ ଲାଗି ରହିଥିଲା । ଏଥିରେ ସୁଏଲା ଲଣ୍ଡନ ପୋଲିସକୁ ପାଲେଷ୍ଟାଇନ ସମର୍ଥକ ବୋଲି…

୭୫ ବର୍ଷ ପରେ ଏହି ମନ୍ଦିରରେ ପାଳନ କରାଗଲା ଦୀପାବଳି: ସାମିଲ ହେଲେ ସବୁ ଧର୍ମର ଲୋକେ

କୁପୱାଡା:  ୭୫ ବର୍ଷ ପରେ ପାଳନ ହେଲା ଦୀପାବଳି । ସାରା ଅଞ୍ଚଳରେ ଖେଳି ଯାଇଥିଲା ଆନନ୍ଦ । ବେଶ ଉତ୍ସାହର ସହ ସମସ୍ତେ ଲାଗି ଯାଇଥିଲେ । ଆମେ କହୁଛୁ ଏଲଓସି ନିକଟରେ ଥିବା ଶାରଦା ମନ୍ଦିର କଥା । ଏହା  ଏମିତି ଏକ ମନ୍ଦିର, ଯେଉଁଠି ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଦୀପାବଳି ପାଳନ କରାଯାଇଥିଲା ।…

‘ଆମ୍ ଆଦମୀ ପାର୍ଟି ହିନ୍ଦୁ ପର୍ବକୁ ଘୃଣା କରେ’

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଅନେକ ଦିନରୁ ବହୁ ଅସୁବିଧାର ସମ୍ମୁଖୀନ କରୁଛନ୍ତି ଲୋକେ । ଏଥି ସହିତ ଦୀପାବଳୀରେ ପ୍ରଦୂଷଣ ବୃଦ୍ଧି ହେବାନେଇ ଏହା ଉପରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ବିବୃତ୍ତିରେ କହିଛନ୍ତି ଯେ, ବିଜେପି…

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୯ ଜଣ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ହାଇଦ୍ରାବାଦର ନାମ୍ପଲି ଅଞ୍ଚଳରେ ଅବସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଥିବା ବେଳେ ସୋମବାର ସକାଳେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଅଞ୍ଚଳରେ…

ପକ୍ଷୀଙ୍କ ପାଇଁ ତାମିଲନାଡୁର ଏହି ୭ଟି ଗ୍ରାମରେ ଫୁଟିଲାନି ବାଣ

ମାଡ୍ରାସ: ସାରା ଦେଶରେ ଦୀପାବଳି ଧୂମଧାମରେ ପାଳନ ହୋଇଛି । ଖୁସିର ପରିବେଶରେ ତଥାପି ଆମେ ପରିବେଶକୁ ପ୍ରଦୂଷିତ କରିବାରେ ନିଜକୁ ଦାୟୀ କରିଛେ । ଏହା ମାଧ୍ୟମରେ ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯାହା ପରିବେଶବିତଙ୍କୁ ସନ୍ତୋଷ ପ୍ରଦାନ କରିଛି । ତାମିଲନାଡୁର ୭ଟି ଗ୍ରାମ ପକ୍ଷୀମାନଙ୍କୁ…

ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣା: ଫସିିଥିବା ୪୦ ଶ୍ରମିକଙ୍କ ଭିତରେ ୫ ଓଡ଼ିଆ,ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ହୋଇଥିବା ସୁଡଙ୍ଗ ଭୁଶୁଡି ପଡିବା ଯୋଗୁ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା ଜଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ।  ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ…

ତେଲେଙ୍ଗାନା ନିର୍ବାଚନ: ୧୧୯ ଆସନ ପାଇଁ ୪,୭୯୮ ପ୍ରାର୍ଥୀପତ୍ର:ଗଜବେଲ ଆସନରୁ ସର୍ବାଧିକ ୧୪୫ ଜଣ ଭରିଲେ ନାମାଙ୍କନ

ନୂଆଦିଲ୍ଲୀ:ତେଲେଙ୍ଗେନାରେ ନଭେମ୍ବୀର ୩୦ ହେବ ବିଧାନସଭା ନିର୍ବାଚନ । ୧୧୯ଟି ଆସନ ପାଇଁ ହେବ ମତଦାନ । ଏଥାପାଇଁ ୪,୭୯୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୦ ନଭେମ୍ବର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ  ।ଶେଷ ତାରିଖରେ ଅଧା ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନଭେମ୍ବର ୩…

ଦୀପାବଳି ରାତିରେ ପୁଣି ବିଷାକ୍ତ ହେଲା ଦିଲ୍ଲୀ ବୟୁମଣ୍ଡଳ: ଏକ୍ୟୁଆଇ ସ୍ଥିତି ଗମ୍ଭୀର

ପୁଣି ବିଗିଡିଲା ଦଲ୍ଲୀ ବାୟୁମଣ୍ଡଳ । ଦୁଇ ଦିନର ଆଶ୍ୱସ୍ତି ପରେ ପୁଣି ବିଷାକ୍ତଗ୍ୟାସରେ ଛଟପଟ ହେଲେ ଲୋକେ । ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁର ଗୁଣବତ୍ତା ହାର ଅର୍ଥାତ ଏକ୍ୟୁଆଇ ଗମ୍ଭୀର ହୋଇପଡିଛି । ବିଶେଷକରି ଜହାଙ୍ଗୀରପୁରୀ, ଆରକେପୁରମ  ଶ୍ରୀନିବାସପୁରୀ, ଆନନ୍ଦବିହାର, ବଜୀରପୁର,…