Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କିଏ ମାରୁଛି ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀଙ୍କୁ

ନୂଆଦିଲ୍ଲୀ: ବିଦେଶରେ ଲୁଚିଥିବା ଭାରତର ମୋଷ୍ଟ ୱାଂଟେଡ ଆତଙ୍କବାଦୀ ଜଣଙ୍କ ପରେ ଜଣେ ସଫା ହେବାରେ ଲାଗିଛନ୍ତି । ଏମାନଙ୍କୁ ମାରୁଛି କିଏ ? ପଠାନକୋଟ ଏୟାରବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବା ଶହୀଦ ଲତିଫ ଓ ହରିଶ ହସୀମଙ୍କୁ ପାକିସ୍ତାନର ସିଆଲକୋଟରେ ଗୁଳି କରି ହତ୍ୟା କରା ଯାଇଛି । ଜୈଶ…

‘ଏମପିରେ ନିର୍ବାଚନ କଟକଣା’, ହେଲିକ୍ୟାପ୍ଟର ଉଡାଇଲେ ୨ ଲକ୍ଷ,ମିଠା ଖୁଆଇଲେ ୪୯୫!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି। ହାତରେ ସମୟ ଅଳ୍ପ ଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତାମାନେ ଭିନ୍ନ ଭିନ୍ନ ରଣନୀତି ସହ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ମଧ୍ୟ ସ୍ଵଛ…

‘ମହାରାଷ୍ଟ୍ର ରାଜନୀତି’, ଉଦ୍ଧବଙ୍କୁ ବୁଡାଇଦେବେ ସିନ୍ଦେ!

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ଚଳଚଂଚଳ ହୋଇଉଠିଛି। ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ନିଜର ଶକ୍ତି ବୃଦ୍ଧିରେ ଲାଗି ପଡିଛନ୍ତି। ମୁମ୍ବାଇର ୪୦ ଜଣ ପୂର୍ବତନ କର୍ପୋରେଟର ସିନ୍ଦେଙ୍କ ଶିବସେନା…

ସିରିୟା ଉପରେ ଆକ୍ରମଣା କଲା ଇସ୍ରାଏଲ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହମାସ ବିରୁଦ୍ଧରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରୀ ରଖିଥିଲା । ତେବେ ଗୁରୁବାର ଇସ୍ରାଏଲ ହଠାତ ରଣନୀତିରେ ପରିବର୍ତନ କରି ଆଶ୍ଚର୍ଯ୍ୟଜନକ ଭାବେ ସିରିୟା ଉପରେ ଆକ୍ରମଣ କରିଛି । ଅଲ ୱତନରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଦମଶିକ ଓ ଅଲେପ୍ପୋ…

ଗଙ୍ଗାଜଳ ଉପରେ ୧୮% ଜିଏସଟି ଅଭିଯୋଗକୁ ଖଣ୍ଡନ କଲା କେନ୍ଦ୍ର: ସିବିଆଇସି ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ:ଗଙ୍ଗାଜଳ ଉପରେ ଜିଏସଟିକୁ ନେଇ ଏବେ ବିବାଦ ଜୋରଦାର ହୋଇଛି । ଗଙ୍ଗାଜଳ ଉପରେ ମୋଦି ସରକାର ୧୮ ପ୍ରତିଶତ ଜିଏସଟି ଲାଗୁ କରିଥିବା ନେଇ କଂଗ୍ରେସ ଅଭିଯୋଗ ଆଣିବା ସହ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି । ଏହି ଖବର ଉପରେ ସେଣ୍ଟ୍ରାଲ ବୋର୍ଡ ଅଫ ଇନଡାଇରେକ୍ଟ ଟାକ୍ସେସ ଆଣ୍ଡ…

ଫୋର୍ବସ ମାଗାଜିନରେ ସାପ-ଶିଡିର ଖେଳ: ପଛରେ ପଡ଼ିଲେ ଆଦାନୀ, ଆଗେଇଗଲେ ଅମ୍ବାନୀ

ନୂଆଦିଲ୍ଲୀ: ପୁଣି ବିଶ୍ବରେ ଚମକିଲେ ଅମ୍ବାନୀ । ଶ୍ରେଷ୍ଠ ଧନୀ ତାଲିକାରେ ସଭା ଆଗରେ ମୁକେଶ ଅମ୍ବାନୀ। ବିଶ୍ୱର ପ୍ରସିଦ୍ଧ ବ୍ୟବସାୟ ପତ୍ରିକା ଫୋର୍ବସରେ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଇଣ୍ଡିଆର ସବୁଠୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର…

ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ଯୋଗାଇବ କି ଭାରତ ? ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଲା ବୈଦଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ପ୍ରେସ କନ୍‌ଫରେନ୍ସରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି, ଅପରେଶନ ଅଜୟ ଅନୁସାରେ, ଆଜି ରାତିରେ…

ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ: ଜଣାପଡିଲା ହତ୍ୟାର ପ୍ରକୃତ କାରଣ

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ପ୍ରକୃତ କାରଣ ୧୭ ମାସ ପରେ ଜଣାପଡିଛି । ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଶ୍ନୋଇଙ୍କ ଭଣଜା ସଚିନ ଥାପନ ଏହି ଖୁଲାସା କରିଛନ୍ତି । ଆଜରବୈଜାନରୁ ସଚିନଙ୍କୁ ଭାରତ ଅଣାଯାଇଛି । ମାନସା ପୋଲିସ ତାଙ୍କୁ ପୋଲିସ ପ୍ରଡକ୍ସନ ୱାରେଂଟରେ ଭାରତ…

ମଞ୍ଚ ଉପରେ ଆଖି ମାରିଲେ ପ୍ରିୟଙ୍କା; ହସି ହସି କହିଲେ ‘ଆପଣ ବି ମଞ୍ଚ ଉପରକୁ ଆସି ଯାଆନ୍ତୁ ନା !‘

ମଣ୍ଡଳା: ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେଠାରେ ପ୍ରିୟଙ୍କା ଆଦିବାସୀ ଆଦିବାସୀ ବହୁଳ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରଛନ୍ତି । ଏହି ନିର୍ବାଚନୀ ସଭାରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କମଳନାଥ ମଧ୍ୟ ଥିଲେ । ନିର୍ବାଚନୀ ବିଗୁଲ ବାଜି…

ବୋହୂ ରାଧିକାଙ୍କ ସହ କେଦାରନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ; ଦାନ କଲେ ୫ କୋଟି ଟଙ୍କା

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀ ଓ ତାଙ୍କର ପରିବାର କେଦାରନାଥ ଦର୍ଶନ କରିବା ପାଇଁ ଆସିଥିଲେ । ଏହି ଅବସରରେ ତାଙ୍କର ବୋହୂ ରାଧିକାଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଆସିଥିଲେ । ପ୍ରଭୁଙ୍କ ଦର୍ଶନ କରିବା ପରେ ସେମାନେ ପୂଜାର୍ଚ୍ଚନା କରିଥିଲେ । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ…