Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶର୍ମିଳାଙ୍କ ହାତ ଧରିଲେନି ରାହୁଲ, ଏବେ ଏକା ଲଢ଼ିବେ

ଭୁବନେଶ୍ୱର: ଉଦ୍ୟମ ବ୍ୟର୍ଥ ହେଲା। ଆଶା ଭାଙ୍ଗିଗଲା। ଆଉ କଂଗ୍ରେସ ସହ ନୁହେଁ ବରଂ ଏକାକୀ ତେଲେଙ୍ଗାନାର ସମସ୍ତ ୧୧୯ ଟି ବିଧାନସଭା ସିଟରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟ ୱାଇଏସ ଶର୍ମିଳା। ହାଇଦ୍ରାବାଦରେ ଆୟୋଜିତ ଏକ ଦଳୀୟ ବୈଠକରେ ସେ ଏହି…

ଡାରୱିନ, ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣିତ କରିବାକୁ ଆମେ ଏଠାରେ ବସିନୁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡାରୱିନଙ୍କ ଜୈବ ବିବର୍ତନ ଥିଓରୀ ଓ ଆଲବର୍ଟ ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣିତ କରିବା ପାଇଁ ଆମେ ଏଠାରେ ବସି ନାହୁଁ ବୋଲି ସୁପ୍ରିମକୋର୍ଟର ବିଚାରପତି ଏକ ମାମଲାର ଶୁଣାଣୀ କରି କହିଛନ୍ତି । ଡାରୱିନଙ୍କ ଥିଓରି ଓ ଆଇନଷ୍ଟାଇନଙ୍କ ତଥ୍ୟରେ ସୁଧାର ଆସିବା ଉଚିତ ବୋଲି ଦର୍ଶାଇ ଏକ…

ଏପମିରେ ଜାତିକୁ ନେଇ ବିଜେପିକୁ ଖେଳାଉଛି କଂଗ୍ରେସ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ କଂଗ୍ରେସ ଜାତି ପ୍ରସଙ୍ଗକୁ ନେଇ ବିଜେପିକୁ ଘେରିବାକୁ ଯୋଜନା କରିଛି। ଏମପିରେ ବିଜେପି ଏ ପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟରେ ୧୩୬ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି। ସେସବୁ ସିଟରେ ଜାତିଗତ ଆଧାରକୁ ନେଇ କଂଗ୍ରେସ ବିଜେପିକୁ ଘେରିବାକୁ ସବୁ ପ୍ରସ୍ତୁତି…

୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ: ଏଥିସହ ସାମିଲ ହେଲେ ଏହି ସବୁ ଗେମ୍ସ

ନୂଆଦିଲ୍ଲୀ: ୧୨୮ ବର୍ଷ ପରେ ଅଲମ୍ପିକକୁ ଫେରିବ କ୍ରିକେଟ । ଖାଲି କ୍ରିକେଟ ନୁହେଁ, ଆହୁରି ୫ଟି ଗେମକୁ ଅଲମ୍ପିକରେ ସାମିଲ କରାଯାଇଛି । ଆଇଓସି ଅଧ୍ୟକ୍ଷ ଥାମସ ବାକ୍ ଏହି ସୂଚନା ଦେଇଛନ୍ତି । ଆଇଓସି ଅଧ୍ୟକ୍ଷ କହିଛନ୍ତି, ଆମେ ଆଇସିସି ସହ କାମ କରିବୁ । ଆମେ କୌଣସି ଦେଶର ବ୍ୟକ୍ତିଗତ…

ଗାଜା ଅଭିମୁଖେ ଇସ୍ରାଏଲ ସେନା: ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡିବାକୁ ହମାସ ଆତଙ୍କୀଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ହଜାର ହାଜର ଲୋକଙ୍କ ମୃତ୍ୟୁ ଘଟିଲାଣି ।  ହମାସ ଆତଙ୍କୀଙ୍କୁ ମୂଳରୁ ନିପାତ କରିବା ଦମ ନେଇ ଅଣ୍ଟା ଭିଡିଛି ଇସ୍ରାଏଲ । ଇସ୍ରାଏଲ ସେନା ଏବେ ଗାଜା ଅଭିମୁଖେ । ଗାଜାକୁ ନିଜ କବଜାକୁ…

ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଦେଶରେ ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ ଜୋରଦାର ଚାଲିଛି ଯୁଦ୍ଧ। ଏହାକୁ ଦୃଷ୍ଟିରେ ରଖି ଦେଶରେ କୂଟନୀତିଜ୍ଞ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ସମେତ ଇସ୍ରାଏଲ…

ଇସ୍ରାଏଲରୁ ସ୍ଵଦେଶକୁ ଫେରିଲେ ଭାରତୀୟ, ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଶତାଧିକ ଭାରତୀୟ ନାଗରିକ ଇସ୍ରାଏଲରେ ଫସି ରହିଛନ୍ତି । ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ମୋଦୀ ସରକାର ଅପରେସନ୍ ଅଜୟ ଆରମ୍ଭ କରିଛନ୍ତି । ଏହି ଅପରେସନ ଅଧୀନରେ ଭାରତୀୟ ନାଗରିକଙ୍କ…

ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ, ଧରାପିଡିଲେ ଡଲା ଗ୍ୟାଙ୍ଗର ୨ ଶୁଟର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଏକ ଟିମ୍‌ ଉପରେ ଗ୍ରେନେଡ୍‌ ଆକ୍ରମଣ ଉଦ୍ୟମ। ଧରାପିଡିଲେ ଡଲା ଗ୍ୟାଙ୍ଗର ଦୁଇ ଶୁଟର। ସୂଚନା ଅନୁସାରେ ରାଜଧାନୀରେ ବୁଧବାର ରାତିରେ ଏନ୍‌କାଉଣ୍ଟର ବେଳେ ପୋଲିସ ଉପରକୁ ଗ୍ରେନେଡ୍‌ ମାଡ଼ ଉଦ୍ୟମ ହୋଇଥିଲା। ତେବେ ଏହି ଘଟଣାରେ କାନାଡାର ଗ୍ୟାଙ୍ଗ୍‌ଷ୍ଟର ଆର୍ଶ ଡଲା…

ହମାସ କବଳରେ ପଡିବା ବଦଳରେ ଝିଅର ମୃତ୍ୟୁ ଖବର ଶୁଣି ଖୁସୀ ହେଲେ ଇସ୍ରାଏଲର ଜଣେ ହତଭାଗା ବାପା

ନୂଆଦିଲ୍ଲୀ: ବାପା ମାଆ ନିଜ ସନ୍ତାନକୁ ଜୀବନଠାରୁ ବଳି ଭଲ ପାଇଥାନ୍ତି । କେବେ ଆପଣ ଚିନ୍ତା କରିଛନ୍ତି କି ଜଣେ ବାପା ତାର ୮ ବର୍ଷୀୟ ଝିଅର ମୃତ୍ୟୁ ଖବର ଶୁଣି ଖୁସି ହେବ । ନାଁ.... । ଏହି ଘଟଣା ଇସ୍ରାଏଲରେ ଘଟିଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲ ସୀମାରେ ପ୍ରବେଶ କରି ରଚିଥିଲେ ନାରକୀୟ…

ସେନାରେ ଚାକିରି ପାଇଁ ଏନସିସି ସହାୟକ ହେବ କି? ପାକିସ୍ତାନ ସହ ଯୁଦ୍ଧରେ ବଡ଼ ଭୂମିକା ଗ୍ରହଣ କରିଥିଲେ

ନୂଆଦିଲ୍ଲୀ: ସ୍କୁଲରେ ପାଠ ପଢ଼ିବା ବେଳେ ସେନାର ବର୍ଦ୍ଦି ପିନ୍ଧିବାର ସ୍ବପ୍ନ ପୂରଣ କରିଥାଏ ଏନସିସି ତଥା “ନ୍ୟାସନାଲ କ୍ୟାଡେଟ୍ କର୍ପସ୍” । ଦେଶରେ ଯବାନଙ୍କୁ ଦେଖିଲେ ସାଇ ପଡ଼ିଶା ଯେମିତି ଚାହିଁ ରୁହନ୍ତି ସମାନ ନଜର ପଡ଼ିଥାଏ ଯେତେବେଳେ ଗାଁର ପିଲା ଏନସିସି ଡ୍ରେସ ପିନ୍ଧିଥିଲେ। କୁହାଯାଏ…