Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କୀଙ୍କୁ ଧୁଳି ଚଟାଉଛନ୍ତି ଦୁଇ ଗୁଜୁରାଟୀ ଝିଅ

ନୂଆଦିଲ୍ଲୀ: ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆତଙ୍କୀ ବୁହାଉଛନ୍ତି ରକ୍ତର ନଦୀ। ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି। ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି। ୫ଦିନର ଯୁଦ୍ଧ ଭିତରେ ୨୩୦୦ ଲୋକଙ୍କ ଜୀବନ ଗଲାଣି। ସେଥିମଧ୍ୟରୁ ପ୍ରାୟ ୧,୨୦୦ ଇସ୍ରାଏଲ…

ଇସ୍ରାଏଲ-ହମାସ ଯୁଦ୍ଧର ବଡ ଖବର: ଆକ୍ରମଣ ସ୍ଥଳରୁ ମିଳୁଛି ଆଇଏଆଇ ପତାକା

ନୂଆଦିଲ୍ଲୀ:ହମାସ-ଇସ୍ରାଏଲ ଯୁଦ୍ଧକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ହମାସ ଆତଙ୍କୀଙ୍କ ଦ୍ୱାରା ଅପହୃତ ନାଗିରିକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକାର ସ୍ପେଶାଲ ଫୋର୍ସ ପ୍ରସ୍ତୁତ ହୋଇ ଅଛନ୍ତି । ଆମେରିକାର ଏହି ଦୁର୍ଦ୍ଦାନ୍ତ କମାଣ୍ଡୋ ଗାଜାରେ ସ୍ୱତନ୍ତ୍ର ଅପରେସନ କରିବା ପାଇଁ…

ଜି-୨୦ ପରେ ଦିଲ୍ଲୀରେ ପି-୨୦, ଜାଣନ୍ତୁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀର ଅଭୂତପୂର୍ବ ସଫଳତା ଏବଂ ବୈଶ୍ୱିକ ସମସ୍ୟାର ସମାଧାନରେ ଭାରତର ଅଗ୍ରଣୀ ଭୂମିକାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଇଛି। ଜି-୨୦ ଶିଖର ସମ୍ମିଳନୀ ପରେ ଭାରତର ସଂସଦ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସମାବେଶ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି…

ବାଲ୍ୟ ବିବାହକୁ ନେଇ ଜାତିସଂଘ ମହାସଚିବଙ୍କ ବଡ଼ ବୟାନ, ଟ୍ରେଣ୍ଡ ଅନୁଯାୟୀ ରୋକିବାକୁ ୩୦୦ ବର୍ଷ ଲାଗିବ

ନୂଆଦିଲ୍ଲୀ: ବୁଧବାର ଅନ୍ତର୍ଜାତୀୟ ବାଳିକା ଦିବସ ଥିଲା। ଏହି ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱ ବାଲ୍ୟ ବିବାହକୁ ନେଇ ଫେଲ୍ ମାରୁଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଟ୍ରେଣ୍ଡ ଯେଉଁଭଳି ଆଗକୁ ବଢ଼ୁଛି, ବାଲ୍ୟ ବିବାହର ଅନ୍ତ ହେବାକୁ…

ବକ୍ସର ଟ୍ରେନ ଦୁର୍ଘଟଣା: ଶେଷ ହେଲା ଉଦ୍ଧାର କାର୍ଯ୍ୟ, ୪ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ବିହାରର ବକ୍ସର ରଘୁନାଥପୁର  ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହୋଇଯାଇଛି ।ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଓଲଟି ରାସ୍ତା ଉପରେ ପଡିଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଶତାଧିକ ଆହତ ହୋଇଛନ୍ତି…

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ଆକାଶରୁ ଲଗାତାର ବର୍ଷୁଛି ବୋମା, ୨,୧୦୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଛାତି ଥରି ଗଲା ପରି ଦୃଶ୍ୟମାନ ସାମ୍ନାକୁ ଆସୁଛ । ଯୁଦ୍ଧ ଶେଷ ହେବାର  କୌଣସି ଆଭାସ ମିଳୁନି । ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ୫ଦିନର ଯୁଦ୍ଧ ଭିତରେ ୨୧୦୦…

ରାଜସ୍ଥାନରେ ବିଧାନସଭା ନିର୍ବାଚନର ତାରିଖ ବଦଳିଲା

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୩ ତାରିଖ ବଦଳରେ ନଭେମ୍ବର ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୨୩ ତାରିଖରେ ରାଜ୍ୟରେ ଅନେକ ବିବାହ ରହିଛି ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନାକୁ ଦେଖି ରାଜନୈତିକ ଦଳ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଉଦବେଗ…

ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର, ଅନେକ ଯାତ୍ରୀ ଫସି ରହିଥିବା ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀରୁ କାମାକ୍ଷାକୁ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ବିହାରର ବୁକ୍ସରରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରେନର ଅନେକ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଡିଡିୟୁ ପାଟନା ରେଳ ବିଭାଗର ରଘୁନାଥପୁର ଷ୍ଟେସନରେ ଘଟିଛି। ଆହତଙ୍କ…

୧୨୯ ବର୍ଷ ହେଲାଣି ଏହି ପରିବାର ତିଆରି କରୁଛନ୍ତି କ୍ରିକେଟରଙ୍କ ପସନ୍ଦର ବ୍ୟାଟ୍

ଏବେ ଚାରିଆଡେ ଆଇସିସି ବିଶ୍ୱକପ୍ ୨୦୨୩ର କ୍ରେଜ୍ । କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହିସବୁ ବ୍ୟାଟ୍‌କୁ ୧୨୯ ବର୍ଷ ହେଲାଣି ଏମିତି ଏକ ପରିବାର ତିଆରି କରୁଛନ୍ତି । ୧୮୯୪ରେ ଜୈସି ସାମୁଏଲ ରାଇଟ୍…

ଇସ୍ରାଏଲରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହେଲା ଅପରେଶନ ଅଜୟ

ନୂଆଦିଲ୍ଲୀ: ଇସ୍ରାଏଲର ଯୁଦ୍ଧ ଭରା ପରିସ୍ଥିତିରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେଶନ ଅଜୟ ଅଭିଯାନ ଆରମ୍ଭ କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଟୁଇଟ କରି ଏ ସମ୍ପର୍କରେ ଜଣାଇଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ସମସ୍ତ ଉଦ୍ୟମ କରାଯିବ…