Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲୋକସଭା ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳୀୟ ନେତୃତ୍ବଙ୍କୁ କରାଇଲେ ଅବଗତ

ଭୁବନେଶ୍ୱର: ୨୦୨୪ରେ ଓଡିଶାରୁ ବିଜେପି ଟିକେଟରେ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଦଳୀୟ ନେତୃତ୍ବଙ୍କୁ ଅବଗତ କରାଇ ସାରିଛନ୍ତି, କିନ୍ତୁ ସେମାନଙ୍କ ନିଷ୍ପତ୍ତିକୁ ସେ…

ନର୍ଗିସଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ନ୍ତି ନର୍ଗିସ

ନୂଆଦିଲ୍ଲୀ: ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ୁଥିବାରୁ ତାଙ୍କୁ ମିଳିଛି ୨୦୨୩ ମସିହାର ଏହି ନୋବେଲ ଶାନ୍ତି ପୁରସ୍କାର । ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ…

କଂଗ୍ରେସ ସରକାର ଗଠନ କଲେ ହେବ ଜାତି ଭିତ୍ତିକ ଜନଗଣନା: ପ୍ରିୟଙ୍କା ଗାନ୍ଧୀ

ରାୟପୁର: ଆଗକୁ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିଲାଗି ସମସ୍ତ ରାଜନୈତିକ ଦଳ ପରୋକ୍ଷରେ ହେଉ କିମ୍ବା ପ୍ରତ୍ୟେକ୍ଷରେ ପ୍ରଚାର ପ୍ରସାର ଆରମ୍ଭ କଲେଣି। ଅନ୍ୟପଟେ ଜାତିଗତ ଜନଗଣନାକୁ ନେଇ ରାଜନୀତିର ଅସ୍ତ୍ର ଭାବେ ବ୍ୟବହାର କଲେଣି ରାଜନୈତିକ ଦଳ। ଇତିମଧ୍ୟରେ…

ମାଗଣା ଯୋଜନା ଉପରେ ଲାଗିବ ରୋକ୍ !

ଭୁବନେଶ୍ୱର: ଦିନେ ଦୁଇଦିନ ମଧ୍ୟରେ ଦେଶର ପ୍ରମୁଖ ରାଜ୍ୟଗୁଡିକ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଏସବୁ ରାଜ୍ୟଗୁଡିକର ରାଜନୀତି ଚଳଚଂଚଳ ହୋଇଉଠିଛି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ସରକାର ମାଗଣା…

ରାଜସ୍ଥାନରେ ଗଠନ ହେବ ୩ଟି ନୂତନ ଜିଲ୍ଲା, ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ୩ଟି ନୂତନ ଜିଲ୍ଲା ଗଠନ କରିବାକୁ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଟୋଙ୍କ ଜିଲ୍ଲାର ମାଲପୁରା ଏବଂ ଚୁରୁ ଜିଲ୍ଲାର ସୁଜୀନଗଡ଼କୁ ଅଲଗା ଜିଲ୍ଲା ଭାବେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଏମାନଙ୍କ ବ୍ୟତୀତ…

ନକ୍ସଲ ବିରୋଧରେ ଗୃହମନ୍ତ୍ରୀଙ୍କ ରଣହୁଙ୍କାର: ଦୁଇବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦର ବିଲୋପ ନିଶ୍ଚିତ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାମପନ୍ଥୀ ଉଗ୍ରବାଦକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଅମିତ ଶାହ ଶୁକ୍ରବାର କହିଛନ୍ତି, ୨ ବର୍ଷ ମଧ୍ୟରେ ଦେଶରେ ଥିବା ବାମପନ୍ଥୀ ଉଗ୍ରବାଦକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯିବ । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସ୍ଥତି…

ମୋଦି ସରକାରଙ୍କ ଅଲ୍ଟିମେଟମର ପ୍ରଭାବ:ଅକ୍ଟୋବର ୧୦ ପୂର୍ବରୁ କାନାଡା ହଟାଇନେଲା କୁଟନୀତିଜ୍ଞ

ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପରେ ଭାରତ-କାନାଡା ସମ୍ପର୍କ ତିକ୍ତତା ଲଗାତାର ବିଗିଡବାରେ ଲାଗିଛି । ଭାରତ ସରକାରଙ୍କ ପକ୍ଷରୁ ଜାରି ଅଲ୍ଟିମେଟମ ପରେ କାନାଡା ନିଜ କୂଟନୀତିଜ୍ଞଙ୍କୁ ହଟାଇବା ଆରମ୍ଭ କରିଛି । ଖଲିସ୍ଥାନୀ ବିଚ୍ଛିନ୍ନତିବାଦୀ ହରଦୀପ ସିଂହ…

ବିହାର ଜାତି ସର୍ଭେ ମାମଲା: ଜାତି ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, ରାଜ୍ୟ ସରକାରଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ବିହାରର ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏଥିସହିତ କୋର୍ଟ ବିହାର ସରକାରଙ୍କୁ ଏକ ନୋଟିସ ଜାରି କରି ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ଜବାବ ଦେବାକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ରାଜ୍ୟ ସରକାରଙ୍କୁ କୌଣସି…

୪ର୍ଥ ଥର ପାଇଁ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ, କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ

ମୁମ୍ବାଇ: ଆରବିଆଇର ମୁଦ୍ରା ନୀତି କମିଟି ପକ୍ଷରୁ ବଡ଼ ଉପହାର। କ୍ରମାଗତ ଚତୁର୍ଥ ଥର ପାଇଁ ରେପୋ ରେଟ୍‌ ୬.୫ ପ୍ରତିଶତ ବଜାୟ ରହିଛି। ରେପୋ ହାର ଅପରିବର୍ତ୍ତନ ହେବା ପରେ ଶୁକ୍ରବାର କଂଗ୍ରେସ ଦାବି କରିଛି ଯେ ମୁଦ୍ରାସ୍ଫୀତି କାରଣରୁ ଅନେକ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…

ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଗଠନ କଲା ଟିମ

ନୂଆଦିଲ୍ଲୀ: ସିକ୍କିମର ତୀସ୍ତା ନଦୀରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟାରେ ହୋଇଥିବା କ୍ଷତିଗ୍ରସ୍ତର ଆକଳନ କରାଇବେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଦଳ ଗଠନ କରିଛି। ଆଜି ସିକ୍କିମରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ତୀସ୍ତା ନଦୀରେ ବନ୍ୟା ହେତୁ ରାଜ୍ୟରେ…