Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୫ମିନିଟରେ ଦୁଇଟି ଦୁର୍ଘଟଣା, ୧୭ଗାଡି ସହ ୧୬ଜୀବନ୍ତ ଦଗ୍ଧ

ଭେନେଜୁଏଲା: କରାକାସ ନିକଟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଏକକାଳୀନ ୧୭ଟି ଗାଡି ଜଳିଯିବା ଯୋଗୁଁ ୧୬ଜଣ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଉଦ୍ଧାର କରିବା ପ୍ରକ୍ରିୟା ଜାରିରହିଥିବା ବେଳେ ଏବେ ଯାଏ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି । ୬ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି…

ଆସନ୍ତାକାଲି ୬୮ ତମ ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ପ୍ରଦାନ କରାଯିବ ୬୮ତମ ଜାତୀୟ ରେଳ ପୁରସ୍କାର । ଆସନ୍ତାକାଲି ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଏହି ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । କର୍ମଚାରୀଙ୍କ ମଧ୍ୟରେ…

ବିବାହ ପାଇଁ ମନା କରିବାରୁ ଯୁବକଙ୍କୁ ଏସିଡ୍ ମାଡ କଲେ ମହିଳା

ପାଟନା: ଅଧିକାଂଶ ସମୟରେ ମହିଳା ବା ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଖବର ସାମନାକୁ ଆସିଛି । ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା । ମହିଳା ଜଣଙ୍କ ସେହି…

ସଂସଦରେ ଆତଙ୍କ ସୃଷ୍ଟି କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସାତ ଦିନିଆ ପୁଲିସ ରିମାଣ୍ଡରେ

ନୂଆଦିଲ୍ଲୀ: ସଂସଦ ଭବନ ବାହାରେ ଏବଂ ଭିତରେ ଗଣ୍ଡଗୋଳ ଏବଂ ସୁରକ୍ଷା ଭଙ୍ଗ କରିଥିବା ଚାରି ଜଣ ଅଭିଯୁକ୍ତଙ୍କୁ ୭ ଦିନିଆ ହେପାଜତକୁ ପଠାଯାଇଛି। ତେବେ ଦିଲ୍ଲୀ ପୋଲିସ ତାଙ୍କୁ ୧୫ ଦିନିଆ ପୋଲିସ ହେପାଜତକୁ ନେବାକୁ ଆବେଦନ କରିଥିଲା। ସମସ୍ତ ଅଭିଯୁକ୍ତମାନଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର…

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାରେ ତଦନ୍ତ ଚାଲିଛି, ରାଜନୀତି ନକରିବାକୁ ବିରୋଧୀଙ୍କୁ ସରକାରଙ୍କ ଆହ୍ବାନ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ହୋଇଥିବା ସୁରକ୍ଷା ଭଙ୍ଗ ଘଟଣାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିବା ସହ ଏହି ସମ୍ବେଦନଶୀଳ ମାମଲାର ରାଜନୀତିକରଣ ନକରିବାକୁ ବିରୋଧୀଙ୍କୁ ନିବେଦନ କରିଛନ୍ତି। ଅପରାହ୍ନ ୨ଟାରେ ଅଧିବେଶନ ଆରମ୍ଭ ହେବାର କିଛି ସମୟ ପରେ ଗୃହକୁ…

ହମାସ ଦମ୍ଭ ଭାଙ୍ଗଛି, ଯୁଦ୍ଧବିରାମ ଚର୍ଚ୍ଚା ନେଇ ପ୍ରସ୍ତୁତ

ଗାଜା: ଇସ୍ରାଏଲ ଘନ ଘନ ଆକ୍ରମଣରେ ହମାସର ଦମ୍ଭ ଭାଙ୍ଗିଛି । ଗାଜାରେ ଶାସନ କରୁଥିବା ଫିଲିସ୍ତିନୀ ସମୂହ ବିନା ସର୍ତରେ ଯୁଦ୍ଧ ବିରାମ ପାଇଁ ରାଜି ହୋଇଛନ୍ତି । ହମାସର ବରିଷ୍ଠ ନେତା ଇସମାଇଲ ହାନିୟେହ ଏହା କହିଛନ୍ତି । ଇସ୍ରାଏଲ ଆକ୍ରମଣ ରୋକିବା ପାଇଁ ଆମେ ସମସ୍ତ ପ୍ରକାଣ ବୁଝାମଣାରେ ରାଜି…

ହଷ୍ଟେଲରେ ବୋମା ତିଆରି ବେଳେ ବିସ୍ଫୋରଣ, ୨ଛାତ୍ର ଗୁରୁତର

ଲକ୍ଷ୍ନୌ: ହଷ୍ଟେଲ ରୁମରେ ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଛାତ୍ର ଗୁରୁତର। ଉତ୍ତରପ୍ରଦେଶର ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବୋମା ତିଆରି ବେଳେ ହଷ୍ଟେଲ୍ ରୁମରେ ଅଚାନକ ବିସ୍ଫୋରଣ ହୋଇଥିଲା । ଜଣେ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ଗୃହରେ ହଙ୍ଗାମା: ଗୋଟିଏ ଦିନରେ ଲୋକସଭାରୁ ୧୫ ସାଂସଦ ପୁରା ଅଧିବେଶନରୁ…

ନୂଆଦିଲ୍ଲୀ:ସଂସଦର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର ଉଭୟ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ବିରେଧୀ ଦଳ ସାଂସଦମାନେ ହୋହଲ୍ଲା-ନାରାବାଜି ଦେବାରୁ ଗୃହକାର୍ଯ୍ୟ ବ୍ୟାହତ ହୋଇଥିଲା । ସଂସଦର ସୁରକ୍ଷା ଭଙ୍ଗ ମାମଲାରେ ଗୃହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୃହରେ ବକ୍ତବ୍ୟ ରଖିବା ଦାବି…

ମାଫିଆ ମୁଖତାରର ଭାଇ ଅଫଜଲ ଅନ୍ସାରୀଙ୍କୁ ସୁପ୍ରିମ କୋର୍ଟ ଆଶ୍ୱସ୍ତି:କାଏମ ରହିଲା ଏମପି ସଦସ୍ୟ ପଦ

ନୂଆଦିଲ୍ଲୀ: ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଅଫଜଲ ଅନସାରୀଙ୍କ ସଦସ୍ୟତାକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଗ୍ୟାଙ୍ଗଷ୍ଟର ଆକ୍ଟ ଅନୁସାରେ ଅଫଜଲ ଅନସାରୀଙ୍କ ବିରୋଧରେ ଆସିଥିବା ଆରୋପ ଉପରେ ମଧ୍ୟବର୍ତ୍ତୀକାଳୀନ ରୋକ ଲାଗଇଛନ୍ତି ସୁପ୍ରିମକୋର୍ଟ । ଏହି…

ଗୃହରେ ହଙ୍ଗାମା କରୁଥିଲେ, ପୁରା ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନ ସୁରକ୍ଷା ବ୍ୟବସ୍ଥାରେ ଦେଖା ଦେଇଥିବା ତ୍ରୁଟିକୁ ନେଇ  ଲୋକସଭା ଏବଂ ରାଜ୍ୟସଭାରେ  ଜୋରଦାର ହଙ୍ଗାମା ହୋଇଛି । ଉଭୟ ଗୃହରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିରୋଧୀ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଏହି ସମୟରେ ଟିଏମସି ସାଂସଦ ଡେରେକ ଓ ବ୍ରାୟନ…