Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଲଦାଖରେ ୧୩ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଗ୍ରୀନ୍ ଏନର୍ଜି କରିଡର (ଜିଇସି) ଦ୍ୱିତୀୟ ପର୍ଯ୍ୟାୟ-ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ (ଆଇଏସଟି)…

ରାହୁଲ ଜଣେ ‘ନିର୍ବାଚନ ଗାନ୍ଧୀ’: କେ.କବିତା

ହାଇଦ୍ରାବାଦ: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାରତ ରାଷ୍ଟ୍ର ସମିତି (BRS) ନେତ୍ରୀ କେ. କବିତା । ବୁଧବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ନେତା ରାହୁଲ ଗାନ୍ଧୀଙ୍କୁ 'ନିର୍ବାଚନ ଗାନ୍ଧୀ' ବୋଲି କହି ସେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.…

ରାଜସ୍ଥାନରେ ଦଳୀୟ ନେତାଙ୍କ ଚକ୍ରବ୍ୟୁହରେ ଫସିଛି ବିଜେପି, ଆଗପଛ ହେଉଛି କଂଗ୍ରେସ !

ଭୁବନେଶ୍ୱର: ରାଜସ୍ଥାନ ନିର୍ବାଚନ ପାଇଁ କଂଗ୍ରେସ ଓ ବିଜେପିର ଟିକେଟ ଅଙ୍କ ଛିଡୁନି। ପ୍ରଥମ ପର୍ଯ୍ୟାୟରେ ୪୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ବିଦ୍ରୋହର ସମ୍ମୁଖୀନ ହେଉଥିବା ବିଜେପି ଏବେ ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା ପାଇଁ ଲଗାତର ବୈଠକ ଜାରି ରଖିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ବିଜେପି କହିଲା ପରିବାରବାଦର ମାନେ ଜାଣିନାହାନ୍ତି ରାହୁଲ !

ଭୁବନେଶ୍ୱର: ଦେଶରେ ପରିବାରବାଦ ରାଜନୀତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପରିବାରବାଦ ପ୍ରସଙ୍ଗକୁ ନେଇ ବିଜେପି ଲଗାତର କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଆଟାକ କରୁଥିବା ବେଳେ ରାହୁଲ ଗାନ୍ଧୀ ଅମିତ…

ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟାଙ୍କ ହତ୍ୟା ଘଟଣାରେ ଆସିଲା ରାୟ, ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ଘଟଣାରେ ଆସିଲା ରାୟ। ହତ୍ୟା ଘଟଣାକୁ ୧୫ ବର୍ଷ ବିତିଯାଇଛି। ହେଲେ ଆଜି ଦିଲ୍ଲୀର ସାକେତ କୋର୍ଟ ରାୟ ପ୍ରକାଶ କରିଛନ୍ତି। ସୌମ୍ୟାଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଗିରଫ ୫ ଜଣଙ୍କୁ କୋର୍ଟ ଦୋଷୀ…

ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର, ଚିନ୍ତାରେ ସାଧାରଣ ଜନତା

ଭୁବନେଶ୍ବର: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଭିତରେ ବଢୁଛି ତେଲ ଦର । ଆଗକୁ ଅଶୋଧିତ ତୈଳ ଦର ଆହୁରି ବଢିବା ନେଇ ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୧.୬୮ ଡଲାର ରହିଛି । ଯାହା ଏବେ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର ବିଷୟ ପାଲଟିଛି।…

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୧୨ ପ୍ରାର୍ଥୀଙ୍କ ତାଲିକା

ଆଇଜଲ: ପାଖେଇ ଆସୁଛି ନିର୍ବାଚନ ତାରିଖ। ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେପି ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାର କିଛି ସମୟ ପରେ ଦଳ ଛଅଟି ଆସନ ପାଇଁ ଦ୍ୱିତୀୟ ତାଲିକା ମଧ୍ୟ ପ୍ରକାଶ କରିଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ରେ…

କେନ୍ଦ୍ର ସରକାରଙ୍କ ପୂଜା ଭେଟି, ୪ ପ୍ରତିଶତ ବୃଦ୍ଧି ହେଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ପାର୍ବଣରେ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମୋଦି ସରକାର ବଡ଼ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀ ଏବଂ…

ଲହୁଲୁହାଣ ଡାକ୍ତରଖାନାର ଛାତିଥରା ଦୃଶ୍ୟ: ମା’ କୋଳରେ ହସୁଛି ଶିଶୁ-ମା’ ଗଣୁଛି ହସର ଆୟୁଷ

ନୂଆଦିଲ୍ଲୀ: ଯୁଦ୍ଧ ସବୁବେଳେ ବେପରୁଆ । କିଛି ବୁଝେନା । କିଏ ମଲା, କିଏ ରହିଲା..କିଏ ହସିଲା ବା କିଏ କାନ୍ଦିଲା…ଏସବୁ କାହିଁକି ଯୁଦ୍ଧ ଜାଣିବ ? ଯୁଦ୍ଧ ଜାଣେ ହାରିବା..ଜିତିବା..ମାରିବା…ଧ୍ୱଂସ କରିବା । ହେଲେ ଯୁଦ୍ଧର ବିଭୀଷିକା ଭିତରେ କେତେ ମା’ର ଲୁହ.. କେତେ ବାପାଙ୍କ ଅସହାୟତା …କେତେ…