Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଦାନୀଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି । ବିଜୁଳି ଦର ବୃଦ୍ଧି ପାଇଁ ସେ ଅଦାନୀ ଗ୍ରୁପକୁ ଦାୟୀ କରିଛନ୍ତି । ସେତିକି ନୁହେଁ, କେନ୍ଦ୍ରର ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ…

ବାପା ହେବ ତ ଏମିତି, ହଇରାଣ କଲେ ବୋଲି ବ୍ୟାଣ୍ଡ ପାର୍ଟି ନେଇ ଝିଅକୁ ଫେରାଇ ଆଣିଲେ

ରାଂଚୀ: ଏଠାକାର ଏକ ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କାରଣ ସାଜିଛି । ଜଣେ ବାପା ଶ୍ୱଶୁର ଘରେ ଝିଅର ନିର୍ଯ୍ୟାତନା ଶୁଣି ଅତିଷ୍ଠ ହୋଇପଡିଲେ । ଶେଷରେ ଝିଅ ସହ ପରାମର୍ଶ କରି ସେ ବ୍ୟାଣ୍ଡ ପାର୍ଟି ନେଇ ତାଙ୍କୁ ସସମ୍ମାନେ ଘରକୁ ଫେରାଇ ଆଣିଲେ । ୧୫ ଅକ୍ଟୋବରର ଏହି ଘଟଣାକୁ ସେ ତାଙ୍କ…

ବାଇଡେନଙ୍କ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ ହୋଇଥିବା…

ଗାଜାରେ ଭୟଙ୍କର ଖାଦ୍ୟ ସଙ୍କଟ, ହାତରେ ଆଉ ୫ ଦିନର ସମୟ

ତେଲ ଅବୀବ: ଇସ୍ରାଏଲରେ ନର ସଂହାର ଘଟାଇବା ଧିରେ ଧିରେ ହମାସ ପାଇଁ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛି । ଗାଜାକୁ ଇସ୍ରାଏଲ ଚାରି ପଟୁ ଘେରି ରହିବା ଫଳରେ ଏବେ ଏଠାରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ରିପୋର୍ଟ ମୁତାବକ ଗାଜାରେ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ୪ରୁ୫ ଦିନ ଖାଦ୍ୟ ସାମଗ୍ରୀ ରହିଛି ।…

ଟିଏମସି ସାଂସଦ ମହୁଆଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ, ଏଥିକ୍ସ କମିଟିକୁ ଗଲା ମାମଲା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେଇଥିବା ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗକୁ ଲୋକସଭାର ଏଥିକ୍ସ କମିଟିକୁ ପଠାଯାଇଛି। ଦୁବେ ଏ ନେଇ ଲୋକସଭା ବାଚସ୍ପତି ଓମ…

କୋର୍ଟଙ୍କ ରାୟ ପରେ କଂଗ୍ରେସ କହିଲା, ସମଲିଙ୍ଗୀ ବିବାହ ସମାନତା ଓ ନ୍ୟାୟର ବିଷୟ

ନୂଆଦିଲ୍ଲୀ: କଂଗ୍ରେସ ଦଳ ମଙ୍ଗଳବାର କହିଛି ଯେ, ସମଲିଙ୍ଗୀ ବିବାହକୁ ସମର୍ଥନ କରୁଛି ଏବଂ ନ୍ୟାୟିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଭେଦଭାବମୁକ୍ତ ପ୍ରକ୍ରିୟାରେ ବିଶ୍ୱାସ କରେ। ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଏହା ସଂସଦ ଉପରେ…

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୧୩ ମୃତ

ଚେନ୍ନାଇ: ତାମିଲନାଡୁ ଶିବକାଶୀର ୨ଟି ସ୍ଥାନରେ ବିସ୍ଫୋରଣ । ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ଏଥିରେ ୧୩ ଜଣଙ୍କର ପ୍ରାଣହାନୀ ଘଟିଥିବା ସୂଚନା ମିଳିଛି । ଏହି ସମସ୍ତ ମୃତକ ଉକ୍ତ ବାଣଗୋଦାମରେ କାମ କରୁଥିବା ଜଣାପଡିଛି । ଘଣାଟାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ମହାରାଷ୍ଟ୍ର ବାଚସ୍ପତି ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିପାରିବେନି କହି ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିବସେନାର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଦାଖଲ କରିଥିବା ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ଏକ ସମୟ ସୀମା ଦେବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ଚୂଡ଼ାନ୍ତ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି ଅକ୍ଟୋବର ୩୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।…

ଏମପିରେ କଂଗ୍ରେସକୁ ଜିତାଇଦେବ ଲୋଭନୀୟ ‘ବଚନପତ୍ର’!

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ନିଜର ବହୁ ପ୍ରତୀକ୍ଷିତ ଇସ୍ତାହାର ଜାରି କରିଛି। ବଚନ ପତ୍ର ନାଁ ରେ କଂଗ୍ରେସ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଇସ୍ତାହାର ଜାରି କରାଯାଇଛି। ଭୋପାଳରେ ପିସିସି ସଭାପତି କମଳନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ…

ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦୀ ସରକାର ସେନାକୁ ବ୍ୟବହାର କରୁଛି: ଖଡ଼ଗେ

ନୂଆଦିଲ୍ଲୀ: ସରକାରୀ ଯୋଜନାର ପ୍ରଚାର ପାଇଁ ସାରା ଦେଶରେ ସେଲ୍ଫି ପଏଣ୍ଟ ସ୍ଥାପନ କରିବାକୁ କହି ମୋଦୀ ସରକାର ସେନାକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବିଜେପି ସୈନିକଙ୍କ…