Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଗାମେଡି ହତ୍ୟାକାଣ୍ଡ ଅଭିଯୁକ୍ତ ଜଣେ ଆର୍ମି ଯବାନ: ବାହାଘର କାର୍ଡ ଦେବା ନାଁରେ ଘରେ ପଶି କରିଥିଲେ ହତ୍ୟା

ନୂଆଦିଲ୍ଲୀ: ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେବାର ଜାତୀୟ ଅଧ୍ୟକ୍ଷ ସୁଖଦେବ ସିଂହ ଗୋଗାମେଡି ହତ୍ୟାକାଣ୍ଡର  ଚେର ହରିଆନା ଯାଏ ବ୍ୟାପିଛି । ହରିଆନା ଜିଲ୍ଲା ମହେନ୍ଦ୍ରଗଡର ଶୁଟର ନୀତିନ ଫୌଜୀ ମହେନ୍ଦ୍ରଗଡର ଦୌଂଗଡର ଜାଟର ନିବାସୀ ଅଟନ୍ତି । ସବୁଠାରୁ ବଡ କଥା ହେଉଛି, ନୀତିନ ଜଣେ…

ନିଜ ଭୋଟ ଦେଇ ନ ଥିଲେ ପ୍ରାର୍ଥୀ: ଶେଷରେ ସେଇ ଗୋଟିଏ ଭୋଟ ପାଇଁ ହାରିଗଲେ

ନୂଆଦିଲ୍ଲୀ: ଗୋଟିଏ ଗୋଟିଏ ମିଶିଲେ ହିଁ ଅନେକର ସମାହାର ହୁଏ । ହେଲେ ଅନେକ ସମୟରେ ଆମେ ଏହି ଗୋଟିକର ମୂଲ୍ୟ ବୁଝିପାରି ନ ଥାଉ । ହେଲେ ଯିଏ ଗୋଟିଏ ନମ୍ବର ପାଇଁ ଫେଲ ହୋଇଯାଏ,  ଗୋଟିଏ ଭୋଟ ପାଇଁ ହାରିଯାଏ ସେ ହିଁ ଅନୁଭବ କରିପାରେ ଗୋଟିକର ମୂଲ୍ୟ । ନିର୍ବଚନ କ୍ଷେତ୍ରରେ ଦେଖା…

ଫୋବର୍ସ ୧୦୦ ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ: ଫୋବର୍ସ ପକ୍ଷରୁ ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ଜାରୀ କରାଯାଇଛି । ଏହି ତାଲିକାରେ ୪ଜଣ ଭାରତୀୟ ସ୍ଥାନ ପାଇଛନ୍ତି । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୩୨ତମ ସ୍ଥାନରେ ରହିଛନ୍ତି । ସେ ଗତବର୍ଷ ୩୬ତମ ସ୍ଥାନରେ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଚସିଏଲ…

ସାମ୍ବାଦିକଙ୍କ ପାଇଁ ସବୁଠାରୁ ଭୟଙ୍କର ସାବ୍ୟସ୍ତ ହୋଇଛି ହମାସ-ଇସ୍ରାଏଲ ଯୁଦ୍ଧ, ପ୍ରାଣ ହରାଇଲେଣି ୬୧ ଜଣ

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଇତି ମଧ୍ୟରେ ଇସ୍ରାଏଲ ସେନା ଅ୍ରାମଣରେ ଆକ୍ରମଣରେ ୬୩ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଲାଣି  । ସାମ୍ବାଦିକ ସୁରକ୍ଷା କମିଟି ପକ୍ଷରୁ ସୋମବାର ଏହି ସଦ୍ୟତମ ମୃତ୍ୟୁ ସଂଖ୍ୟା ଅପଡେଟ କରାଯାଇଛି । ଏହି…

୬ବର୍ଷ ବୟସରେ ବାବା ଖେତାନାଥଙ୍କୁ ବିକ୍ରି କରିଦେଇଥିଲେ ବାପା, ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେ ଅଛନ୍ତି ସେ,…

ନୂଆଦିଲ୍ଲୀ: ନା ଥିଲା ମନରେ କିଛି ଇଚ୍ଛା, ନା ଯିବାକୁ କୌଣସି ରାସ୍ତା । କୋମଳ ଶାନ୍ତ ମନରେ ଛୋଟ ବେଳୁ ଘରୁ ବାହାରି ସନ୍ୟାସି ହୋଇଯାଇଥିଲେ ସେ । ବୟସ ମାତ୍ର ୬ ବର୍ଷ । ଗଣ୍ଠିଲିରେ କିଛି ଲଡୁ ଓ ହଳେ ମାତ୍ର ପୋଷାକ ନେଇ ଘରୁ ବାହାରିଯାଇଥିଲା ସେଇ ଛୋଟ ବାଳକଟି । ଆଉ ଆଜି ତାଙ୍କର ନାଁ…

ଦେଶର ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା

କୋଲକାତା: ଦେଶରେ ସବୁଠାରୁ ସୁରକ୍ଷିତ ସହର ହେଉଛି କୋଲକତା । ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ରେକର୍ଡ ଅନୁସାରେ ୨୦୨୩ରେ ଦେଶର ସବୁଠାରୁ ସୁରକ୍ଷିତ ସହର ଭାବେ କୋଲକାତାକୁ ମାନ୍ୟତା ମିଳିଛି । ଲଗାତାର ୩ୟ ଥର ପାଇଁ କୋଲକାତାକୁ ଦେଶର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଛି । ପ୍ରତି…

ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ଗିରଫ ହେଲେ ୩ ଯୁବକ

ନୂଆଦିଲ୍ଲୀ: ଟ୍ରେନରେ ମଦ୍ୟପାନ କରୁଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ମାତ୍ର ୧୨ ମିନିଟ୍‌ରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ନିକଟରେ ଜଣେ ମହିଳା ଯାତ୍ରୀଙ୍କ ଅଭିଯୋଗର ୧୨ ମିନିଟ ମଧ୍ୟରେ ୩ଜଣ ମଦ୍ୟପଙ୍କୁ ଟ୍ରେନରୁ ଗିରଫ…

ବାତ୍ୟା ମିଗ୍‌ଜୋମ୍‌ରେ ଫସିଲେ ଅମୀର ଖାନ୍‌

ମୁମ୍ବାଇ: ସ୍ଥଳ ଭାଗ ଛୁଇଁଛି ବାତ୍ୟା ମିଗ୍‌ଜୋମ । ଲ୍ୟାଣ୍ଡଫଲ କରିବା ପରେ ବାତ୍ୟା ମିଗ୍‌ଜମ ତାଣ୍ଡବ ରଚିଛି । ଚେନ୍ନାଇରେ ବାତ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହାରି ଭିତରେ ଫସି ଯାଇଛନ୍ତି ଅଭିନେତା ଅମୀର ଖାନ୍ । ଏନେଇ ସାଉଥ ସୁପରଷ୍ଟାର ବିଷ୍ଣୁ ବିଶାଲ ସୂଚନା ଦେଇଛନ୍ତି । ସେ…

ରାଜ୍ୟରେ କୃଷି ସମସ୍ୟା ନେଇ ଗର୍ଜିଲା ବିଜେପି; ଚାଷୀଙ୍କୁ ନ୍ୟାୟ ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର

ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ରରୁ ଚାଷୀଙ୍କ ପାଇଁ ଆସୁଛି ସହାୟତା । ହେଲେ ଚାଷୀଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଦିନକୁ ଦିନ ବଢିଚାଲିଛି କୃଷି ଓ କୃଷକ ସମସ୍ୟା । ଦେଶରେ ବିଜେପି ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇ ଗୁଣା କରିଥିବାବେଳେ ବିଜେଡି ର ଦୀର୍ଘ ୨୪…

ତେଲେଙ୍ଗାନା ବିଧାନସଭା ପାଇଲା ୧୫ ଡାକ୍ତର

ହାଇଦ୍ରାବାଦ: ଚଳିତ ତେଲେଙ୍ଗାନା ବିଧାନସଭାରେ ପନ୍ଦର ଜଣ ଡାକ୍ତର ବିଜୟୀ ହୋଇଛନ୍ତି। ସେମାନେ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରିବାଠାରୁ ଆରମ୍ଭ କରି ରାଜନୈତିକ କ୍ଷେତ୍ରରେ ନାଗରିକ ସମସ୍ୟା ପାଇଁ ଲଢ଼େଇ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ବିଜୟ ଗୁଡିକ ସାରା ରାଜ୍ୟରେ ଚର୍ଚ୍ଚାର…