Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମାନଚିତ୍ର ଦେଖାଇ ୟୁଏଇର ଉପ-ପ୍ରଧାନମନ୍ତ୍ରୀ କହିଲେ ‘ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ’

ନୂଆଦିଲ୍ଲୀ:ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ସ୍ୱୀକାର କରିଛି ପାକିସ୍ତାନର ପୂର୍ବତନ ସହଯୋଗୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ । ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରର ଏକ ଭିଡିଓ ସେୟାର କରିଛନ୍ତି…

ରାମଚରିତ ମାନସକୁ ପଟାସିୟମ ସାଇନାଇଡ କହିଲେ ବିହାର ଶିକ୍ଷାମନ୍ତ୍ରୀ: ବିଜେପି-ଜେଡିୟୁ ବର୍ଷିଲେ

ପାଟନା: ଧର୍ମ ପରେ ଏବେ ଧର୍ମଗ୍ରନ୍ଥ । ରାଜନୈତିକ ଦାଓପେଞ୍ଚ ଭିତରକୁ ଟଣା ହେଲା ଧର୍ମଗ୍ରନ୍ଥ । ପ୍ରଥମେ ତାମିଲାନଡୁ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ, ମେଲେରିଆ, କୋଭିଡ କହି ଏହାର ମୂଳୋତ୍ପାଟନ କରିବାକୁ ଖୋଲା ଚାଲେଞ୍ଜ ଦେଇଥିଲେ । ଏବେ ବିହାରର ଶିକ୍ଷାମନ୍ତ୍ରୀ ରାମଚରିତ ମାନସକୁ…

ପ୍ରଥମ ପର୍ଯ୍ୟାୟ “ମେରୀ ମାଟି ମେରା ଦେଶ” ଅଭିଯାନରେ ଯୋଗ ଦେଲେ ବିପୁଳ ସଂଖ୍ୟକ ଜନସାଧାରଣ

ନୂଆଦିଲ୍ଲୀ: ଅଗଷ୍ଟ ୯, ୨୦୨୩ରେ ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା “ମେରୀ ମାଟି ମେରା ଦେଶ” ନାମକ ଏକ ଦେଶବ୍ୟାପୀ ଅଭିଯାନ । ଏହି କାର୍ଯ୍ୟକ୍ରମରେ ଦେଶ ପାଇଁ ଜୀବନ ଦେଇଥିବା ‘ବୀର’ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୧୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହୋଇଥିବା ଏହି ଅଭିଯାନ…

ପ୍ରଥମଥର ପାଇଁ ୩ ମହିଳା ହେବେ ମନ୍ଦିର ପୂଜାରୀ, ସହକାରୀ ପୁରୋହିତ ଭାବେ ପାଇବେ ନିଯୁକ୍ତି

ଚେନ୍ନାଇ: ଦେଶର ପ୍ରଥମଥର ପାଇଁ ମହିଳାମାନେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ। ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରମ୍ୟା ଏବଂ ଏନ୍‌ ରଞ୍ଜିତା। ଏହି ତିନି ମହିଳା ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ…

ଆଜି ଇଞ୍ଜିନିୟର ଦିବସ! ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିବସ

ଭୁବନେଶ୍ଵର: ସେପ୍ଟେମ୍ବର ୧୫ ତାରିଖ ଭାରତବର୍ଷର ପ୍ରତ୍ୟେକ ଇଞ୍ଜିନିୟରଙ୍କ ପାଇଁ ଗୌରବ ଓ ପ୍ରେରଣାର ଦିବସ । ଶତାବ୍ଦୀ ପୁରୁଷ ଭାରତ ରତ୍ନ ଇଞ୍ଜିନିୟର ସାର ମୋକ୍ଷେଗୁଣ୍ଡମ ବିଶେଶ୍ୱରାୟ ୧୮୬୧ମସିହା ସେପ୍ଟେମ୍ବର ୧୫ ତାରିଖରେ ମହୀଶୂର (ଆଧୁନିକ କର୍ଣ୍ଣାଟକ) ରାଜ୍ୟର ମୁଖିନହାଲି ଗ୍ରାମରେ…

ବର୍ଷା ଯୋଗୁ ନଦୀରେ ଫସିଗଲା ବସ: ଥିଲେ ୫୩ ଯାତ୍ରୀ

ହରିଦ୍ୱାର: ସାରା ଦେଶରେ ଲାଗି ରହିଛି ବର୍ଷାବିତ୍ପାତ । ପାହାଡ ଉପରେ ଲଗାତାର ବର୍ଷା ଯୋଗୁ ନଦୀମାନଙ୍କର ଜଳସ୍ତର ବଢିା ନଦୀ ଭିତରେ ଫସିଗଲା ଏକ ବସ । ବସରେ ୫୩ ଜଣ ଯାତ୍ରୀ ଥିବା ଜଣାଯାଇଛି  । ହରିଦ୍ୱାର-ବିଜନୌର ବର୍ଡରରେ ଭାରତ-ନେପାଳ ମୈତ୍ରୀ ବସ ଫସି ଯାଇଛି । ଖବର ପାଇ ସ୍ଥାନୀୟ…

ବେଆଇନ ବନ୍ଧୁକ କାରବାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବାଇଡେନଙ୍କ ପୁଅ: ହୋଇପାରେ ୨୫ ବର୍ଷ ଜେଲ

ନ୍ୟୁୟର୍କ:ପୁଅକୁ ନେଇ ଫସିଯିବେ କି ରାଷ୍ଟ୍ରପତି ଜୋ ବାଇଡେନ ? ବଢିବାରେ ଲାଗିଛି ବାଇଡେନଙ୍କ ସମସ୍ୟା । ବାଇଡେନଙ୍କ ପୁଅ ହଣ୍ଟର ବାଇଡେନକୁ ନେଇ ଏବେ ଅଡ଼ୁଆରେ ପଡିଛନ୍ତି ବାଇଡେନ । ଜଣେ ଗନ ଡିଲରଙ୍କୁ ଧୋକା ଦେଇ ଗନ ବିକିବା ପାଇଁ ବାଧ୍ୟ କରିବା ଅପରାଧରେ ପୁଅ ହଣ୍ଟରଙ୍କ ବିରୋଧରେ ମାମଲା…

ଏହି ମନ୍ଦିରରେ ଭାଇ-ଭଉଣୀଙ୍କୁ ପ୍ରବେଶ ନିଷେଧ, ଜାଣନ୍ତୁ କାହିଁକି ?

ଦିଲ୍ଲୀ: ଭାରତରେ ରହିଛି ଅନେକ ଧାର୍ମିକ ସ୍ଥଳ  । ମାତ୍ର ଆପଣମାନେ କେବେ ଶୁଣିଛନ୍ତି କି ଏମିତି ବି ଏକ ମନ୍ଦିର ଅଛି , ଯେଉଁଠାକୁ ଭାଈ ଭଉଣୀ କେବେ ଏକାଠି ଯିବା ଉଚିତ୍ ନୁହେଁ  । ଏହି ମନ୍ଦିର ସହିତ ଜଡିତ କେତେକ ଧାର୍ମିକ ବିଶ୍ବାସ ଏବଂ କାହାଣୀ ରହିଛି  । ଆସନ୍ତୁ ଜାଣିବା । ଛତିଶଗଡରେ…

ଯବାନ ପୋଷାକରେ ଶେଷ ବିଦାୟ ଦେଲା କୁନିପୁଅ, କହିଲା ‘ବାପା..ତୁମ ବାହାଦୁରୀକୁ ସଲାମ…’

ନୂଆଦିଲ୍ଲୀ: ବୀର ଯବାନ ଅମର ରହେ…ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଥିଲା ଗଗନ ପବନ । ପରିବାର ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦରେ ଥରି ଯାଉଥିଲା ହୃଦୟ । ଏ ଭିଡ ଭିତରେ କୁନି ପୁଅ ଦେଖୁଥିଲା ବାପାଙ୍କୁ  । ଭାବୁଥିଲା ବାପା ତାର କେଡେ ସାହାସୀ । କୁନି କୁନି ହାତରେ ସେନା ପୋଷାକ ପିନ୍ଧି…

ଖୁବ୍ ଶୀଘ୍ର ହ୍ରାସ ହୋଇପାରେ ବାଇକ ଏବଂ ସ୍କୁଟରର ମୂଲ୍ୟ ! ସରକାରଙ୍କୁ ଫାଡାର ନିବେଦନ

ନୂଆଦିଲ୍ଲୀ: ଦୁଇ ଚକିଆ ଯାନରେ ଦ୍ରବ୍ୟ ଏବଂ ସେବା ଟିକସ ହାର ହ୍ରାସ କରିବାକୁ ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ ବା ଫାଡା ସରକାରଙ୍କୁ ନିବେଦନ କରିଛି । ଜିଏସଟି ହାରକୁ ୧୮ ପ୍ରତିଶତ ହ୍ରାସ କରିବାକୁ ଫାଡା ଦାବି କରିଛି  । କୋଭିଡ୍ ମହାମାରୀ ସମୟରେ ଅଟୋ ମୋବାଇଲ ସେକ୍ଟର…