Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରାକୃତିକ ବୁଲେଟ ପ୍ରୁଫ ପିନ୍ଧିଥିବା ଜୀବ

ନୂଆଦିଲ୍ଲୀ: ଏହି ବିଶ୍ୱ ରହସ୍ୟମୟ । ସ୍ରଷ୍ଟା ନିଜସ୍ୱ ଶୈଳୀରେ ସମସ୍ତ ଜୀବଙ୍କୁ ଏକ ସ୍ୱତନ୍ତ୍ର ଜୀବନ ଓ ପରିଚୟ ଦେଇଛନ୍ତି । ଆମେମାନେ ଅସ୍ତ୍ରଶସ୍ତ୍ର ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧୁଛେ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଜୀବ ଅଛି…

ହମାସ ଟନେଲରେ ସମୂଦ୍ର ପାଣି ଛାଡିବ ଇସ୍ରାଏଲ

ଗାଜା: ହମାସ ଆତଙ୍କବାଦୀଙ୍କୁ ଗାଜାର ଟନେଲ ମଧ୍ୟରୁ ବାହାର କରିବା ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ନୂତନ ରଣ କୌଶଳ ବ୍ୟବହାର କରିବାକୁ ଯାଉଛି । ରିପୋର୍ଟ ମୁତାବକ ଆଇଡିଏଫ ସମୂଦ୍ର ପାଣିକୁ ଟନେଲ ମଧ୍ୟରେ ଛାଡିବା ପାଇ ଯୋଜନା କରୁଛି । ଗାଜାର ଅଲ ଶାତୀ ଡାକ୍ତରଖାନା ତଳେ ଥିବା ଟନେଲ ନିକଟରେ…

ଲଗାଣ ବର୍ଷାରେ ବେହାଲ ଚେନ୍ନାଇ, ଗଲାଣି ୫ ଜୀବନ

ଚେନ୍ନାଇ: ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦଶରେ ଲଗାଣ ବର୍ଷା ଜାରି ରହିଛି । ତାମିଲନାଡୁର ଅନେକ ସହରରେ ମୂଷଳଧାରାରେ ବର୍ଷା ସହ ପବନ ମଧ୍ୟ ଜାରି ରହିଛି । ଚେନ୍ନାଇରେ ଲଗାଣବର୍ଷା କାରଣରୁ ରାସ୍ତାରେ ଡଙ୍ଗା ଚାଲୁଛି । ବାତ୍ୟା ଏବେ ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ…

୬ ଥର ବିଧାୟକ ହୋଇଥିବା କଂଗ୍ରେସ ମନ୍ତ୍ରୀଙ୍କୁ ହରାଇ ଦେଲେ ଶ୍ରମିକ ଈଶ୍ୱର ସାହୁ

ନୂଆଦିଲ୍ଲୀ: ଗତ ରବିବାର ୪ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଯାଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସାନ୍ତ୍ୱନା ମୂଳକ ଭାବେ ବିଜୟୀ ହୋଇଛି । ଏହି ନିର୍ବାଚନ ଫଳାଫଳ ଘୋଷଣା ପରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା…

କାର୍ଯ୍ୟକ୍ଷମ ହେଲା ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ଫ୍ୟୁଜନର ରିଆକ୍ଟର

ଟୋକିଓ: ଜାପାନର ନାକା ନର୍ଥରେ ବିଶ୍ୱର ସବୁଠାରୁ ବଡ ନ୍ୟୁକ୍ଲିୟର ରିଆକ୍ଟର କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସମସ୍ତ ପରମାଣୁ ଫିଜନରେ ଏହା ଚାଲିପାରିବ । ଏହି ନ୍ୟୁକ୍ଲିୟର ରିଆକ୍ଟରର ନାମ ଜେଟି-୬୦ଏସଏ ରଖାଯାଇଛି । ଅତ୍ୟାଧୂନିକ ସୁରକ୍ଷା ଶୈଳୀରେ ଏବଂ କାର୍ବନ ମୁକ୍ତ ଉର୍ଜା କିଭଳି ପ୍ରସ୍ତୁତ…

ତେଲେଙ୍ଗାନାରେ କଂଗ୍ରେସ ଶାସନ, ରେବନ୍ତ ରେଡ୍ଡୀ ହେବେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନରେ ବିପୁଳ ବିଜୟ ହାସଲ କରିଛି କଂଗ୍ରେସ। ବିଧାନସଭା ନିର୍ବାଚନ ଜନାଦେଶ ପ୍ରକାଶ ପାଇବାର ଗୋଟିଏ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଜାତୀୟ…

କଣ ପାଇଁ ଚିନ୍ତାରେ ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ

ପ୍ୟୋଙ୍ଗୟଙ୍ଗ: ଉତ୍ତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏବେ ବଡ ଚିନ୍ତାରେ ପଡିଛନ୍ତି । ଏହାର କାରଣ ହେଲା ଦେଶରେ ଶିଶୁ ଜନ୍ମ ହାରରେ ଦ୍ରୁତ ଅବନ୍ନତି । ମାଆମାନେ ମଧ୍ୟ ଶିଶୁ ଜନ୍ମ କରିବା ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଏଥିପାଇଁ କିମ ଦେଶର ସମସ୍ତ ମାଆମାନଙ୍କୁ…

ଜମ୍ମୁ-କାଶ୍ମୀରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଜମ୍ମୁ-କାଶ୍ମୀର: ବାରାମୁଲାରେ ଭୟାବହା ଅଗ୍ନିକାଣ୍ଡ। ବାରାମୁଲା କାନଲିବାଗ ବାବା ରେଶି ରୋଡରେ ଥିବା ୮ଟି ଘରେ ଲାଗିଛି ନିଆଁ। ଅଗ୍ନିକାଣ୍ଡରେ ଗୋଟିଏ ଆସବାବପତ୍ର ଫ୍ୟାକ୍ଟ୍ରି ଜଳି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଘର ପୋଡିଯିବା ସହ ଆସବାବପତ୍ର ଫ୍ୟାକ୍ଟ୍ରିରେ…

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ହାତ ପାର୍ଟି ହାରିବାକୁ ନେଇ ବର୍ଷିଲେ ମମତା, ଦେଲେ ୨୪ ମୁକାବିଲା ପାଇଁ ପରାମର୍ଶ

ନୂଆଦିଲ୍ଲୀ: କର୍ଣ୍ଣାଟକର ସଫଳତା ଦୋହରାଇପାରିଲାନି କଂଗ୍ରେସ। ତେଲେଙ୍ଗାନାରେ ବିଜୟୀ ହୋଇ ସାନ୍ତ୍ବନା ପାଇଥିବା ଏହି ଦଳ ଏବେ ବିରୋଧୀ ମେଣ୍ଟର ଅନ୍ୟ ସଦସ୍ୟ ଦଳ ଦ୍ବାରା ପ୍ରଶ୍ନବାଣର ସାମ୍ନା କରିଛି। ଆଉ ମେଣ୍ଟରେ କଂଗ୍ରେସ ଏକଚାଟିଆ ବ୍ୟବହାର ଦେଖାଉଥିବା ନେଇ ପରୋକ୍ଷରେ ଅନ୍ୟ ସଦସ୍ୟ…

ଇଣ୍ଡିଆ ମେଣ୍ଟରେ ବିଗୁଡୁଛି ସମୀକରଣ, କଂଗ୍ରେସ ଡାକିଥିବା ବୈଠକକୁ ଆସିବେନି ମମତା

ନୂଆଦିଲ୍ଲୀ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଥିଲା କଂଗ୍ରେସ। 6 ତାରିଖରେ ଏହି ବୈଠକ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ। କିନ୍ତୁ ଏବେ ଏହି ବୈଠକ ବାବଦରେ ଜାଣିନାହାନ୍ତି କହି ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି…