Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ବନେତା : ଖଦୀ ବସ୍ତ୍ର ଉପହାର ଦେଇ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ସକାଳ ୯ଟାରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଶ୍ୱ ନେତା । ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଜି-୨୦ର ନେତା…

ମରକ୍କୋ ପରେ ତିଦ୍ଦତରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ, କ୍ଷୟକ୍ଷତିର ନାହିଁ ସୂଚନା

ଦିଲ୍ଲୀ : ଦେଶରେ ପଡିଛି ପ୍ରକୃତିର କୋପ  । ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ଥମିନଥିବା ବେଳେ ପୁଣି ଆଜି ସକାଳେ ଜିଜାଙ୍ଗ ପ୍ରଦେଶର ତିଦ୍ଦତରେ ଭୂକମ୍ପ ଅନୁଭୂତ ହୋଇଛି  । ସକାଳ ୫ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି  । ଯାହାର ତୀବ୍ରତା ରିକ୍ଟର…

ମରକ୍କୋ ଭୂକମ୍ପ: ୨ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଧ୍ବଂସାବଶେଷ ତଳେ ଏବେବି ଫଶି ରହିଛନ୍ତି ଅନେକ

ଦିଲ୍ଲୀ: ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ବଢୁଛି ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି  । ଏବଂ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳୁଛି ।  ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି  ।…

ଜି-୨୦ ସମ୍ମିଳନୀର ଆଜି ଅନ୍ତିମ ଦିନ : ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ । ଆଜି ସକାଳ ୯ଟାରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ହେବ ତୃତୀୟ ବୈଠକ । ଆଜି ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ…

ଜି-୨୦ ମହାମଞ୍ଚରେ ଦିଲ୍ଲୀ ଘୋଷଣାପତ୍ରକୁ ମିଳିଲା ବିପୁଳ ସମର୍ଥନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଜି ୨୦ ସମ୍ମିଳନୀ । ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ବିଶ୍ୱ ମହାଶକ୍ତି । ଭାରତ ମଣ୍ଡପମରେ ଚାଲିଛି ମାନସ ମନ୍ଥନ । ସାରା ବିଶ୍ୱର ଆଖି ଭାରତ ଉପରେ । ଏହି ମହାମଞ୍ଚରେ ମିଳିଛି ଭାରତକୁ ବିପୁଳ ସମର୍ଥନ । ଜି ୨୦ ସମ୍ମିଳନୀରେ ଦିଲ୍ଲୀ…

ଆସନ୍ତୁ ଜାଣିବା ଦୁନିଆର ଦାମୀ ମୁଦ୍ରା ସମ୍ପର୍କରେ

ଲଣ୍ଡନ: ଇଷ୍ଟ ଇଣ୍ଡିଆ କମ୍ପାନୀ କୁଇନ ଏଲିଜାବେଥ ୨ଙ୍କ ପୂଣ୍ୟତିଥିରେ ଦି କ୍ରାଉନ କଏନ ନାମକ ଏକ ମୁଦ୍ରା ଜାରୀ କରିଛି । ଏହାକୁ ସବୁଠାରୁ ଦାମୀ ମୁଦ୍ରା ଭାବେ ବିବେଚନା କରାଯାଉଛି । ଏହାର ଆନୁମାନିକ ମୂଲ୍ୟ ୧୯୨ କୋଟି ଟଙ୍କା ହେବ । ୪ କିଲୋଗ୍ରାମ ସୁନାରେ ଏହାକୁ ନିର୍ମିତ କରାଯାଇଛି । ଏଥିରେ…

ବିଜେପିକୁ କେରଳ ଝଟକା, ମିଳିଲା ମାତ୍ର ୫ ପ୍ରତିଶତ ଭୋଟ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ କେରଳରେ ବଡ଼ ଝଟକା ଲାଗିଛି। ଭାରତର ପ୍ରମୁଖ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ବଡ଼ ପରାଜୟ ପରେ କୌଣସି ଦକ୍ଷିଣ ରାଜ୍ୟରେ ଦଳର ସ୍ଥିତି ଭଲ ନାହିଁ। କିନ୍ତୁ ଅନ୍ୟତମ ଦକ୍ଷିଣୀ ରାଜ୍ୟ ତେଲେଙ୍ଗାନାରେ ଦଳ ଭଲ ପ୍ରଦର୍ଶନ କରି କ୍ଷମତାକୁ…

ଏମପିରେ ମୋଦିଙ୍କ ଆଶୀର୍ବାଦ ସହ ରାହୁଲଙ୍କ ଆକ୍ରୋଶ ଲଢେଇ!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି। କ୍ଷମତା ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରେ ଏଠାରେ କଡା ଟକ୍କର ଦେଖିବାକୁ ମିଳିଛି। ଉଭୟ ଦଳ ଲୋଭନୀୟ ଯୋଜନା ଓ ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ନିଜର କରିବାକୁ ଉଦ୍ୟମ କରିଛନ୍ତି।…

ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଇଣ୍ଡିଆ ନୁହେଁ, ଭାରତ ନାଁରେ ପରିଚିତ ହେଲା ଦେଶ ।  ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଲେଖାଗଲା ଭାରତ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ…

ମରକ୍କୋ ଭୂକମ୍ପରେ ୬୩୨ ମୃତ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ସବୁ ପ୍ରକାର ସହାୟତା ଯୋଗାଇଦେବ…

ଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ମରୋକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଛି  । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ…