Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କର୍ଣ୍ଣାଟକରେ ହାତ ମିଳାଇଲେ ବିଜେପି-ଜେଡିଏସ: ୨୦୨୪ରେ ବଦଳିଯିବ ସମୀକରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳର ସମୀକରଣ ଆରମ୍ଭ ହୋଇଯାଇଛି । ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ଉଭୟ ମେଣ୍ଟ ଆସନ୍ତା ୨୦୨୪ ନିର୍ବାଚନକୁ କିପରି ନିଜ ସପକ୍ଷରେ ନେବେ ସେଥିପାଇଁ ଲାଗି ପଡିଛନ୍ତି । ତେବେ ବିଧାନସଭା ହାରିବା ପରେ ବିଜେପିର ଫୋକସ ଏବେ କର୍ଣ୍ଣାଟକ ଉପରେ ।…

ଜି-୨୦ ସମ୍ମିଳନୀ ଚମକ ଦେଖି ପାକିସ୍ଥାନ ଜଳୁଛି, ନିଜକୁ ଧିକ୍କାର କରୁଛି

ନୂଆଦିଲ୍ଲୀ: ଦୁଇଦିନ ପାଇଁ ଦିଲ୍ଲୀ ପାଲଟିଛି ବିଶ୍ୱର ପାୱାର ସେଣ୍ଟର । ଆମେରିକାରୁ ଆରମ୍ଭ କରି ଜର୍ମାନୀ, ପର୍ଯ୍ୟନ୍ତ ବିଶ୍ୱର ସବୁ ବଡ ବଡ ଦେଶର ନେତା ଏକାଠି ହୋଇଛନ୍ତି ଦିଲ୍ଲୀ ଦରବାରରେ । ବିଶ୍ୱର ଆଖି ଦୁଇଦିନ ପାଇଁ ଅଟକି ରହିବ  ଭାରତ ଉପରେ। ଭାରତର ଏପରି ବୈଶ୍ୱିକ ପ୍ରଭାବକୁ ହଜମ…

‘ଭାରତ ମଣ୍ଡପମ’ରେ ବିଶ୍ୱ ନେତାଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚମକୁଛି ଦିଲ୍ଲୀ ।   ଝଲସି ଯାଉଛି ବିଶ୍ୱବାସୀଙ୍କ ଆଖି । ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱର ବହୁ ବଡବଡ ନେତା ।  ସାଜସଜ୍ଜା ଯେମିତି ସୁରକ୍ଷା ବ୍ୟବସ୍ଥା ବି ସେମିତି । ଶନିବାର ଆରମ୍ଭ ହୋଇଛି ଜି ୨୦ ଶିଖର ସମ୍ମିଳନୀ । ବିଶ୍ୱର ୨୦ ଅର୍ଥ ବ୍ୟବସ୍ଥାର ବରିଷ୍ଠ ନେତା…

ଅକ୍ଷୟ କୁମାର @ 56 : ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରି ଭସ୍ମ ଆଳତୀରେ ହେଲେ ସାମିଲ

ମୁମ୍ବାଇ : ବଲିଉଡରେ ଖିଲାଡି କହିଲେ ତାଙ୍କୁ ସମସ୍ତେ ଜାଣନ୍ତି  । ହଁ ଆଜ୍ଞା ଆମେ କହୁଛୁ ଅକ୍ଷୟ କୁମାରଙ୍କ କଥା  । ଆଜି ସେ ତାଙ୍କ ୫୬ତମ ଜନ୍ମଦିନ ପାଳନ କରୁଛନ୍ତି  । ଏ ନେଇ ଆଜି ସକାଳୁ ସେ ମହାକାଳ ମନ୍ଦିରରେ ପହଞ୍ଚି ପ୍ରଭୂଙ୍କୁ ଦର୍ଶନ କରିଛନ୍ତି  । ଅକ୍ଷୟ ତାଙ୍କ ପରିବାର ସହ ଆସି…

ରାଷ୍ଟ୍ରପତିଙ୍କ ରାତ୍ରିଭୋଜନକୁ ବିରୋଧୀ ନେତାଙ୍କୁ ଡକାନଯିବା ନେଇ ଅସନ୍ତୋଷ ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ: ଆଜି ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ମଣ୍ଡପମରେ ଜି-20 ଅତିଥିଙ୍କୁ ରାତ୍ରିଭୋଜନ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ଏହି ନୈଶ୍ୟଭୋଜିକୁ ଆମନ୍ତ୍ରିତ ହୋଇନାହାନ୍ତି ରାଜ୍ୟସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…

ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ: ଶତାଧିକ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ

ନୂଆଦିଲ୍ଲୀ : ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ । ମରକ୍କୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଛି  । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ : ଏଥରର ଥିମ୍ ‘ବସୁଧୈବ କୁଟୁମ୍ବକମ୍’

ଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ  । ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ପ୍ରଗତି ମଇଦାନର ଆଇଟିପିଓ କନଭେନସନ୍ ସେଣ୍ଟର‌ ‘ଭାରତ ମଣ୍ଡପମ । ବିଶ୍ୱ ଦେଖିବ ଭାରତର ନେତୃତ୍ୱ । କାରଣ ଭାରତ ଅଧ୍ୟକ୍ଷତାରେ ୧୮ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବାକୁ…

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ହାଇଦ୍ରାବାଦ: ଟିଡିପି ସୁପ୍ରିମୋ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ସକାଳେ ଏକ ଦୁର୍ନୀତି ମାମଲାରେ ଗିରଫ କରିଛି। ୩୫୦ କୋଟି ଟଙ୍କାର ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସିଆଇଡି ନନ୍ଦୟଲାଲ ପୋଲିସ ସହାୟତାରେ ଗିରଫ କରି…

ମୋଦୀ-ବାଇଡେନ୍ ବୈଠକ ପରେ ଦୁଇ ଦେଶ ଜାରି କଲେ ମିଳିତ ବିବୃତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜୋଶେଫ ଆର. ବାଇଡେନଙ୍କ ମଧ୍ୟରେ ମଙ୍ଗଳବାର ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ସମ୍ପର୍କ ଓ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହାପରେ ଦୁଇ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି। ଜୁନ୍ 2023ରେ ପ୍ରଧାନମନ୍ତ୍ରୀ…

ସ୍ୱତନ୍ତ୍ର ଅଧିବେଶନ ବେଳେ ମିଳିତ ବୈଠକ ଡକାଯାଇ ପ୍ରଚଳିତ ସଂସଦ ଭବନକୁ ବିଦାୟ ଦିଆଯିବ?

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବେଳେ ସେପ୍ଟେମ୍ବର ୧୯ ତାରିଖରେ ଉଭୟ ଗୃହର ମିଳିତ ବୈଠକ ଡକାଯାଇ ପ୍ରଚଳିତ ସଂସଦ ଭବନକୁ ବିଦାୟ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏ ନେଇ ଯଥେଷ୍ଟ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଯଦିଓ ଏହି ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ…