Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜସ୍ଥାନରେ ଜେଜେପି ହେବ କିଙ୍ଗମେକର!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ସ୍ଥିତି ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳେ। ଏପରିକି ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ମଧ୍ୟ ରହି ଆସିଛି। ଏଥର କିନ୍ତୁ ରାଜସ୍ଥାନରେ ଗେହଲଟ ସରକାର…

ବର୍ଷା ବିତ୍ପାତ: ୟୁପିରେ ୧୯ ମୃତ, ଉତ୍ତରାଖଣ୍ଡରେ ଭୂସ୍ଖଳନ

ଡେରାଡୁନ: ଦେଶରେ ବର୍ଷା ବିତ୍ପାତ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହିତ ଦିଲ୍ଲୀ ଏନସିଆର କେତେକ ଇଲାକା ଜଳମଗ୍ନ ହୋଇଯାଇଛି । ୟୁପିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୦ ଗୃହପାଳିତ…

ଚୀନର ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ

ବେଜିଂ: ଚୀନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ ଅଛନ୍ତି । ଜାପାନରେ ଆମେରିକା ରାଷ୍ଟ୍ରଦୂତ ରେହମ ଇନାମୁଏଲ ଏ ସମ୍ପର୍କରେ ଟୁଇଟ କରିଛନ୍ତି । ସେ କହିଛନ୍ତି ୨ ସପ୍ତାହ ମଧ୍ୟରେ ବିଦେଶ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଓ ରକେଟ ଫୋର୍ସର ଜେନେରାଲ ନିଖୋଜ ରହିବା…

ମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଗିବା, ଗ୍ରାହକଙ୍କୁ ହତ୍ୟା କରି ଗିରଫ ହେଲେ ରେସ୍ତୋରାଁ କର୍ମଚାରୀ

ହାଇଦ୍ରାବାଦ: ମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଙ୍ଗିବା । ଦହି ତ ମିଳିଲାନି କିନ୍ତୁ ଚାଲିଗଲା ଜୀବନ । ରେସ୍ତୋରାଁରେ ଖାଇବା ସମୟରେ କର୍ମଚାରୀଙ୍କୁ ଦୁଇ ଥର ଦହି ମାଗିଥିଲେ ଗ୍ରାହକ । ସେହି କାରଣରୁ ଗ୍ରାହକଙ୍କୁ ପିଟି ପିଟି ମାରିଦେଲେ ରେସ୍ତୋରାଁ ମାଲିକ । ଏପରି ଘଟଣା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ଫତେହି

ନୂଆଦିଲ୍ଲୀ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତର ଆଫ୍ରିକା ଏବଂ ମୋରୋକୋରେ ଘଟିଥିବା ସବୁଠାରୁ ବଡ ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏଥିପାଇଁ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ତାଙ୍କୁ…

ଦିଲ୍ଲୀ ଦୀପାବଳିରେ ଏଥର ବି ଫୁଟିବନି ବାଣ : ଗଢିବା ଓ ବିକିବା ଉପରେ ଲାଗିବ କଟକଣା

ନୂଆଦିଲ୍ଳୀ: ଏଥର ବି ଦିୱାଲୀରେ ଦିଲ୍ଲୀରେ ଫୁଟିବନି ବାଣ । କଟକଣା ଲଗାଇଲେ ଆପ ସରକାର । ଦିଲ୍ଲୀ ଆମ ଆଦମୀ ପାର୍ଟି ସରକାର ପୁଣି ଥରେ ଦିୱାଲି ପର୍ବ ଉପରେ କଟକଣା ଲଗାଇଛନ୍ତି । ଦୀୱାଲିରେ ବାଣ ଫୁଟିବା ଉପରେ କଟକଣା ଜାରି କରାଯିବ ବୋଲି କହିଛନ୍ତି । ତେବେ ଏଥର ଖାଲି ବାଣ ଫୁଟିବା ଉପରେ…

ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ସମୟରେ ଦୋହରାଇବ କି ଗୋଧ୍ରା ଭଳି କାଣ୍ଡ ? ଉଦ୍ଧବ ଠାକରେଙ୍କ ଆଶଙ୍କା

ମୁମ୍ବାଇ: ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଉଦଘାଟନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନୀ ସମାରୋହକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ…

ନୀତିଶ ଭାରି ଚତୁର, ତାଙ୍କର ରାଜନୀତି କରିବାର ନିଜସ୍ୱ ରଣନୀତି ଅଛି: ପ୍ରଶାନ୍ତ କିଶୋର

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରରେ ଜନସୁରାଜ ଯାତ୍ରା କରୁଛନ୍ତି। ସେ ଗାଁ ଗାଁ ବୁଲି ଲୋକଙ୍କୁ ଭେଟୁଛନ୍ତି। ଅନୁମାନ କରାଯାଉଛି ଯେ ସେ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନିଜ ଦଳ ଆରମ୍ଭ କରିବେ ଏବଂ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପଟେ…

ସନାତନ ଧର୍ମ ପରେ ବିଜେପିକୁ ଟାର୍ଗେଟ କଲେ ଉଦୟନିଧି: ଦଳକୁ କହିଲେ ‘ବିଷଧର ସାପ’

ନୂଆଦିଲ୍ଲୀ:ତାମିଲନାଡୁ କ୍ରୀଡା ମନ୍ତ୍ରୀ ତଥା ଏଡିଏମକେ ନେତା ଉଦୟନିଧି ଷ୍ଟାଲିନ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ସନାତନ ଧର୍ମ ପରେ ଏବେ ବିଜେପିକୁ କରିଛନ୍ତି ଟାର୍ଗେଟ କଲେ ଉଦୟନିଧି । ବିଜେପିକୁ  ବିଷଧର ସାପ ସହ ତୁଳନା କରି ଉଦୟନାଥ କହିଛନ୍ତି, ଦଳକୁ ତାମିଲନାଡୁରୁ ବାହାର କରିବା…

ଆଜି ବେଙ୍ଗାଲୁର ବନ୍ଦ: ସ୍କୁଲ ଛୁଟି , ଯାତାୟତ ବାଧାପ୍ରାପ୍ତ

ବେଙ୍ଗାଲୁର: ବେଙ୍ଗୁଲୁରରେ ବନ୍ଦ ଡାକରା  । କର୍ଣ୍ଣାଟକ ଷ୍ଟେଟ୍‌ ଫେଡେରେସନ୍ ଅଫ୍ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ପ୍ରଭାବରେ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଜି ଗଡିବନି ସହରର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ୭ ଲକ୍ଷ…