Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଗ୍ରା ପାତାଲକୋଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରେ ବୁଧବାର ଏକ ବଡ ଅଘଟଣ ଘଟିଛି । ଆଗ୍ରା ଝାନ୍ସୀ ରେଲୱେ ଟ୍ରାକ ସ୍ଥିତ ଭାଣ୍ଡଇ ରେଳ ଷ୍ଟେସନ ନିକଟରେ ପାତାଲକୋଟ ଏକ୍ସପ୍ରେସରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏହାର ୨ଟି ବଗି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଥିବା…

ସମୁଦ୍ର ପଥ ଦେଇ ଇସ୍ରାଏଲରେ ପ୍ରବେଶ ବେଳେ ୨ ହମାସ ଆତଙ୍କବାଦୀ ନିହତ

ତେଲ ଅଭୀବ: ହମାସ ଓ ଇସ୍ରାଏଲ ମଧ୍ୟରେ ଥମିବାର ନାଁ ଧରୁନି ଯୁଦ୍ଧ । ଇସ୍ରାଏଲ ଆକ୍ରମଣରେ ସମ୍ପୁର୍ଣ୍ଣ ଧ୍ୱଂସ ହୋଇଥିଲେ ହେଁ ହାମାସ ଆତଙ୍କବାଦୀଙ୍କ ମନୋବଳ ଏପର୍ଯ୍ୟନ୍ତ ହ୍ରାସ ପାଇନାହିଁ । ଏହି ସମୟରେ ହାମାସ ଆତଙ୍କବାଦୀମାନେ ସମୁଦ୍ର ଦେଇ ଇସ୍ରାଏଲରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର…

ତାମିଲନାଡୁ ରାଜଭବନ ମୁଖ୍ୟ ଫାଟକ ସାମ୍ନାରେ ପେଟ୍ରୋଲ ବୋମାମାଡ, ଅଭିଯୁକ୍ତ ଗିରଫ

ଚେନ୍ନାଇ: ବୁଧବାର ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ରାଜ୍ୟପାଳ ଆର.ଏନ୍ ରବିଙ୍କ ବାସଭବନର ମୁଖ୍ୟ ଫାଟକ ନିକଟରେ ପେଟ୍ରୋଲ ବୋମା ଫିଙ୍ଗିଦେଇଥିବା ଘଟଣା ସାମ୍ନାକୁ ଆସିଛି । ରାଜ ଭବନରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଅଭିଯୁକ୍ତ…

ରାହୁଲଙ୍କ ଅପେକ୍ଷା ଅଧିକ ପସନ୍ଦ ପ୍ରିୟଙ୍କା ଗାନ୍ଧୀ !

ଭୁବନେଶ୍ୱର: ରାଜସ୍ଥାନରେ ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧିକ ଆଗକୁ ଆଣୁଛି କଂଗ୍ରେସ। ଯାହାକୁ ନେଇ ଭିନ୍ନ ଭିନ୍ନ ରାଜନୈତିକ ଆକଳନ କରାଯାଉଛି। ରାଜସ୍ଥାନରେ ହେଭିୱେଟ ଫାଇଟ ହେଉଥିବା ବେଳେ ସରକାରକୁ ରିପିଟ କରିବା ପାଇଁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି। ଏଭଳି ସ୍ଥିତିରେ…

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି:ସାର ଉପରେ ଜାରି ରହିବ ସବସିଡି, ବଢିବନି ୟୁରିଆ ଦର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ…

NCERT ବହିରେ ଐତିହାସିକ ପରିବର୍ତ୍ତନ, ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ…

ନୂଆଦିଲ୍ଲୀ: NCERT ବହିରେ ଐତିହାସିକ ପରିବର୍ତ୍ତନ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ଏନସିଇଆରଟି ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ କରାଯାଇଥିବା ବେଳେ ବହିରେ 'ଭାରତ' କରିବାକୁ ଏନସିଇଆରଟି ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି…

‘ବିରୋଧୀ ଦଳ ‘ଇଣ୍ଡିଆ’ରେ ସାମିଲ ହେବନି ବିଏସପି’

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଆଉ ମାତ୍ର ୬ ମାସ ବାକି ଅଛି । ଏହାକୁ ଦୃଷ୍ଟିରେ ରଖି ବିରୋଧୀ ଦଳ 'ଇଣ୍ଡିଆ' ଏବଂ କେନ୍ଦ୍ରରେ ସରକାର ଚଳାଉଥିବା ଏନଡିଏ ନିଜ ନିଜ ରାଜନୈତିକ ଗୋଷ୍ଠୀକୁ ମଜବୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କିନ୍ତୁ, ଏସବୁ…

‘ମୁଁ ଲେଖି ଦେଉଛି, ମୋଦି ସରକାର ଆଉ ଆସିବେ ନାହିଁ ’- ରାହୁଲଙ୍କ କହିଲେ ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜମ୍ମୁ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟାପାଲ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ୨୮ ମିନିଟର ଏହି ଆଲୋଚନାରେ ରାହୁଲ ଗାନ୍ଧୀ ସତ୍ୟାପାଲ ମଲ୍ଲିକଙ୍କ ସହ ପୁଲବାମା, ଚାଷୀ ଆନ୍ଦୋଳନ, ଏମଏସପି, ଜାତିଗତ ଜନଗଣନା, ମଣିପୁର ହିଂସା ଆଦି ବିଭିନ୍ନ…

ଧନୀ ଦେଶର ନାଗରିକତ୍ୱ ନେବାରେ ଶୀର୍ଷରେ ଭାରତୀୟ, ଏହି ଦେଶ ହେଉଛି ପ୍ରଥମ ପସନ୍ଦ….

ନୂଆଦିଲ୍ଲୀ: ବିଦେଶୀ ନାଗରିକତା ପାଇବାରେ ସବୁଠୁ ଆଗରେ ଅଛନ୍ତି ଭାରତୀୟ । ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଚାଲୁଥାଇପାରେ ସତ, କିନ୍ତୁ ଯେତେବେଳେ ଦେଶାନ୍ତର କଥା ଆସେ ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ହୋଇଥାଏ । ଅର୍ଗାନାଇଜେସନ ଫର୍ ଇକୋନୋମିକ କୋଅପରେସନ ଆଣ୍ଡ…

ବାଂଲା ଉପକୂଳ ଅତିକ୍ରମ କଲା ‘ହାମୁନ୍’: ଘଣ୍ଟାପ୍ରତି ପବନର ବେଗ ଥିଲା ୭୫ରୁ ୮୫ କିମି

ଭୁବନେଶ୍ୱର:ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଛି ବାତ୍ୟା ହାମୁନ । ମଙ୍ଗଳବାର ରାତି ସାଢେ ଗୋଟାଏରୁ ସାଢେ ୨ଟା ମଧ୍ୟରେ ଏହା ବାଂଲାଦେଶ ଦେଇ ଅତିକ୍ରମ କରିଛି ।  ଭୁବନେଶ୍ୱର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ଚିଟ୍ଟାଗଙ୍ଗଠାରୁ ୪୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହୋଇଥିଲା।…