Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀର ଲାଲ କିଲ୍ଲା ମୈଦାନରେ ରାବଣ ଦହନ କରିବେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ 'ତେଜସ୍'ର ରିଲିଜ ଅପେକ୍ଷାରେ ଅଛନ୍ତି । ବାୟୁସେନା ପାଇଲଟ ତେଜସ୍ ଗିଲଙ୍କ ଜୀବନର କାହଣୀ ଉପରେ ଆଧାରିତ ହୋଇଛି ଏହି ଫିଲ୍ମ । ଯାହାକୁ ନେଇ ବର୍ତ୍ତମାନ ସେ ଫିଲ୍ମର ପ୍ରମୋଶନରେ ବହୁତ ବ୍ୟସ୍ତ ଥିବାବେଳେ, ଆସନ୍ତା ମଙ୍ଗଳବାର…

ମୁମ୍ବାଇ ଲୋକାଲ ଟ୍ରେନର ମହିଳା କୋଚରେ ଯୁବକଙ୍କ ଡ୍ରଗ୍ସ ସେବନ, ଭିଡିଓ ଭାଇରାଲ

ମୁମ୍ବାଇ: ପ୍ରାୟ ସବୁ ସମୟରେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି ମୁମ୍ବାଇ ଓ ଦିଲ୍ଲୀର ଲୋକାଲ ଟ୍ରେନ । କେଉଁଠି ଟ୍ରେନ ଭିତରେ କିଏ ଗୋଧୋଇଲାଣି ତ ଆଉ କିଏ ଡ୍ୟାନ୍ସ କଲାଣି । ପୁଣି ଆଉ କେଉଁଠି ପ୍ରେମୀଯୁଗଳ ମାନେ ତାଙ୍କ ରୋମାନ୍ସ ଆରମ୍ଭ କରିଦେଲେଣି । ପୁଣି କିଏ ନିଜକୁ ଫେମସ…

ତେଲେଙ୍ଗାନାରେ ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା, ୩ ସାଂସଦଙ୍କୁ ମିଳିଲା ଟିକେଟ

ହାଇଦ୍ରାବାଦ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ଦଳ ଏବେ ନିର୍ବାଚନୀ ପ୍ରସ୍ତୁତ ଚଳାଇଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ୫୨ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ରାଜ୍ୟର ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କୁ…

ବାର୍‌ରେ ମଦ୍ୟପାନ କରିବା ହେବ ମହଙ୍ଗା, ମଦ ଉପରେ ଭାଟ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି

ମୁମ୍ବାଇ: ବାରରେ ମଦ୍ୟପାନ କରିବା ହେବ ମହଙ୍ଗା। କାରଣ ୧ ନଭେମ୍ବରଠାରୁ ମହାରାଷ୍ଟ୍ରରେ ବାର, ଲାଉଞ୍ଜ ଏବଂ କାଫେରେ ଦିଆଯାଉଥିବା ମଦ ମୂଲ୍ୟ ବୃଦ୍ଧି ପାଇବ। ଏସି ବାର୍, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ…

ମହାଦେବ ବେଟିଂ ଆପ ସ୍କାମ: ୧୯୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ତାଲିକାରେ ୧୪ ଅଭିଯୁକ୍ତ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିସାରିଛି। ଅନୁସନ୍ଧାନକାରୀ ସଂସ୍ଥା ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ…

ଭୟଙ୍କର ହେଉଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ: ପୁଣି ଗାଜାରେ ଏୟାରଷ୍ଟ୍ରାଇକ୍, ପାଲେଷ୍ଟାଇନକୁ ମାନବିକ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ଘନେଇବାରେ ଲାଗିଛି ଇସ୍ରାଏଲ ଏବଂ ହମାସ ଯୁଦ୍ଧ । ଏହାରିଭିତରେ ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି । ହମାସର ଅଲ-ଅଂସାର ମସଜିଦ ଉପରେ ବୋମା ପକାଇଛି ଇସ୍ରାଏଲ । ତେବେ ଏନେଇ ଇସ୍ରାଏଲ ନିଜର ପକ୍ଷ ରଖି କହିଛି ଯେ, ହମାସ ଯୋଦ୍ଧାମାନେ ଏହି…

ଜୀବନ ନେଉଛି ଗରବା, ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଆରମ୍ଭ ହୋଇଛି ମା’ଙ୍କ ପାର୍ବଣ । ସାରା ଦେଶରେ ଏବେ ଉତ୍ସବର ମାହୋଲ । ଆଉ ଏହାରି ଭିତରେ ବିଭିନ୍ନ ସ୍ଥାନରେ ଚାଲିଛି ଦାଣ୍ଡିଆ ନାଚ । ଲୋକମାନେ ନବରାତ୍ରୀ ପାଳନ କରିବା ସଙ୍ଗେ ସଙ୍ଗେ ଗରବା ଖେଳି ଆନନ୍ଦ ଉପବୋଗ କରୁଛନ୍ତି । କିନ୍ତୁ ଗରବା ନାଚିବା କିଛି ଲୋକଙ୍କୁ ମହଙ୍ଗା ପଡିଛି ।…

ପୁନେରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ପୁନେ: ପୁଣି ଦୁର୍ଘଟଣାଗ୍ରସ୍ଥ ହେଲା ଟ୍ରେନିଂ ଏୟାରକ୍ରାଫ୍ଟ । ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ପୁଣି ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଆଜି ସକାଳ ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାରେ ୨ଜଣ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି । ଏନେଇ ପୁନେ…

ନେପାଳରେ ୬.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟକା: କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ନେପାଳରେ ଭୂକମ୍ପ ଝଟକା  । ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି  । ଭୂକମ୍ପ…

ବିପଜ୍ଜନକ ସ୍ତରରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ଲାଗୁ ହେଲା ଜିଆରଏପି- ୨

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୮ ଏକ୍ୟୁଆଇ (AQI) ରହିଛି । ଯାହା 'ଅତି ଖରାପ' ଶ୍ରେଣିରେ ରହିଛି । କୁହାଯାଉଛି ଯେ, ଅକ୍ଟୋବର ୨୩ ଏବଂ ୨୪ରେ, ଏହା ଖରାପରୁ…