Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏନଡିଏ ବନାମ ଇଣ୍ଡିଆ: ଶୁକ୍ରବାର ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ ଆସିବ

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଶୁକ୍ରବାର ଭୋଟ୍ ଗଣତି ହେବ। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ କେରଳର ହୋଇଥିବା ଉପନିର୍ବାଚନ ଫଳାଫଳ ଉପରେ ଏବେ ଦେଶର ଇଣ୍ଡିଆ ଓ ଏନଡିଏ ମେଣ୍ଟ ଉପରେ ରହିଛି ନଜର।  ମଙ୍ଗଳବାର ଉପନିର୍ବାଚନ ହୋଇଥିବା…

ଦିଲ୍ଲୀ ଫେରିଲେ ପ୍ରଧାନମନ୍ତ୍ରୀ, କହିଲେ ଏସିଆନ ସମ୍ମିଳନୀ ଗସ୍ତ ସଫଳ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଅନୁଷ୍ଠିତ ୨୦ତମ ଏସିଆନ-ଇଣ୍ଡିଆ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରି ଆସିଛନ୍ତି। ଏସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ବ୍ୟାପକ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଏହାର…

ଚୀନ ଲୋକେ ବ୍ୟବହାର କରୁଥିବା ନିର୍ଦ୍ଦିଷ୍ଟ ପୋଷାକ ଉପରେ ଲାଗିବ ରୋକ୍?

ବେଜିଂ: ଚୀନ ଲୋକେ ବ୍ୟବହାର କରୁଥିବା କିଛି ପୋଷାକ ଉପରେ ଲାଗିପାରେ ରୋକ୍। ଯେଉଁ ପୋଷାକ ପିନ୍ଧିଲେ ଦେଶର ଭାବମୂର୍ତ୍ତି ଉପରେ ଆଘାତ ଲାଗୁଛି ତା ଉପରେ ଏକଛତ୍ରବାଦ ଶାସକ ରୋକ୍ ଲୋକ୍ ଲାଗାଇପାରେ। ନିକଟରେ ଚୀନରେ ଏହି ପ୍ରସ୍ତାବିତ ଡ୍ରେସ୍ କୋଡ୍ ଆଇନକୁ ନେଇ ଦେଶ ଭିତରେ ଏକ ବିବାଦୀୟ…

ହରିୟାଣାରେ ବିଜେପିକୁ ଦମ୍ ଦେଖାଇବ ‘ଇଣ୍ଡିଆ’ !

ଭୁବନେଶ୍ୱର: ନିର୍ବାଚନ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏବେ ପ୍ରସ୍ତୁତି ଜୋର ଧରିଛି। ଦେଶର ସାଧାରଣ ନିର୍ବାଚନ ସହ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ବିଶେଷ କରି ଏନଡିଏ ଓ ଇଣ୍ଡିଆ ମେଣ୍ଟରେ ଥିବା ବିଭିନ୍ନ ଦଳ ତତ୍ପର…

ବଢିଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା, କିଏ କେତେ ପାଇବେ ଜାଣନ୍ତୁ !

କୋଲକାତା: ପଶ୍ଚିମବଙ୍ଗର ବିଧାୟକମାନଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିଧାୟକଙ୍କ ଦରମା ନେଇ ଏକ ବଡ଼ ଉପହାର ଦେଇଛନ୍ତି। ରାଜ୍ୟସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇବା ନେଇ ଘୋଷଣା କରିଛନ୍ତି। ମନ୍ତ୍ରୀ ଓ…

ପ୍ରତିବର୍ଷ ଏପ୍ରିଲ ୧୫କୁ ବଙ୍ଗଳା ଦିବସ ଭାବେ ପାଳନ କରାଯିବା ନେଇ ବିଧାନସଭାରେ ପ୍ରସ୍ତାବ ପାରିତ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ବଙ୍ଗଳା ଦିବସ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରତିବର୍ଷ ଏପ୍ରିଲ ୧୫ରେ ବଙ୍ଗଳା ଦିବସ ବା ପହିଲା ବୈଶାଖ (ବଙ୍ଗାଳୀ ନବବର୍ଷ) ଭାବେ ପାଳନ କରାଯିବ। ଏହି ସମୟରେ ତୃଣମୂଳ କଂଗ୍ରେସ…

କରୋନା ଚିକିତ୍ସା ପରେ ବଦଳିଗଲା ଶିଶୁର ଆଖି ରଙ୍ଗ, ନୀଳ ଆଖି ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ !

ନୂଆଦିଲ୍ଲୀ: କରୋନା କାଳରେ ମୃତ୍ୟୁର ତାଣ୍ଡବକୁ ହୁଏତ ଏତେ ସହଜରେ ଭୁଲି ହେବ ନାହିଁ। କିନ୍ତୁ ଆଜିବି ବିଭିନ୍ନ ଦେଶରେ କରୋନା ଭୂତାଣୁ ବ୍ୟାପୁଛି ଏବଂ ଏହାର ଚିକିତ୍ସା ମଧ୍ୟ ଜାରି ରହିଛି। ଏହି ଭୂତାଣୁ ପାଇଁ ଟିକା ଆସିଛି ସତ କିନ୍ତୁ ଅନେକ କ୍ଷେତ୍ରରେ ଟିକା ନେବା ମାତ୍ରେ…

ଡିଏମକେର ଧର୍ମ ରାଜନୀତି: ଉଦୟନିଧିଙ୍କ ପରେ ସାଂସଦ ସନାତନ ଧର୍ମକୁ ନେଇ ଦେଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ:ପୁଣି ଧର୍ମକୁ ନେଇ ଡିଏମକେର ରାଜନୀତି  । ଡିଏମକେ ସରକାରରେ ଥିବା ମନ୍ତ୍ରୀ   ଉଦୟନିଧି ଷ୍ଟାଲିନଙ୍କ ପରେ ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଆଉ ଜଣେ ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା । ଉଦୟନିଧି ସନାତନ ଧର୍ମକୁ ଡେଙ୍ଗୁ, ମେଲରିଆ ସହ…

ଭାରତ ଯୋଡୋ ଯାତ୍ରାକୁ ବର୍ଷେ, ଯେ ପର୍ଯ୍ୟନ୍ତ ଘୃଣାଭାବ ଶେଷ ନହୋଇଛି ଯାତ୍ରା ଜାରି ରହିବ: ରାହୁଲ

ନୂଆଦିଲ୍ଲୀ: ଆଜି ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର ପ୍ରଥମ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶରେ ଘୃଣାଭାବ ଶେଷ ହେବା ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ। ଭାରତ ଯୋଡା ଯାତ୍ରା ଆରମ୍ଭ ହେବାର ଏକ ବର୍ଷ ପୂରଣ ହେବା ଉପଲକ୍ଷେ ରାହୁଲ ଗାନ୍ଧୀ କହିଛନ୍ତି…

ବିଶେଷ ଅଧିବେଶନରେ ପୁଣି ଚମକାଇବେ ମୋଦି ! ଜାତିଗତ ଜନଗଣନା ପ୍ରସଙ୍ଗରେ ବିରୋଧୀଙ୍କ ପାଇଁ ସଜାଡୁଛନ୍ତି…

ନୂଆଦିଲ୍ଲୀ: ବିଶେଷ ଅଧିବେଶନରେ ଦେଶର ନାଁ ପରିବର୍ତ୍ତନକୁ ନେଇ ବେଶ ହଙ୍ଗାମା କଲେ ବିରୋଧୀ । ତେବେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ପରେ ଏବେ ବିରୋଧୀ ଚୁପ । ନିଜ ଚୋଟରେ ନିଜେ ହାଲିଆ ।  ଏହା ଗୁଜବ ଏବଂ ନାମ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି କହିବା ପରେ…