Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩: ପ୍ରଥମ ଦିନରେ ଦେଶରେ ୧୦ ଲକ୍ଷ କାର୍ଯ୍ୟକ୍ରମ ଆୟୋଜିତ

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଚଳିତ ମାସରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରୁଛି। ରାଷ୍ଟ୍ରୀୟ ପୋଷଣ ମାସ ୨୦୨୩ର ପ୍ରଥମ ଦିନରେ ସମଗ୍ର ଦେଶରେ ପାଖାପାଖି ୧୦ ଲକ୍ଷ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଯେଉଁଥିରେ 'ମିଶନ ଲାଇଫ ମାଧ୍ୟମରେ ପୋଷଣରେ ଉନ୍ନତି ଏବଂ…

ଆମେରିକାରେ ଏକ ଲକ୍ଷରୁ ଅଧିକ ଭାରତୀୟ ପୁଅ-ଝିଅ ବାପା-ମାଙ୍କଠୁ ଅଲଗା ହେବେ!

ନୂଆଦିଲ୍ଲୀ: ଆମେରିକାର ଏକ ଲକ୍ଷ ଭାରତୀୟ ପିଲାଙ୍କୁ ସେମାନଙ୍କ ପିତାମାତାଙ୍କଠାରୁ ଅଲଗା ହେବାକୁ ପଡିପାରେ। ଏହାର କାରଣ ହେଉଛି ଗ୍ରୀନ୍ କାର୍ଡ ଦେବା ପ୍ରକ୍ରିୟାରେ ବିଳମ୍ବ। ଗ୍ରୀନ୍ କାର୍ଡ ପ୍ରକ୍ରିୟା ଲମ୍ବା ଏବଂ ଧୀର ଅଟେ। ରୋଜଗାର ଭିତ୍ତିକ ଏହି କାର୍ଡ ପାଇଁ ୧୦.୭ ଲକ୍ଷ ଭାରତୀୟ ଏବେ…

ଆମେରିକାରେ ହରିଣଙ୍କ ସଂଖ୍ୟା ୩ କୋଟି ଛୁଇଁଲା

ନ୍ୟୁୟର୍କ: ନିକଟରେ କରାଯାଇଥିବା ଏକ ଗଣନା ଅନୁସାରେ ଏବେ ଆମେରିକାରେ ୩ କୋଟିରୁ ଊର୍ଦ୍ଧ୍ୱ ହରିଣ ଅଛନ୍ତି । ଯାହା କି ପଶୁପ୍ରେମୀଙ୍କ ପାଇଁ ଏକ ଖୁସି ଖବର । ୭୦ରୁ ୮୦ ବର୍ଷ ତଳେ ଆମେରିକାରେ ପ୍ରବଳ ଗଛ କଟାଯିବା ଯୋଗୁ ହରିଣଙ୍କ ସଂଖ୍ୟା କମି ଯାଇଥିଲା । ଏପରିକି ଏହା ଏଠାରେ ବିଲୁପ୍ତ…

ମେଡିକାଲ ସିଟ୍ ବୃଦ୍ଧି, ଲାଇସେନ୍ସ ନବୀକରଣ ପାଇଁ ନକଲି ଚିଠି, ଏନଏମସି କରାଇଲା ସତର୍କ

ନୂଆଦିଲ୍ଲୀ: ନ୍ୟାସନାଲ ମେଡିକାଲ କମିଶନ (ଏନଏମସି) ଏକ ରାକେଟ୍ ଠାବ କରିବାରେ ସଫଳ ହୋଇଛି। ଏହି ରାକେଟ ମେଡିକାଲ କଲେଜଗୁଡ଼ିକର ସିଟ୍ ବୃଦ୍ଧି କରିବାକୁ ଅନୁମତି ଦେଇନଥିଲେ କିମ୍ବା ଲାଇସେନ୍ସ ନବୀକରଣ କରିବାକୁ ମନା କରିଦେଇଥିଲେ। ଏବେ ଏହି ଠକେଇ ଜଣାପଡ଼ିବା ପରେ ଏନ୍ଏମସି କେବଳ ନିଜ…

‘ସନାତନ ଧର୍ମର ଉଚ୍ଛେଦ’ ବୟାନକୁ ଦୋହରାଇବା ସହ କ୍ଷମା ମାଗିବେନି କହିଲେ ଷ୍ଟାଲିନଙ୍କ ପୁଅ

ନୂଆଦିଲ୍ଲୀ: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ରାଜନୈତିକ ବିବାଦ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ବିଜେପି ନେତାମାନେ ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ କରିବା ସହ କଂଗ୍ରେସକୁ କ୍ଷମା ମାଗିବାକୁ ଦାବି କରିଛନ୍ତି।…

ପ୍ରେମିକାଙ୍କୁ ଚୁମ୍ବନ ଦେଉ ଦେଉ କାଲା ହୋଇଗଲେ ପ୍ରେମିକ

ବେଜିଂ: ସୋସିଆଲ ମିଡିଆରେ ଏ ଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ପ୍ରେମୀ ଯୁଗଳଙ୍କୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟ ମୁତାବକ ଝେଜିୟାଙ୍ଗ ଅଂଚଳର ଏକ ପ୍ରେମିକ ତାର ପ୍ରେମିକାକୁ ଚୁମ୍ବନ ଦେଇଥିଲା । ଅତ୍ୟଧିକ ଉତେଜନା ପ୍ରବଣ ହୋଇ ସେ ୧୦ମିନିଟ ଧରି ଏହାକୁ ବଜାୟ ରଖିଥିଲେ । ହଠାତ…

ରାମ ମନ୍ଦିର ପାଇଁ ଏକାଠି ହେବେ ମୋଦି ଯୋଗୀ !

ଭୁବନେଶ୍ୱର: ଦେଶରେ ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ। ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ପାଞ୍ଚ ତାରିଖରେ ସେ ମୋଦିଙ୍କୁ ସାକ୍ଷାତ କରିବେ। ଅଯୋଧ୍ୟାରେ ହେଉଥିବା ରାମ ମନ୍ଦିର ଉଦଘାଟନ ସମ୍ପର୍କିତ…

ଏମପିରେ ଆଶୀର୍ବାଦ ମାଗୁଛି ବିଜେପି, କିନ୍ତୁ ଦଳୀୟ ନେତା ପାଲଟିଛନ୍ତି ଅଭିଶାପ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ମଧ୍ୟପ୍ରଦେଶରେ ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ କରିଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିତ୍ରକୁଟରୁ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟବ୍ୟାପୀ ଏକ ବଡ଼ ବାତାବରଣ ତିଆରି…

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ରିୟାସି ଜିଲ୍ଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେସନ୍ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡିଲା ଜଣେ ଆତଙ୍କବାଦୀ। ଏଥିସହ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଡିଜିପି ମୁକେଶ ସିଂ…

ଜ୍ୟାକଲିନଙ୍କ ମନ ରଖିବା ପାଇଁ ପଶୁ ଡାକ୍ତରଖାନା ଖୋଲିବେ ସୁକେଶ କୁମାର

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ଜେଲରେ ଠକ ସୁକେଶ ଚନ୍ଦ୍ରଶେଖର ଦଣ୍ଡ ଭୋଗୁଛି । ଇତି ମଧ୍ୟରେ ସୁକେଶ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମନ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଜ୍ୟାକଲିନ ପଶୁପ୍ରେମୀ ହୋଇଥିବାରୁ ସେ ତାଙ୍କ ପାଇଁ ଏକ ପଶୁ ଡାକ୍ତରଖାନା…