Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲଙ୍କୁ ରାଜନାଥଙ୍କ ଟାର୍ଗେଟ: ଚନ୍ଦ୍ରଯାନ ସଫଳ ଲାଣ୍ଡିଂ କଲା ହେଲେ ରାହୁଲଯାନ କରିପାରିବନି

ଜୈସଲମେର:ଚନ୍ଦ୍ରଯାନ ସଫଳତା ପୂର୍ବକ ଲାଣ୍ଡ କରିଗଲା । ହେଲେ ରାହୁଲଯାନ ନା କେବେ ପ୍ରକ୍ଷେପଣ କରାଯାଇଛି ନା କେବେ ଲାଣ୍ଡ କରିଛି । ଏମିତି କହି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜସ୍ଥାନ ଗସ୍ତରେ ଯାଇ ଜୈସଲମେରରେ ଗର୍ଜିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ…

ବିବାହ ପାଇଁ ମହାଦେବଙ୍କୁ ମାଗିଥିଲେ ବର, ମନବାଞ୍ଛା ପୁରଣ ନହେବାରୁ ମନ୍ଦିରରୁ ଶିବ ଲିଙ୍ଗ ଚୋରି କଲେ ଯୁବକ

ଲକ୍ଷ୍ନୌ: କୁହନ୍ତି ମହାଦେବଙ୍କୁ ଯେଭଳି ଡାକିଲେ ସେ ଶୁଣନ୍ତି । ସେଥିପାଇଁ ତ କୁହନ୍ତି ତପେ ବର ନହେଲେ କୋପେ ବର । ଯେବେ ତପସ୍ୟା କରି ବର ନମିଳେ ସେତେବେଳେ କିଛି ଜଣ ଭଗବାନଙ୍କ ଉପରେ ଆସ୍ଥା ହରାଇ ବସନ୍ତି ତ ଆଉ କିଛି ବଳ ପୂର୍ବକ ନିଜର ଇଚ୍ଛା ପୂରଣ କରନ୍ତି । କିନ୍ତୁ ଉତ୍ତରପ୍ରଦେଶରେ…

ଚନ୍ଦ୍ରକୁ ଯିବ ମହିନ୍ଦ୍ରା ଥାର୍: ଆନନ୍ଦ ମହିନ୍ଦ୍ରା କହିଲେ ଏମିତି

ନୁଆଦିଲ୍ଲୀ: ନିକଟରେ ଆନନ୍ଦ ମହିନ୍ଦ୍ରା ଏକ ଭିଡ଼ିଓ କ୍ଲିପ୍ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ ତାଙ୍କ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ଏକ ମହିନ୍ଦ୍ରା ଥାର୍ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଥିବାର ଦେଖିବାକୁ ମିଳିଛି । ଯାହାକୁ…

ଆସାମରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଫିବର, ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୌହାଟୀ: ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ଆସାମ ସରକାରଙ୍କ ବଡ଼ ପଦକ୍ଷେପ। ରାଜ୍ୟରେ ଘୁଷୁରିଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଆସାମର ଲଖିମପୁରରେ ପ୍ରାଣୀ ଚିକିତ୍ସକଙ୍କ ଏକ ଗୋଷ୍ଠୀ ଆଫ୍ରିକୀୟ ଘୁଷୁରି ଜ୍ୱର ବିସ୍ତାରକୁ ରୋକିବା ପାଇଁ ୧୦୦୦ରୁ ଅଧିକ…

ଜି-୨୦ରେ ଯୋଗ ଦେବେନି ଜିନପିଙ୍ଗ, ଚୀନ୍ ପ୍ରତିନିଧୀ ଦଳର ନେତୃତ୍ୱ ନେବେ ଲି କିଆଙ୍ଗ୍

ନୂଆଦିଲ୍ଲୀ: ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀରେ ବିଦେଶର ବଡ଼ ବଡ଼ ନେତା , ବ୍ୟବସାୟୀ ଯୋଗ ଦେବେ। ହେଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମ୍ମିଳନୀରେ ଯୋଗ ଦେବେ ନାହିଁ ସୂଚନା ରହିଛି। ସି ଜିନପିଙ୍ଗଙ୍କ…

ସିଙ୍ଗାପୁରର ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ: ବିଦେଶର ସାମ୍ୱିଧାନିକ ପଦବୀରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ପୁରୁଖା ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି । ୭୦.୪%ରୁ ଅଧିକ ଭୋଟ୍ ଜିତି…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ନାମୀଦାମୀ ଆଇନଜୀବୀ ହରିଶ ସାଲଭେ

ନୂଆଦିଲ୍ଲୀ: ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେଲେ ଦେଶର ଅନ୍ୟତମ ଅଗ୍ରଣୀ ଆଇନଜୀବୀ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ। ସାଲଭେ ୬୮ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ଏହି ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ସାଲଭେ ଲଣ୍ଡନର ଏକ ବିଳାଶପୂର୍ଣ୍ଣ…

ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା  । ଏହି ସମୟରେ ବିନା ଅନୁମତିରେ କୌଣସି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଇପାରିବନାହିଁ ।  ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ…

ପାକିସ୍ତାନରେ ପେଟ୍ରୋଲ ଦରକୁ ନେଇ ହାହାକାର: ମୂଲ୍ୟ ୩୦୦ ଟଙ୍କାରୁ ଊର୍ଦ୍ଧ୍ୱ

ନୁଆଦିଲ୍ଲୀ: ଦିନକୁ ଦିନ ପାକିସ୍ତାନରେ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ବୁର୍ବରୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଥିବା ବେଳେ ଏବେ ପେଟ୍ରୋଲ୍ ଦରକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ପାକିସ୍ତାନରେ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର…

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ, କମାଲ ଦେଖାଉଛି ବିକ୍ରମ: ୪୦ ସେମି ଡେଇଁ ପୁଣି କଲା ସଫ୍ଟ ଲାଣ୍ଡିଂ

ବାଙ୍ଗାଲୋର:ଚନ୍ଦ୍ରଯାନ-୩ ତାର ଟାର୍ଗେଟଠାରୁ  ଅଧି କାମ କରୁଛି । ଗୋଟିଏ ପଟେ ପ୍ରଜ୍ଞାନ ରୋବର ଶୋଇ ପଡିଥିବାବେଳେ ଚନ୍ଦ୍ରରେ କମାଲ ଦେଖାଉଛି ବିକ୍ରମ ଲାଣ୍ଡର । ଏହାକୁ ନେଇ ଯଦିଓ ଇସ୍ରୋ ବୈଜ୍ଞାନିକ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ ତେବେ ସେମାନଙ୍କର ପରୀକ୍ଷା ସଫଳ ହୋଇଛି…