Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍; ୩ ମୃତ, ୨୪ ଆହତ

ରାଞ୍ଚି: ଭାରସାମ୍ୟ ହରାଇ ନଦୀକୁ ଖସିଲା ବସ୍। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ରହିଛି। ଝାଡ଼ଖଣ୍ଡ ଗିରିଡିହ ଜିଲ୍ଲା ବରାକର୍ ନଦୀରେ ଯାତ୍ରୀବାହୀ ବସ୍ ଖସିଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।…

ରଜୌରୀ ଏନ୍‌କାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲା ଖାୱାସ୍ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ। ଏପର୍ଯ୍ୟନ୍ତ ଆତଙ୍କବାଦୀର ପରିଚୟ ସ୍ପଷ୍ଟ ହୋଇପାରିନାହିଁ। ଅନ୍ୟପଟେ ଖାୱାସ୍ ଅଞ୍ଚଳରେ ଜୋରଦାର ଚାଲିଛି ସର୍ଚ୍ଚ…

୧୨ ବର୍ଷ ପୁରୁଣା ମାମଲାରେ ଦୁଇ ବର୍ଷ ପାଇଁ ଦଣ୍ଡିତ ବିଜେପି ସାଂସଦ, ହରାଇବେ ପଦ!

ଲକ୍ଷ୍ନୌ: ଉତ୍ତରପ୍ରଦେଶରର ବିଜେପି ସାଂସଦ ରାମ ଶଙ୍କର କୋଠରିଆ ଆଗ୍ରା କୋର୍ଟରେ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସାଂସଦ-ବିଧାୟକ କୋର୍ଟରେ ସେ ଧାରା ୧୪୭ ଏବଂ ୩୨୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଜେପି ସାଂସଦ ଗଣ୍ଡଗୋଳ କରି ସାକେଟ ମଲରେ ଥିବା ଟୋରେଣ୍ଟ କମ୍ପାନୀର…

ଅନାସ୍ଥା ଭୋଟ୍ ପୂର୍ବରୁ ଶାହ-ନବୀନ ଭେଟ, ବଢିଲା ଇଣ୍ଡିଆ ମେଣ୍ଟର ଚିନ୍ତା

ଭୁବନେଶ୍ୱର: କେବେ ପୋଡା ଟ୍ରାନ୍ସଫର ତ ଆଉ କେତେବେଳେ ଚିଟଫଣ୍ଡ ଭଳି ପ୍ରସଙ୍ଗ ଉଠାଇ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି କହି ଭରା ସଭାରେ ନବୀନ ସରକାରଙ୍କୁ ସମାଲୋଚନା କରିଥିବା ତତ୍କାଳୀନ ବିଜେପି ସଭାପତି ତଥା ଏବେର ଗୃହମନ୍ତ୍ରୀ ଅମିତ ଶାହ ଆଜି ସରକାରୀ କାର୍ଯ୍ୟକ୍ରମ ଜରିଆରେ…

ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ବେଙ୍ଗଳୁରୁ: ଚନ୍ଦ୍ରଯାନ-୩ରେ ଇସ୍ରୋକୁ ଏକ ସଫଳତା ମିଳିଛି । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଛି । ଏବେ ଚନ୍ଦ୍ରଯାନ-୩ ଜହ୍ନ ଚାରିପାଖେ ୧୬୬ କିଲୋମିଟର X ୧୮୦୫୪ କିଲୋମିଟରର ଅଣ୍ଡାକାର ଚକ୍କର ଲଗାଇବ । ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ରହିବା ଲାଗି ଇସ୍ରୋ ୨୦ରୁ ୨୫…

ମାତିଲେଣି ମମତା, ହେବେ ଇଣ୍ଡିଆର ପିଏମ ଚେହେରା!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ…

ରୁଟ୍ ବଦଳାଉଛନ୍ତି ରାହୁଲ, ଚୁପ୍ ରହିବେ, ଖେଳ କରିବେ

ଭୁବନେଶ୍ୱର: ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ଏବେ ତାଙ୍କ ସଦସ୍ୟତା ଫେରିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ସହ କଂଗ୍ରେସ ପକ୍ଷରୁ ଲୋକସଭା ବାଚସ୍ପତିଙ୍କୁ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇବା ପାଇଁ ଅନୁରୋଧ କରାଯାଇଛି।…

ପବଜୀ ଗେମର ନିଶା: ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ବସି ରହିଥିଲା ଯୁବକ

ଝାଂସୀ: ପବଜୀ ଗେମର ନିଶା ଏବେ ଯୁବ ପିଢ଼ୀ ପାଇଁ ମାରାତ୍ମକ ହେବା ସାଜିଛି । ଝାଂସୀରେ ଅଙ୍କିତ ନାମକ ଜଣେ ୨୬ ବର୍ଷର ଯୁବକ ବାପା, ମାଆଙ୍କୁ ମାରିବା ପରେ ପୋଲିସ ଅପେକ୍ଷାରେ ଘରେ ବସି ରହିଥିଲା । ପୋଲିସ ଯେତେବେଳେ ପଂହଚିଲେ ସେ ହସି କରି କହିଥିଲା, ହଁ ମୁଁ ମାରିଛି । ଅଙ୍କିତଙ୍କ ବାପା ସରକାରୀ…

ୱାଟ୍ସ ଅପରେ ହାର୍ଟ ଇମୋଜି ପଠାଇଲେ ହୋଇପାରେ ଜେଲ, ୨୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ଯୁଗ ବହୁତ ଆଗକୁ ଯାଇଛି । ବତ୍ତର୍ମାନ ସମୟରେ ଫୋନରେ କଥା ହେବା ଅପକ୍ଷା ହ୍ବାଟର୍ସ ଆପରେ ଚାଟିଂ କରିବାକୁ ଲୋକେ ବେଶି ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସ ମାନେ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସହ ଚାଟ୍ କରିବା ସମୟରେ ଇମୋଜି ମାଧ୍ୟମରେ ନିଜ ଭାବନାକୁ ପ୍ରକାଶ…