Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୫୦ ବର୍ଷ ଧରି ଭାରତକୁ ଶାସନ କରିଥିବା କମ୍ପାନୀର ମାଲିକ ଏବେ ଭାରତୀୟ

ନୂଆଦିଲ୍ଲୀ: କଥାରେ ଅଛି ସମୟ ସବୁବେଳେ ସାଥ୍ ଦିଏ ନାହିଁ । ସେମିତି ଏକ ସମୟ ଥିଲା ସ୍ୱାଧୀନତା ପୂର୍ବର । ବାଣିଜ୍ୟ ପାଇଁ ଭାରତ ଆସିଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ଶାସନ ଭାର ହାତେଇ ନେଇଥିଲା । କମ୍ପାନୀର କଥାରେ ସେନା ଚାଲୁଥିଲା । ସମୟ ଚକ୍ରରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଆଧିପତ୍ୟ ହ୍ରାସ…

୪୮ ଘଣ୍ଟା ଯାଇନି, କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର:  ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ  ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟାର ୪୮ ଘଣ୍ଟା ଯାଇନି, ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି । ଦେଶର ସବୁଠାରୁ ବଡ କୋଚିଂ ହବ କୁହାଯାଉଥିବା କୋଟା ଏବେ ସୁଇସାଇଡ଼ ହବ ପାଲଟି ଯାଇଛି ।  ବିହାର ଛାତ୍ର   ୧୬ ବର୍ଷ…

ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାଆନ୍ତି ପଥର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏକ ମନ୍ଦିର ମାଳିନୀ ଦେଶ । ଏଠାରେ କୋଟି କୋଟି ଲୋକଙ୍କ ବିଶ୍ୱାସ ଓ ପରମ୍ପରା ହଜାର ହଜାର ବର୍ଷ ଧରି ମନ୍ଦିର ସହିତ ଜଡିତ ରହିଛି । ଯଦି ଆମେ ଭାରତରୁ ମନ୍ଦିର ହଟାଇଦେବା, ତେବେ ଏଠାରେ କିଛି ରହିବ ନାହିଁ । ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମଧ୍ୟ ରହିଛି,…

ଗିରଫ ହେଲେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ୫ ବର୍ଷ ଲଢି ପାରିବେନି ନିର୍ବାଚନ

ଇସଲାମବଦା: ବଢିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଅଡୁଆ । ଇମ୍ରାନଙ୍କ ଖାନଙ୍କୁ ଜେଲ୍‌  । ତୋଷଖାନା ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ  । ଏଥିସହ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ ଲାଗିଇଛନ୍ତି ରୋକ୍‌ । ପାକିସ୍ତାନ ଟ୍ରାଏଲ…

ସୁପ୍ରିମକୋର୍ଟଙ୍କ ରାୟ ଶୁଣି ଏତେ ଖୁସି ହୋଇଗଲେ ଯେ ରାହୁଲଙ୍କୁ ‘ସ୍ୱର୍ଗୀୟ’ କହିଦେଲେ

ନୂଆଦିଲ୍ଲୀ:ଏତେ ଖୁସି ଭଲ ନୁହେଁ । ଖୁସିରେ ଏତେ ଝୁମିଲେ ଯେ କିଏ ମୃତ କିଏ ଜୀବିତ ଭୁଲିଗଲେ । ଶେଷରେ ଯାହା ପାଇଁ ନାଚୁଥିଲେ ତାଙ୍କୁ ଅର୍ଥାତ ରାହୁଲ ଗାନ୍ଧୀଙ୍କୁ ସ୍ୱର୍ଗୀୟ ବୋଲି କହିଦେଲେ  । ହଁ, ଆମେ କହୁଛୁ କଂଗ୍ରେସ ନେତାଙ୍କ କଥା । ଗତକାଲି ରାହୁଲ ଗାନ୍ଧୀଙ୍କ ସଜା ଉପରେ ସୁପ୍ରିମ…

ଏପରି କୂଅ, ଯେଉଁଠୁ ବାହାରେ ଭିନ୍ନ ଭିନ୍ନ ସ୍ଵାଦର ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହନ୍ତି କୂଅ ପାଣି ଶିତଳ । ସମ୍ପ୍ରତି ସହରଗୁଡିକରେ କୂଅ ପାଣିର ବ୍ୟବହାର ବିଲୁପ୍ତ ହୋଇ ଆସିଲାଣି। ମାତ୍ର ଦୁର୍ଗମ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଲୋକମାନେ ରାନ୍ଧିବା, ପିଇବା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ କୂଅ ପାଣିର ବହୁଳ ବ୍ୟବହାର କରନ୍ତି। ଧାର୍ମିକ ସ୍ଥାନରେ କୂଅ…

ରାଜ୍ୟପାଳଙ୍କ ଘୋଷଣା: ଦର ନ କମିବା ଯାଏ ରାଜଭବନରେ ପଶିବନି ଟମାଟୋ

ଚଣ୍ଡିଗଡ:କେବଳ ଓଡ଼ିଶା ନୁହେଁ, ଦେଶରେ ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି ଟମାଟୋ ଦର । ଯାହାକି ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ପଞ୍ଜାବ ଚଣ୍ଡିଗଡ ମାର୍କେଟରେ କିଲୋ ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଉଚ୍ଚ ଦର ଯୋଗୁଁ ଲୋକଙ୍କ ହାଣ୍ଡିଶାଳରୁ…

ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟ ବିଚାରପତି ରୋହିତ ଦେଓ, କହିଲେ ମୋ ଆତ୍ମସମ୍ମାନ ବିରୋଧରେ କାମ କରି ପାରିବିନି

ମୁମ୍ଵାଇ; ଇସ୍ତଫା ଦେଲେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ରୋହିତ ଦେଓ। ଗତକାଲି ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ନାଗପୁର ବେଞ୍ଚର ଜଷ୍ଟିସ ରୋହିତ କୋର୍ଟରେ ଅନେକ ଆଇନଜୀବୀଙ୍କ ଉପସ୍ଥିତିରେ ଏହି ଘୋଷଣା କରିଥିଲେ । କୋର୍ଟ ପରିସରରେ ଉପସ୍ଥିତ ଜଣେ ଆଇନଜୀବୀଙ୍କ ଅନୁଯାୟୀ ଜଷ୍ଟିସ…

୧୬ ମାସରେ ପ୍ରସବ ପାଇଁ ଆସିଥିବା ୮୦ ଗର୍ଭବତୀ HIV ପଜିଟିଭ ଚିହ୍ନଟ: ତଦନ୍ତ ନିର୍ଦ୍ଦେଶ

ମିରଟ: ଉତ୍ତରପ୍ରଦେଶର ମିରଟରେ ଥିବା ଲାଲା ଲଜପତ ରାୟ ହସ୍ପିଟାଲରେ ଗତ ୧୬ମାସରେ ୮୦ରୁ ଅଧିକ ମହିଳା ଏଚଆଇଭିରେ ଆକ୍ରାନ୍ତ ଥିବା ଜଣା ପଡ଼ିଛି । ଯାହା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଗତକାଲି ସ୍ଵାସ୍ଥ୍ୟ ବିଭାଗର ଅଧିକାରିମାନେ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସ୍ଥିତି ଉପରେ…

ଭାରତର ସର୍ବାଧିକ ବେତନ ପ୍ରାପ୍ତ ଚାକିରି, ଜାଣନ୍ତୁ ବେତନ ରାଶି ସମ୍ବନ୍ଧରେ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମେ ସମସ୍ତେ ନିଜ ସ୍ୱପ୍ନ ପାଇଁ ସ୍କୁଲ-କଲେଜରୁ କଠିନ ପରିଶ୍ରମ କରୁ । ପରିଶ୍ରମର ଶେଷ ବିନ୍ଦୁ ହେଉଛି କାର୍ଯ୍ୟରେ ସନ୍ତୁଷ୍ଟ, ଦରମା ଦ୍ୱାରା ସଫଳତା ମାପିବା । ତେବେ ଆଜି ଆମେ ଆପଣଙ୍କୁ ଭାରତର ସର୍ବାଧିକ ଦରମା ମିଳୁଥିବା ଚାକିରୀ ବିଷୟରେ କହୁଛୁ । ଯେଉଁ…