Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ଭାରତ ଓ ଚୀନ୍ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା

ଦିଲ୍ଲୀ: ପଛକୁ ହଟିବ କି ଡ୍ରାଗନ୍ ! ଆଜି ହେବାକୁ ଥିବା ସୈନ୍ୟସ୍ତରୀୟ ଆଲୋଚନାରେ ଲଦାଖର ସଂଘର୍ଷ ସ୍ଥଳରୁ ପଛକୁ ହଟିବାକୁ ଚୀନକୁ କହିବ ଭାରତ । ଆଜି ଭାରତ ଓ ଚୀନ୍ ମଧ୍ୟରେ ହେବ ଆଲୋଚନା  । LAC ବିବାଦର ସମାଧାନ ପାଇଁ ୧୯ତମ ଦ୍ବିପାକ୍ଷିକ କୋର୍ କମାଣ୍ଡରସ୍ତରୀୟ ବୈଠକ ବସିବ ।  ଲଦାଖର…

ନର୍ସିଂ ହୋମର ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା; ଡାକ୍ତର ଓ କମ୍ପାଉଣ୍ଡର ଫେରାର

ପାଟଣା: ବିହାରର ଏକ ଘରୋଇ ନର୍ସିଂ ହୋମରେ ନର୍ସଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ଡାକ୍ତର ଓ କର୍ମଚାରୀ ଫେରାର।ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନର୍ସଙ୍କୁ ଡାକ୍ତର ଓ କମ୍ପାଉଣ୍ଡରମାନେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା…

ଚନ୍ଦ୍ରରେ ଟ୍ରାଫିକ ଜାମ : ଚନ୍ଦ୍ରାୟାନର ୩ ପ୍ରତି ବିପଦ ଅଛି କି ?

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରାୟାନ ୩ର ଲକ୍ଷ୍ୟ ୨୩ ଅଗଷ୍ଟରେ କିପରି ଚନ୍ଦ୍ରରେ ସଫଳତାର ସହ ଲ୍ୟାଣ୍ଡିଂ କରିବ । ସେହି ସମୟରେ ରୁଷର ମିଶନ ଲୁନା ୨୫ ମଧ୍ୟ ଲ୍ୟାଣ୍ଡିଂ କରିବାକୁ ଅଛି । ଅଗଷ୍ଟ ୧୧ରେ ଲୁନା-୨୫କୁ ମହାକାଶକୁ ପଠା ଯାଇଥିଲା । ସେହିପରି ଚନ୍ଦ୍ରାୟାନ ୩କୁ ଭାରତ ୧୩ ଜୁଲାଇରେ ଲଂଚ…

ପେରୁରେ ଏଲିୟନ୍ସ ଭୟ: ସତ ନା ସୁନା ମାଫିଆଙ୍କ ଷଡଯନ୍ତ୍ର

ନୂଆଦିଲ୍ଲୀ: ପାଖାପାଖି ୭ ଦିନ ହେବ ପେରୁରେ ଏଲିୟନ୍ସ ଭୟ ସାଧାରଣ ଜନତାଙ୍କୁ ଘାରିଛି । ଏପରିକି ଲୋକ ୭ଫୁଟର ଏଲିୟନ୍ସ ଦେଖିଥିବା ଦାବୀ କରିଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଏହି ପରଗ୍ରହୀ ମଣିଷର ମୁହଁକୁ ଟାର୍ଗେଟ…

ଏନସିଇଆରଟି ପୁସ୍ତକରୁ ହଟା ଯାଇଥିବା ଗୁଜୁରାଟ ଦଙ୍ଗା ଏବଂ ମହାତ୍ମା ଗାନ୍ଧୀଙ୍କ ହତ୍ୟା ଭଳି ଅଧ୍ୟାୟକୁ ପୁଣି ଥରେ ସାମିଲ…

ଥିରୁ୍ଅନନ୍ତପୁରମ: କେରଳରେ ପୁଣିଥରେ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଗାନ୍ଧୀଙ୍କ ହତ୍ୟା ଏବଂ ଗୁଜରାଟ ଦଙ୍ଗା ପରି ଘଟଣା । ମୋଗଲ ଇତିହାସ ସମେତ ଏସବୁ ବିଷୟକୁ ପୁଣି ପଢିବେ ସ୍କୁଲ ଛାତ୍ରଛାତ୍ରୀ । ଏନସିଇଆରଟି ପୁସ୍ତକରୁ ଏହି ସବୁ ବିଷୟକୁ ବାଦ ଦିଆଯାଇଥିଲା । ହେଲେ କେରଳ ସରକାର ଏହି ସବୁ…

ପାକସ୍ତାନରେ ଚୀନ ଇଞ୍ଜିନିୟରଙ୍କ ଗାଡ଼ିକୁ ଆଖିବୁଜା ଗୁଳିମାଡ: ଏକାଧିକ ମୃତ

ଇସଲାମବାଦ: ପାକସ୍ତାନର ବେଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆକ୍ରମଣ । ଆକ୍ରମଣରେ ଏକାଧିକ ଲୋକଙ୍କ ମୃତ୍ୟୁ । ଗୁଳିମାଡରେ ଦୁଇ ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ରବିବାର ଗ୍ୱାଦର  ବ୍ରିଜ ଉପରେ ଏହି ଆକ୍ରମଣ ହୋଇଥିଲା । ପାକିସ୍ତାନ ପକ୍ଷରୁ…

ବିପଦ ଆସିଲେ ବଦଳି ଯାଏ ମନ୍ଦିର ପୁଷ୍କରିଣୀର ରଙ୍ଗ, ଜାଣନ୍ତୁ ଏହି ରହସ୍ୟମୟ ମନ୍ଦିର

ଶ୍ରୀନଗର: ଭାରତର ପବିତ୍ର ଭୂମିରେ ଏପରି ଅନେକ ମନ୍ଦିର ଅଛି ଯାହା ସେମାନଙ୍କର ବିରଳ ଚମତ୍କାର ପାଇଁ ପ୍ରସିଦ୍ଧ ।ଏହି ସବୁ ମନ୍ଦିରରେ ଘଟୁଥିବା ଘଟଣା ବିଶ୍ୱାସ ନହେଲେ ବି ସତ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମ୍ନାରେ ହେଉଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ…

ଖାଆନ୍ତୁ ଜାମୁ ରୋଳ , ମିଳିବ ଏହି ଫାଇଦା

ମୁମ୍ବାଇ: ଓ୍ବାଟର ଆପଲ ବା ଜାମୁ ରୋଳ ଏକ ଟ୍ରପିକାଲ ଫଳ । ଯାହା ପ୍ରାୟତଃ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ । କେରଳ ଏବଂ ଆନ୍ଧ୍ରପ୍ରଦେଶରେ ଏହି ଫଳ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଜାମୁ ରୋଳ କାହିଁକି ଲାଭଦାୟକ ଅଟେ । ଗ୍ରୀଷ୍ମ ଋତୁରେ ଆମ ଶରୀରରେ ଜଳର ଅଭାବ ଦେଖାଯାଏ  ।…

ସ୍ୱାଧୀନତା ଦିବସର ଚମକ ଦେଖିବେ ୧୮୦୦ ଅତିଥି, ସେଲଫି ପଏଣ୍ଟରେ ଉଠାଇବେ ଫଟୋ

ନୂଆଦିଲ୍ଲୀ:ଆଉ ଦୁଇଦିନ ପରେ ଦେଶ ପାଳିବ  ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ କରିବେ ପତାକା ଉତ୍ତୋଳନ । ଏହି ଉତ୍ସବ ଦେଖିବା ପାଇଁ ଦେଶର ବିଭିନ୍ନ କ୍ଷେତ୍ରର, ବିଭିନ୍ନ ବର୍ଗର ପ୍ରାୟ…

କିଭଳି ଫୁସଫୁସକୁ ବିଭିନ୍ନ ରୋଗରୁ ଦୂରେଇ ରଖିବା: ଆସନ୍ତୁ ଜାଣିବା

ମୁମ୍ବାଇ: ଭିଟାମିନ୍-କେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ହାର୍ଟ ଏବଂ ହାଡ ପାଇଁ ବେଶ୍ ଲାଭଦାୟକ ଅଟେ । ମୁଖ୍ୟତଃ ଫୁସଫୁସ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରୀରର ବିଭିନ୍ନ ସ୍ଥାନକୁ ଅମ୍ଳଜାନ ବିତରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  । ମାତ୍ର ଖରାପ…