Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡବଲ ଇଞ୍ଜିନରେ କିଏ ଖାଇଛି କେତେ ପିସି, ଜବାବ ମାଗିଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ବିଜେପିର ନୂଆ ପ୍ଲାନ। ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହିଛି। ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ କଂଗ୍ରେସ ଓ ବିଜେପି ସବୁ ଶକ୍ତି…

ଭାରତୀୟ ବାୟୁସୀମାରେ ଘୁରି ବୁଲିଲା ପାକିସ୍ତାନ ଏୟାରଲାଇନ୍ସର ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ଘୁରି ବୁଲିବା ଚିନ୍ତାର କାରଣ ସାଜିଥିଲା । ବିମାନଟି ଭାରତ ସୀମାରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା । ସେନା ପ୍ରାୟ ୧୦ ମିନିଟ ଏହା ଉପରେ ନଜର ରଖିଥିଲା । ବିମାନଟି ପଞ୍ଜାବ ନିକଟରେ ୧୨୦ କିଲୋମିଟର…

ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଲେ ପରିବାରର ୫ ସଦସ୍ୟ

ପାଟନା: ବିହାରର ବୈଶାଳୀ ଏବଂ ମୁଜାଫରପୁର ଏନଏଚ ୨୮ରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା  । ବାହାଘର ଭୋଜିରେ ଯୋଗ ଦେବାକୁ ଯାଇଥିବା ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଶନିବାର ଦିନ ରାତିରେ । ମୁର୍ଜାଫରପୁରର କାଣ୍ଟି ଥାନା ଇଲାକାରେ…

ମେ’ ୯ରେ ସାରା ଦେଶରେ ସାମୁହିକ ହନୁମାନ ଚାଳିଶା ପାଠ

ନୂଆଦିଲ୍ଲୀ:  ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ । ମେ’ ୯ ତାରିଖରେ ସାରା ଦେଶରେ ଏକ ସମୟରେ ଗୁଞ୍ଜରିତ ହେବ ହନୁମାନ ଚାଳିଶା । ଏହି ହନୁମାନ ଚାଳିଶା ପାଠ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଉଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କଂଗ୍ରେସର…

ମଣିପୁର ହିଂସାକୁ ନେଇ ବିଜେପିକୁ ଟାର୍ଗେଟ କଲେ ଶଶି ଥରୁର; କହିଲେ, ରାଷ୍ଟ୍ରପତି ଶାସନ ଜାରିର ସମୟ ଆସିଛି

ଇମ୍ଫାଲା: ବିଗୁଡୁଛି ମଣିପୁର ସ୍ଥିତି । ଉଗ୍ରରୂପ ନେଇଥିବା ହିଂସା ଏବେ ରାଜନୈତିକ ମୋଡ ନେଉଛି ।  କଂଗ୍ରେସ ନେତା ଶଶି ଥରୁର ମଣିପୁରରେ ଆଦିବାସୀ ଏବଂ ପ୍ରଭାବଶାଳୀ ମୈତାଈ ସମୁଦାୟ ମଧ୍ୟରେ ଦେଖା ଦେଇଥିବା ସଂଘର୍ଷକୁ ନେଇ ବିଜେପିକୁ ଟାର୍ଗଟ କରିଛନ୍ତି । ସେ ଏଠାରେ ରାଷ୍ଟ୍ରପତି ଶାସନ…

ଦୁଃଖୀ ଦେଶ ଭାରତ; ୧୩୫ଟି ଖୁସି ଦେଶ ତାଲିକାରେ ୧୨୫ ନମ୍ବରରେ ରହିଛି

ହଜି ଯାଉଛି ହସ । ଯାହା ସ୍ୱତସ୍ପୃତ ଭାବେ ଓଠରୁ କଣରୁ ନିଗିଡ ଆସିବା କଥା ତାହା ପାଇଁ ଅଭ୍ୟାସ କରିବାକୁ ପଡୁଛି । ସେ ଅଭ୍ୟାସରେ ପୁଣି ଏ ମଣିଷ ଫେଲ ମାରୁଛି ।  ଯେଉଁ ହସ ପାଇଁ ଏତେ ସଂଘର୍ଷ..ଏତେ ପ୍ରତିଯୋଗିତା ସେ କାହିଁକି ଏମିତି ଦୂରେଇ ଦୂରେଇ ଯାଉଛି । କେଉଁଠି ଏ ଲୁଚି ଯାଉଛି ଏ…

ସପିଂ ମଲ୍ ଭିତରେ ଆଖିବୁଜା ଗୁଳିମାଡ; ୯ ମୃତ

ୱାଶିଂଟନ:ଆମେରିକାରେ  ପୁଣି ଫୁଟିଲା ଗୁଳି । ଦୁର୍ବୃର୍ତ୍ତଙ୍କ ଆଖିବୁଜା ଗୁଳିମାଡରେ ଥରିଲା ଟେକ୍ସାସ ସହର । ଟେକ୍ସାସର ଏକ ସପିଂ ମଲରେ ହୋଇଛି ଭୟଙ୍କର ଗୁଳିକାଣ୍ଡ । ଏଥିରେ ୮୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଅନ୍ୟପକ୍ଷେ ପୋଲିସର ପ୍ରତି ଆକ୍ରମଣରେ ଶୁଟରର ବି ମୃ୍ତ୍ୟୁ ଘଟିଛି ।…

ରଜୌରୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ, ଚାଲିଛି ସର୍ଚ୍ଚ ଅପରେସନ

ଶ୍ରୀନଗର: ଶ୍ରୀନଗରର ଅନେକ ସ୍ଥାନରେ ସେନା ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ କରୁଛି। ସେପଟେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜମ୍ମୁର ରଜୌରୀରେ ପହଞ୍ଚି ଗତକାଲି ସହିଦ ହୋଇଥିବା ପାଞ୍ଚଜଣ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପୂର୍ବରୁ ଉପ ରାଜ୍ୟପାଳ…

ନୀତୀଶଙ୍କ ‘ବିରୋଧୀ ଦଳର ଏକତା’କୁ ସମର୍ଥନ କରିବେ କହିଲେ ଶରଦ ପାଓ୍ୱାର

ମୁମ୍ବାଇ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ବିଜେପି ବିରୋଧରେ…

ବାତ୍ୟା ମୋଚାର ପ୍ରଭାବ, ଆସନ୍ତା ୫ ଦିନ ଯାଏ ଦେଶକୁ ହିଟ୍ ଓ୍ବେଭରୁ ମୁକ୍ତି

ନୂଆଦିଲ୍ଲୀ: ସାରା ଦେଶରେ ହିଟ୍ ଓ୍ବେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଗାମୀ ପାଞ୍ଚ ଦିନ ପାଇଁ କିନ୍ତୁ ଆଶ୍ବସ୍ତି ଆଣିଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଭାରତର କୌଣସି ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ବା ହିଟ୍…