Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଦୁଅ ଜମିରେ ପ୍ରେମୀଯୁଗଳଙ୍କ ଫଟୋ ସୁଟ୍ : ଲୋକେ କହିଲେ ପ୍ରକୃତରେ ଏମାନେ ‘ପ୍ରକୃତି ପ୍ରେମୀ’

ଫିଲିଫାଇନ୍ସ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ…

ନାଟୋର ସଦସ୍ୟ ହେଲା ଫିନଲାଣ୍ଡ

ବ୍ରୁସେଲ୍ସ: ଫିନଲାଣ୍ଡ ମଙ୍ଗଳବାର ବିଧିବଦ୍ଧ ଭାବେ ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ର ସଦସ୍ୟ ହୋଇଛି । ଏହି ମିଲିଟ୍ରି ଆଲାୟନ୍ସରେ ୩୧ତମ ଦେଶ ଭାବେ ଫିନଲାଣ୍ଡ ସାମିଲ ହୋଇଛି । ନାଟୋର ସେକ୍ରେଟାରୀ ଜେନେରାଲ ଜେନ୍ସ ଷ୍ଟୋଲେନବର୍ଗ ଏହା ଘୋଷଣା କରିଛନ୍ତି । ଅପରପକ୍ଷରେ ନାଟୋରେ…

ନୀଳ ରଙ୍ଗର ଅକ୍ଟୋପାସ ଦେଖିବାକୁ ସୁନ୍ଦର, କିନ୍ତୁ ମିନିଟ୍‌ରେ ନେଇପାରେ ଜୀବନ

ସିଡ଼ିନ୍ : ସମୁଦ୍ର ଭିତରେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଯାହା ଆମକୁ ଅଜଣା । ଖାସ୍‌କରି ସେମାନଙ୍କ ସହିତ ଜଡିତ ବିପଦ ବିଷୟରେ ଆମେ କିଛି ଜାଣି ନଥାନ୍ତି । ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କିଛି ମିନିଟ୍ ମଧ୍ୟରେ ମାରିଦେଇପାରେ । ଅଷ୍ଟ୍ରେଲିଆର…

ବିଜେପିର କଂଗ୍ରେସ ଫାଇଲ୍ : ତୃତୀୟ ଏପିସୋଡରେ ୨୦୧୨ର କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି

ନୂଆଦିଲ୍ଲୀ : ‘କଂଗ୍ରେସ ଫାଇଲ୍ସ’ ସିରିଜ୍‌ର ଏପିସୋଡ୍‌-୨ ରିଲିଜ୍‌ ହେବାର ଠିକ୍ ଗୋଟିଏ ଦିନ ପରେ ବିଜେପି ଏହାର ଏପିସୋଡ୍‌-୩ ରିଲିଜ୍‌ କରିଛି । ‘କଂଗ୍ରେସ ଫାଇଲ୍ସ’ ଏପିସୋଡ୍‌-୩ରେ ୨୦୧୨ର ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ଉପରେ ଆଲୋକପାତ କରିଛି। ମଙ୍ଗଳବାର ରିଲିଜ…

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।…

ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ଅଶୋକ ଗେହଲେଟ ଏବଂ ବସୁନ୍ଧରା ରାଜେ ଉଭୟଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଗେହଲେଟ ଟୁଇଟ କରି ଜଣାଇଛନ୍ତି ସାମାନ୍ୟ ଲକ୍ଷଣ ସହ ମୁଁ କୋଭିଡରେ ସଂକ୍ରମିତ ହୋଇଛି ।…

ପଶ୍ଚିମବଙ୍ଗ ହିଂସାକୁ ନେଇ ମମତାଙ୍କ କଟାକ୍ଷ; କହିଲେ ‘ବାମ’ ଓ ‘ରାମ’ ହାତ ମିଳାଇଛନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖେଜୁରୀରେ ଏକ ଜନସଭାକୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଛନ୍ତି । ପଶ୍ଚିମବଙ୍ଗରେ ହୋଇଥିବା ହିଂସା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି । ମମତା କହିଛନ୍ତି ଏମାନେ ହିନ୍ଦୁ ଧର୍ମକୁ ଦୂଷିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଘର ଭିତରେ ଦମ୍ପତ୍ତି କରୁଥିଲେ ଗଞ୍ଜେଇ ଚାଷ: ପୋଲିସକୁ ଠକିବା ଉଦ୍ୟମ କରି ନିଜେ ଧରାପଡ଼ିଗଲେ

ଲଣ୍ଡନ: କଥାରେ ଅଛି, ଅପରାଧ ଛୋଟ ହେଉ କିମ୍ବା ବଡ, ଯିଏ କୌଣସି ଅପରାଧ କରେ, ସେ ଦିନେ ନା ଦିନେ ଧରାପଡ଼େ । ଏହାକୁ ଯେତେ ଲୁଚାଇବାକୁ ଉଦ୍ୟମ କଲେ ବି ଏହା ନିଶ୍ଚୟ ସାମ୍ନାକୁ ଆସିଥାଏ । ଏବେ ସେପରି ଏକ ଅପରାଧର ଖୁଲାସା ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲଣ୍ଡନର ଜଣେ ବ୍ୟକ୍ତି…

ସିକ୍କିମରେ ଭୟଙ୍କର ହିମସ୍ଖଳନରେ ୬ ପର୍ଯ୍ୟଟକ ମୃତ, ୧୫୦ ଜଣ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ସିକ୍କିମର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗ୍ୟାଙ୍ଗଟକରେ ମଙ୍ଗଳବାର ହିମସ୍ଖଳନ ହୋଇଛି । ଯେଉଁଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫୦ରୁ ଅଧିକ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ମୃତ୍ୟୁବରଣ କରିଥିବା ୬ ପର୍ଯ୍ୟଟକଙ୍କ ମଧ୍ୟରେ ୪ ଜଣ ପୁରୁଷ, ଜଣେ ମହିଳା ଓ ଏକ ଛୁଆ…

ବିଜେପିକୁ ରାହୁଲଙ୍କ ପୁଣି ଟାର୍ଗେଟ୍ ! ପଚାରିଲେ; ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର ?

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପୁଣିଥରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଉ ସେହି ସମାନ ପ୍ରଶ୍ନ ପୁଣିଥରେ ଦୋହରାଇଛନ୍ତି । ମାନେ, ଅଦାନୀଙ୍କ ସେଲ୍ କମ୍ପାନିରେ ୨୦ ହଜାର କୋଟି କାହାର? କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଏଆଇସିସି କାର୍ଯ୍ୟାଳୟରେ ସିଇସି…