Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ କି ଥାଲାପତି…

ନୂଆଦିଲ୍ଲୀ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ, ତାମିଲନାଡୁ ଭେଟ୍ରି କାଝାଗମ (ଟିଭିକେ)ର ପ୍ରତିଷ୍ଠାତା ଥାଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଇତିହାସ ସୃଷ୍ଟି କରିଛନ୍ତି। ବିଜୟଙ୍କ ରଣନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ ଚେନ୍ନାଇର ପେରାମ୍ବୁର ଏବଂ ତିରୁଚିରାପାଲି…

ଗାର୍ଲଫ୍ରେଣ୍ଡଙ୍କୁ ବର୍ଥଡେ ଗିଫ୍ଟ, ତାମିଲନାଡୁରେ ଇତିହାସ ରଚିଲେ ବିଜୟ

ଚେନ୍ନାଇ: ଥାଲାପତି ବିଜୟ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ ଦଳ ତାମିଲନାଡୁରେ ସମସ୍ତ ଦଳକୁ ପଛରେ ପକାଇ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ଐତିହାସିକ ବିଜୟ ପରେ ଅଭିନେତା ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ପଦ ହାତେଇପାରନ୍ତି ବୋଲି…

ମମତାଙ୍କ ଦୃଢ ଦାବି, ସନ୍ଧ୍ୟା ସୁଦ୍ଧା ଟିଏମସିର ହିଁ ବିଜୟ ଶୁନିଶ୍ଚିତ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ, ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି । ଏକ ଭିଡିଓ…

ବିଜେପି କାର୍ଯ୍ୟାଳୟ ଯିବେ ମୋଦି, ମନାଇବେ ବିଜୟ ଉତ୍ସବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ବିଜେପି ମୁଖ୍ୟାଳୟରେ ଯିବେ। ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବାର…

“Gayi Mamata…gaya Stalinvaad…”: “ମମତା ଗଲେ, ଗୋଗୋଇ ଗଲେ, ଗଲା ଷ୍ଟାଲିନବାଦ…ଭାରତରେ ଏବେ ଖାଲି…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଏବଂ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗଣନା କରାଯାଉଛି। ଏପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାରେ ବିଜେପି ଭଲ ପ୍ରଦର୍ଶନ କରୁଥିବା ଦେଖାଉଛି, ଯେତେବେଳେ କଂଗ୍ରେସ କେରଳରେ କେବଳ ତାର ସ୍ଥିତିରେ ଉନ୍ନତି ଆଣିଛି। ଏହି…

ରିଲ୍ ହିରୋରୁ ରିଅଲ୍ ଲିଡର୍ ! ଥଲାପତି ବିଜୟ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର, ଯିଏ ପରଦାରେ ନିଜ ଆକ୍ସନରେ ଦର୍ଶକଙ୍କୁ ମତୁଆଲା କରୁଥିଲେ, ହେଲେ ଏବେ ରାଜନୀତି ମଇଦାନରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେ ହେଉଛନ୍ତି ସୁପରଷ୍ଟାର୍ 'ଥଲାପତି' ବିଜୟ। ମାତ୍ର ଦୁଇ ବର୍ଷ ତଳେ ଗଠନ ହୋଇଥିବା ତାଙ୍କ ଦଳ 'ତାମିଲଗା ଭେଟ୍ରି…

Election Result: ଥାଲାପତୀଙ୍କ ପରାଜୟ ଗୁଜବ ଶୁଣି ଫ୍ୟାନ୍ସଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ: ସୋମବାର (୪ ମେ, ୨୦୨୬) ଦିନ ତାମିଲନାଡୁ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଉଛି। ଏହି ସମୟରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଟିଭିକେ ପାର୍ଟି ମୁଖ୍ୟ ଥାଲାପତୀ ବିଜୟ ନିର୍ବାଚନରେ ପରାଜିତ ହୋଇଥିବା ଗୁଜବ…

BJP Workers Outside Mamata Banerjee’s Residence: ମ୍ୟାଜିକ୍ ନମ୍ବର ଡେଇଁଲା ପରେ ଦିଦିଙ୍କ ବାସଭବନ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାରମ୍ଭିକ ଟ୍ରେଣ୍ଡିଂରେ ​​ବିଜେପିର ବିପୁଳ ବିଜୟ ପରେ, ଏବେ ସେ ମ୍ୟାଜିକ ନମ୍ବର ୧୪୮ ଠାରୁ ବହୁ ଆଗରେ । ଯାହା ପରେ ଏବେ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି ବିଜେପି କର୍ମୀ । ବଙ୍ଗରୁ ଦିଲ୍ଲୀ ବିଜେପି ଶିବିର ଉତ୍ସବ ମୁଖର । ଏହି ସମୟରେ…

Election Result: ତାମିଲନାଡୁରେ ଆଗେଇଛି ଥାଲାପତିଙ୍କ ଟିଭିକେ, କାନ୍ଦିଲେ ଡିଏମକେ କର୍ମୀ

ଚେନ୍ନାଇ: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି। ଏହା ପୂର୍ବରୁ ଭୋଟ ଗଣତିରେ ଥାଲାପତି ବିଜୟଙ୍କ ଟିଭିକେ ଆଗରେ ଥିବା ଜଣାପଡ଼ିଛି। ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି କରିଛି। ପ୍ରାରମ୍ଭିକ ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ ଟିଭିକେ…

ସ୍ୱାଧୀନତା ପରେ ପ୍ରଥମ… ଦେଶରୁ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହେଲା ବାମପନ୍ଥୀ, କୌଣସି ବି ରାଜ୍ୟରେ ନାହିଁ…

ଥିରୁଅନନ୍ତପୁରମ୍: କେରଳ ବିଧାନସଭା ନିର୍ବାଚନ ପରେ ଭୋଟ ଗଣତି ଆରମ୍ଭ ହୋଇଛି । କେରଳରୁ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ଏପର୍ଯ୍ୟନ୍ତ ପ୍ରାରମ୍ଭିକ ଟ୍ରେଣ୍ଡ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF)କୁ ଆଗୁଆ ଥିବା ଦେଖାଯାଉଛି । ସ୍ୱାଧୀନତା ପରେ…