Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅସୁରକ୍ଷିତ ଆମେରିକା? ସ୍କୁଲ ଭିତରେ ଗର୍ଜିଲା ବନ୍ଧୁକ, ୩ ଜଣଙ୍କ ମୃତ୍ୟୁ ୨୦ ଆହତ

ଓ୍ୱାଶିଂଟନ: ଅସୁରକ୍ଷିତ ଆମେରିକା? ଦିନ ଦ୍ୱିପ୍ରହରରେ ଫୁଟି ଚାଲିଛି ଗୁଳି। ମିନେସୋଟାର ମିନିଆପୋଲିସ୍‌ରେ ଏକ କ୍ୟାଥୋଲିକ ସ୍କୁଲରେ ଭୟଙ୍କର ଗୁଳିମାଡ଼ ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାଟି ସ୍ଥାନୀୟ ସମୟ ସକାଳେ ଘଟିଥିବା ଜଣାପଡ଼ିଛି।…

ଏବେ ଏଣ୍ଡ୍ରଏଡ୍ ଓ iPhone ମଧ୍ୟରେ ଆରାମରେ ହେବ ଫାଇଲ ଟ୍ରାନ୍ସପର, ଜାଣନ୍ତୁ ଟ୍ରିକ୍

ନୂଆଦିଲ୍ଲୀ: ଗୁଗୁଲର ଲୋକପ୍ରିୟ ଫାଇଲ୍ ଶେୟାରିଂ ଟୁଲ୍ ‘କ୍ୱିକ୍ ଶେୟାର’ ଶୀଘ୍ର iPhone ଏବଂ Mac ଡିଭାଇସ୍‌ରେ ମଧ୍ୟ କାମ କରିପାରେ। ଏଯାଏ ଏହା କେବଳ ଏଣ୍ଡ୍ରଏଡ୍ ଫୋନ୍, କ୍ରୋମବୁକ୍ ଏବଂ ଉଇଣ୍ଡୋଜ୍ ପିସିରେ ଉପଲବ୍ଧ ଥିଲା, କିନ୍ତୁ ଏବେ ଗୂଗଲ୍ iOS ଏବଂ macOS ପାଇଁ ଏହାକୁ ଆଣିବାର ଯୋଜନା…

HDFCରେ ଆକାଉଣ୍ଟ ଥିଲେ ନିଶ୍ଚିତ ପଢ଼ନ୍ତୁ ଏହି ଖବର, ଆଗକୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଉଚ୍ଚ ନେଟ୍‌ୱର୍ଥ ବ୍ୟକ୍ତି ଏବଂ HDFC ବ୍ୟାଙ୍କର ଗ୍ରାହକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ବ୍ୟାଙ୍କ ଏହାର ପ୍ରିମିୟମ୍ ସେବା ଇମ୍ପେରିଆର ନିୟମରେ ଏକ ନୂଆ ବିକଳ୍ପ ଯୋଡିଛି, ଯାହା ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ। ଏହି ପରିବର୍ତ୍ତନ ୧ ଅକ୍ଟୋବର…

ଭାରତ-ଆମେରିକା ଭିତରେ ଆହୁରି ବଢ଼ିଲା ବିବାଦ, ରାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତ-ଆମେରିକା ସମ୍ପର୍କରେ ଆହୁରି ତିକ୍ତତା ବଢ଼ିଛି । ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ପରେ ଭାରତ ଆହୁରି କଠର ହୋଇଛି । ଆଉ ଏହି କଥା ଆମେ ଏଥିପାଇଁ କହୁଛୁ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି କମ୍ ଚାରି ଥର ଫୋନ୍‌…

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ବରଫ ସହଜରେ ତରଳିବନି

ନୂଆଦିଲ୍ଲୀ: ବରଫର ପ୍ରକୃତି ତରଳିବା । ଏଥିପାଇଁ ସର୍ବଦା ଏହାକୁ ଶୂନ ଡିଗ୍ରୀ ତଳେ ରଖାଯାଇଥାଏ । ଏବେ ବୈଜ୍ଞାନିକମାନେ ଏ ଭଳି ଏକ ବରଫ ପ୍ରସ୍ତୁତ କରିଛନ୍ତି ଯାହା କି ସହଜରେ ତରଳିବ ନାହିଁ । କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ଜିହାନ ଝୋଉଙ୍କ ଅଧ୍ୟକ୍ଷତାରେ ଏହାକୁ ପ୍ରସ୍ତୁତ…

ବସ୍ ଓଲଟି ଚାଲିଗଲା ୨୫ ଜୀବନ, ଗୋଟେ ସପ୍ତାହରେ ସଡ଼କ ଦୁର୍ଘଟଣାରେ ଗଲାଣି…

ନୂଆଦିଲ୍ଲୀ:ଆଫଗାନିସ୍ତାନରରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଦିଗରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ ଜଣ ଆହତ ହୋଇଥିବା ତାଲିବାନର…

କାର ସହିତ ଭାସିଗଲା ଗୋଟିଏ ପରିବାର; ୪ ମୃତ

ଛତିଶଗଡ:୨୬ ଅଗଷ୍ଟରେ ଛତିଶଗଡ଼ର ବସ୍ତରରେ ଗୋଟିଏ ପରିବାରର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏନ୍‌ଏଚ୍‌ ୩୦ରେ ଦରଭା ନିକଟରେ ଏକ କାର ବୁଡ଼ି ଯାଇ ୪ ଜଣଙ୍କର ମୃତ୍ୟୁ ଘଟିଛି। କାର୍‌ ମଧ୍ୟରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। ଏକ ପୋଲ ପାର ହେବା ସମୟରେ ପାଣିରେ ଭାସି ଯିବାରୁ ଦମ୍ପତି ଏବଂ…

ବନ୍ୟାପାଣି ଘେରରେ ନବୋଦୟ ସ୍କୁଲ, ଫସିଲେ ଷ୍ଟାଫଙ୍କ ସମେତ ୪୦୦ ଛାତ୍ରଛାତ୍ରୀ

ପଞ୍ଜାବ: ପ୍ରବଳ ବର୍ଷା ଯୋଗୁଁ ହିମାଚଳ ଏବଂ ଜମ୍ମୁ କାଶ୍ମୀରରୁ ଆସୁଥିବା ନଦୀର ଜଳସ୍ତର ବଢିବା ଫଳରେ ପଞ୍ଜାବର ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗୁରୁଦାସପୁର ଜିଲ୍ଲାରେ ଏକ ଜବାହାର ନବୋଦୟ ବିଦ୍ୟାଳୟ ହଠାତ୍ ବନ୍ୟା ଘେରକୁ ଆସିଯାଇଥିଲା। ଦେଖୁଦେଖୁ ସମଗ୍ର କ୍ୟାମ୍ପସ…

ଚୀନକୁ ଧମକାଇଲେ ଟ୍ରମ୍ପ; ଚାହିଁଲେ ଧ୍ଵଂସ କରିଦେବୁ…

ନୂଆଦିଲ୍ଲୀ: ଆମେରିକା ଚୀନ୍ ସହିତ ସମ୍ପର୍କ ବଜାୟ ରଖିବା ସପକ୍ଷରେ। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ହ୍ୱାଇଟ୍ ହାଉସରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମୟୋଙ୍ଗଙ୍କ ସହ ଏକ ଭେଟଘାଟ ସମୟରେ ଟ୍ରମ୍ପ୍ ଚୀନକୁ ସିଧାସଳଖ ଧମକ…

Trump Tariff On India: ଆଜିଠୁ ୫୦ ପ୍ରତିଶତ ଟାରିଫ୍: ଅତିରିକ୍ତ ୨୫% ଶୁଳ୍କ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଏହି ମାସର ଆରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଘୋଷଣା କରାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏବେ ଭାରତୀୟ ଆମଦାନୀ ଉପରେ ମୋଟ ଶୁଳ୍କ ୫୦% ହେବ। ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ…