Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାତ୍ମା ଗାନ୍ଧିଙ୍କୁ ସର୍ବୋଚ୍ଚ ସମ୍ମାନ ଦେବାକୁ ଆମେରିକା ସଂସଦରେ ପୁଣି ଆସିଲା ପ୍ରସ୍ତାବ

ଓ୍ୱାଶିଂଟନ୍: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ । ଏନେଇ ଆମେରିକା ସଂସଦରେ ପୁଣି ଥରେ ପ୍ରସ୍ତାବ ଆଗତ ହୋଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଶାନ୍ତି ଓ ଅହିଂସା ଦିଗରେ କାମ କରୁଥିବାରୁ…

କାବୁଲ ଅଭିମୁଖେ ବଢୁଛି ତାଲିବାନ, ୩୪ରୁ ୧୮ ପ୍ରଦେଶ କବଜା କଲାଣି

କାବୁଲ: ଆଫଗାନିସ୍ତାନୀରେ ତାଲିବାନଙ୍କ ନରସଂହାର ଜାରି ରହିଛି । ଦମନଲୀଳା ଭିତରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛନ୍ତି ଆତଙ୍କବାଦୀ । ଆମେରିକା ନିଜ ସୈନ୍ୟ ଫେରାଇ ନେବା ପରେ ତାଲିବାନଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି । ୩୪ଟିରୁ ବର୍ତ୍ତମାନ ସୁଦ୍ଧା ୧୮ଟି…

ଦ୍ବିତୀୟ ଡୋଜ ନେବା ପରେ କମିଛି ବ୍ରେକ୍‌ଥ୍ରୁ ସଂକ୍ରମଣ ସଂଖ୍ୟା; ରିପୋର୍ଟ

ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ ଭାରତ କୋଭିଡ-୧୯ ବିରୁଦ୍ଧରେ ଟିକା ଦିଆଯାଇଥିବା ଲୋକଙ୍କ ମଧ୍ୟରେ ମୋଟ ୨.୬ ଲକ୍ଷ ବ୍ରେକଥ୍ରୁ ସଂକ୍ରମଣ ରେକର୍ଡ କରିଛି। ଅବଶ୍ୟ, ସଂପୂର୍ଣ୍ଣ ଟିକାକୃତ ଜନସଂଖ୍ୟା ମଧ୍ୟରେ ବ୍ରେକ୍ଥ୍ରୁ ସଂକ୍ରମଣର ସଂଖ୍ୟା ତୁଳନାତ୍ମକ ଭାବେ କମ୍ ରହିଛି। ଯେଉଁମାନେ ଉଭୟ…

ତୃତୀୟ ଲହର ଲୋକଙ୍କ ଉପଯୁକ୍ତ ଆଚରଣ ଉପରେ ନିର୍ଭର କରେ; ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି ଯେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ତୃତୀୟ ତରଙ୍ଗର ଭୟ‌ାବହତା ଆଗକୁ କେତେ କ୍ଷୀପ୍ର ହେବ ତାହା ନାଗରିକଙ୍କ କୋଭିଡ୍‌ର ଉପଯୁକ୍ତ ଆଚରଣ ଉପରେ ନିର୍ଭର କରେ। ସେ ଆହୁରି…

ବିବାହରେ ବାଧ୍ୟତାମୂଳକ ଯୌନ ସମ୍ପର୍କ ବେଆଇନ ନୁହେଁ!

ମୁମ୍ବାଇ: ଏଣିକି ବିବାହ ପରେ ବାଧ୍ୟତାମୂଳକ ଯୌନ ସମ୍ପର୍କକୁ ବେଆଇନ କୁହାଯାଇପାରିବ ନାହିଁ। ମୁମ୍ବାଇ ହାଇକୋର୍ଟ ଶୁକ୍ରବାର ଏ ବାବଦରେ ଟିପ୍ପଣୀ ଦେଇଛନ୍ତି। ସ୍ୱାମୀଙ୍କ ଦ୍ୱାରା ଜବରଦସ୍ତ ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କ ଅଭିଯୋଗ ଶୁଣିବାବେଳେ ମୁମ୍ବାଇର ଅତିରିକ୍ତ ସେସନ୍ସ…

ଆସନ୍ତା ଦିନରେ ଅଧିକ ସଂକ୍ରମିତ ହୋଇପାରନ୍ତି ଶିଶୁ ଓ କିଶୋର

ନୂଆଦିଲ୍ଲୀ : କୋଭିଡ ନେଇ ପୁଣି ଆସିଲା ଚିନ୍ତାଜନକ ତଥ୍ୟ । ସାଧାରଣ ଥଣ୍ଡାର କାରଣ ପାଲଟୁଥିବା କିଛି କରୋନା ଭାଇରସ ପରି କୋଭିଡ 19 ନିଜର ଧାରା ବଦଳାଇବ । ଆସନ୍ତା ଦିନରେ ବିଶେଷ କରି ଶିଶୁ ଓ କିଶୋରଙ୍କୁ ସଂକ୍ରମିତ କରିବ । ଟିକା ନେଇ ନଥିବା କିମ୍ବା ଭାଇରସ ସଂସ୍ପର୍ଶରେ ଆସିଥିବା ଶିଶୁ ଓ…

କାନ୍ଦାହାରକୁ କବଜା କଲେ ତାଲିବାନୀ ଆତଙ୍କବାଦୀ

ଆଫଗାନିସ୍ତାନ : ଆପଗାନିସ୍ତାନରେ ଜଟିଳ ରୂପ ନେଉଛି ସ୍ଥିତି । ଆତଙ୍କୀଙ୍କ କବଳକୁ ଯାଉଛି ପୂରା ଆଫଗାନିସ୍ତାନ । ଖୁବଶୀଘ୍ର କାବୁଲକୁ କବ୍‌ଜା କରିପାରେ ତାଲିବାନ୍ । ଦେଶର ଅନ୍ୟତମ ବଡ଼ ସହର ହେରାତକୁ ନିଜ ଅକ୍ତିଆରକୁ ନେଇସାରିଥିବା ବେଳେ, ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାରକୁ…

ମାରାତ୍ମକ ଲାମ୍ବଡା ଭ୍ୟାରିଆଣ୍ଟ ବିରୋଧରେ ଫେଲ୍ ମାରୁଛି ଟିକା

ନୂଆଦିଲ୍ଲୀ : ମାରାତ୍ମକ ହେବ ଲାମ୍ବଡା ଭ୍ୟାରିଆଣ୍ଟ । ଏହା ବିରୋଧରେ ଫେଲ ମାରୁଛି ଟିକା । ଦେଶରେ ଡେଲଟା ପ୍ଲସକୁ ନେଇ ଗମ୍ଭୀର ସ୍ଥିତି ଜାରି ରହିଥିବା ବେଳେ, ଲାମ୍ବଡା ଭ୍ୟାରିଆଣ୍ଟକୁ ନେଇ ଆସିଛି ଚିନ୍ତାଜନକ ତଥ୍ୟ । ଆମେରିକା ସମେତ ଅନ୍ୟ କେତେକ ଦେଶରେ ଲାମ୍ବଡା ଭ୍ୟାରିଆଣ୍ଟ…

ଜଷ୍ଟିସ ଆୟେଶା ମଲିକ ହେବେ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି

ଇସ୍‌ଲାମ୍‌ବାଦ: ପାକିସ୍ତାନ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି। ପାକିସ୍ତାନରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ଆୟେଶା ମଲିକ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ସିଜେପି ମୁଶେର ଆଲାମ ଅଗଷ୍ଟ ୧୭ ରେ ଅବସର ନେବାକୁ…

ଟିକାକୃତ ଲୋକମାନେ ଡେଲଟା ପ୍ରଜାତିର ବିସ୍ତାର କରିପାରନ୍ତି; ରିପୋର୍ଟ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଟିକାକରଣ ହୋଇଥିବା ୬୩ ବର୍ଷ ବୟସ୍କା ମହିଳା କରୋନା ଡେଲଟା ପ୍ଲସ୍ ରେ ସଂକ୍ରମିତ ମୃତ୍ୟୁବରଣ କରିଥିବା ଖବର ଆସିବା ପରେ ଅନୁସନ୍ଧାନକାରୀମାନେ ଏହି ଭୂତାଣୁ ଅନ୍ୟମାନଙ୍କୁ ଅତି ସହଜରେ ବ୍ୟାପୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ଟିକା ନେଇଥିବା ଲୋକ ବି ଅତି…