Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟୋକିଓ ଅଲିମ୍ପିକ୍ସ: ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପି. ଭି. ସିନ୍ଧୁଙ୍କ ବିଜୟ ଅଭିଯାନ ଜାରି ରହିଛି । ମହିଳା ସିଙ୍ଗଲ୍ସର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ବିଜୟୀ ହୋଇଛନ୍ତି । ହଂକଂ ପ୍ରତିଯୋଗୀ ଚେଉଙ୍ଗ ନ୍ୟାଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତା କରିଛନ୍ତି । ଏହି ବିଜୟ ସହ ସେ ରାଉଣ୍ଡ ୧୬କୁ ଉନ୍ନୀତ…

ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବସଭରାଜ ବୋମ୍ମାଇ

ବେଙ୍ଗାଲୁରୁ: କିଛି ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନର ଅନ୍ତ ଘଟିଛି। କର୍ଣ୍ଣାଟକକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ଏଥିପାଥଁ ବିଜେପି ଏକ ନୂଆ ଚେହେରୋ ସନ୍ଧାନ କରୁଥିଲା। ୟେଦୁରପ୍ପାଙ୍କ ଶାସନର ପତନ ପରେ ଏବେ ୟେଦୁରପ୍ପାଙ୍କ କ୍ୟାବିନେଟ୍‌ ଗୃହମନ୍ତ୍ରୀ ଥିବା ବସଭରାଜ ବୋମ୍ମାଇ…

ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୮ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠିଆ ହୋଇଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ଅଯୋଧ୍ୟା-ଲକ୍ଷ୍ନୌ ହାଇଓ୍ୱେରେ ବାରବାଙ୍କୀର ରାମସମେନୀ ନିକଟରେ ବିଳମ୍ବିତ ରାତିରେ ହୋଇଛି ।…

ଏଫସିଆଇଏଲର ତାଳଚେର ୟୁନିଟ୍ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ)ର ତାଳଚେର ୟୁନିଟ ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି । ଚୟନ କରାଯାଇଥିବା କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଯୌଥ ଉଦ୍ୟୋଗ ମାଧ୍ୟମରେ ଏଠାରେ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ…

ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ : କର୍ଣ୍ଣାଟକ ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ବାସବରାଜ ବୋମାଇ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି । ଆସନ୍ତାକାଲି ଅପରାହ୍ନ ୩ଟା ୨୦ରେ କର୍ଣ୍ଣାଟକର ନୂଆ…

୧୦୦୧ ପ୍ରକାରର ଆଇସକ୍ରିମ ପ୍ରସ୍ତୁତ କରି ୱାର୍ଲ୍ଡ ରେକର୍ଡ କଲା ଆବୁଧାବିର ପପ ଅଫ ଶପ

ଦୁବାଇ: ଆବୁଧାବିର ୟାସ ମଲରେ ଥିବା ପପ ଅଫ ଶପ ୧୦୦୧ ପ୍ରକାରର ଆଇସକ୍ରିମ ପ୍ରସ୍ତୁତ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଭାନିଲା, ବଟରସ୍କଚ, ଚକୋଲେଟ ଓ ଷ୍ଟ୍ରବେରୀ ପରି ନିୟମିତ ଫ୍ଲେଭରର ଆଇସକ୍ରିମ ଖାଇ ବୋର ହୋଇ ପଡିଥିବା ବ୍ୟକ୍ତି ଏଠାକୁ ଆସିବାକୁ ଲାଗିଛନ୍ତି ।…

ଆଉ ମାସେ ବଂଚିବେ ଜାଣି ମଧ୍ୟ ଘରେ ଦେଲେ ବିଶାଳ ପାର୍ଟି, ହସି ହସି ମରିବାକୁ ଚାହୁଁଛନ୍ତି ଏହି ମହିଳା !

ଲଣ୍ଡନ: ୪୦ ବର୍ଷୀୟା କ୍ୟାନ୍ସର ରୋଗୀ ହେଥର ବୋନ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ପ୍ରକୃତ ରହସ୍ୟକୁ ସେ ବୋଧହୁଏ ବୁଝି ପାରିଛନ୍ତିି । ସେ ଆଉ ମାତ୍ର ମାସେ ବଂଚିବେ ବୋଲି ଡାକ୍ତରମାନେ କହିବା ପରେ ସେ ଭାଙ୍ଗି ପଡି ନ ଥିଲେ । ବାକି ଥିବା…

ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା

ନୂଆଦିଲ୍ଲୀ : ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ଋଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ । ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

୨ରୁ୩ ମାସ ମଧ୍ୟରେ ଦୁର୍ବଳ ହୋଇପାରେ ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି

ନୂଆଦିଲ୍ଲୀ: ଦି ଲାନସେଟ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଫାଇଜର ଏବଂ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ସ୍ତର ୨ରୁ୩ ମାସ ମଧ୍ୟରେ ଦୁର୍ବଳ ହୋଇପାରେ। ୨ରୁ ୩ ମାସ ମଧ୍ୟରେ ଜଣେ ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଆଣ୍ଟିବଡି ସ୍ତର…

କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ

ନୂଆଦିଲ୍ଲୀ : କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ହେଲେ ଦୀପକ ଦାସ । ପ୍ରଥମ ଓଡ଼ିଆ ଅଫିସର ଭାବେ ଦୀପକ ଦାସଙ୍କୁ କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୬ ବ୍ୟାଚ୍ ଆଇସିଏଏସ୍ ଅଫିସର ହେଉଛନ୍ତି ଦୀପକ ଦାସ । ଅଗଷ୍ଟ ପହିଲାରୁ ସେ ସିଜିଏ ଭାବେ ଦାୟିତ୍ୱ ଗ୍ରହଣ…