Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

FSSAI in Action: FSSAIର ବଡ଼ କାର୍ଯ୍ୟାନୁଷ୍ଠାନ: ଏଭରେଷ୍ଟ ଓ ଏଲଜି ହେଙ୍ଗୁ ବିକ୍ରି ଉପରେ କଟକଣା

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଗୋଟିଏ ପରେ ଗୋଟିଏ କମ୍ପାନୀ ଉପରେ ଚଢା଼ଉ କରୁଛି ଓ ପ୍ରଡକ୍ଟ ବ୍ୟାନ୍ କରୁଛି। । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଜିମ୍ବାୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନିବସ୍ ଦୁର୍ଘଟଣାଗ୍ରସ୍ତ, ୨୭ ମୃତ

ହରାରେ: ମଧ୍ୟ ଜିମ୍ବାୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨୭ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି। ମିନିବସ୍ 'କୋମ୍ବି' ଚର୍ଚ୍ଚର ସଦସ୍ୟମାନଙ୍କୁ ନେଇ ଏକ ସମ୍ମିଳନୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ପୋଲିସ ସୂଚନାନୁସାରେ, ରାଜଧାନୀ ହରାରେଠାରୁ ପ୍ରାୟ ୧୪୦ କିଲୋମିଟର ଦୂର ଚିଭୁ…

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ପ୍ରହାର : ଭୟଙ୍କର ବିସ୍ଫୋରଣରେ ୨୭ ମୃତ

କିଭ୍: ୟୁକ୍ରେନ ରାଜଧାନୀ କିଭ୍ ନିକଟସ୍ଥ ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ ରୁଷିଆ ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁଁ ଗୋଦାମ ଘରେ ଶକ୍ତିଶାଳୀ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ସହ ଘଟି ଅନ୍ତତଃ ୨୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୪୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।…

Expired Biscuits: ଅଭିଯୋଗ ପରେ ବି କିଛି ଆକ୍ସନ ନେଲେନି ଅଫିସର, ଜୋର ଜବରଦସ୍ତି ଲୋକେ ଖୁଆଇଲେ ଏକ୍ସପାଏରୀ…

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରୁ ଆସିଛି ଏକ ଚର୍ଚ୍ଚିତ ଘଟଣା। ଏକ ପାନ ଦୋକାନରେ ଏକ୍ସପାୟାରୀ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗର ଯାଞ୍ଚ ପାଇଁ ଯାଇଥିବା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (FDA) ଅଧିକାରୀଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଛି।…

Scorpion Venom: ବିଷ ବଞ୍ଚାଇବ ଜୀବନ…ଦାମ କୋଟି କୋଟି ଟଙ୍କା!

ନୂଆଦିଲ୍ଲୀ: ବିଷ ବଞ୍ଚାଇବ ଜୀବନ? ବୁନ୍ଦାଏ ବିଷକୁ ଲକ୍ଷ ଲକ୍ଷ ଟଙ୍କା! ବିଷ… ଯାହାକୁ ଲୋକେ ଜୀବନ ହାରିବା ପାଇଁ ଖାଆନ୍ତି, ଯାହାର ଟିକିଏ ବି ମାତ୍ରା ଆମ ଶରୀର ପାଇଁ ମରଣାନ୍ତକ ହୋଇପାରେ, ସେହି ବିଷ ଏବେ ଜୀବନ ବଞ୍ଚାଇବ! ଆଉ ଏହି ବିଷର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।…

PM Modi Visits: ମୋଦୀଙ୍କ ମିଶନ୍ ମଧ୍ୟ ଏସିଆ; ଉଜବେକିସ୍ତାନରୁ କିର୍ଗିଜସ୍ତାନ, ପୁଟିନଙ୍କ ସହ ସାକ୍ଷାତ…ଗସ୍ତରେ…

ନୂଆଦିଲ୍ଲୀ: ତିନି ଦିନିଆ ଉଜବେକିସ୍ତାନ ଓ କିର୍ଗିଜସ୍ତାନ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଗସ୍ତ ସମୟରେ ସେ ୨୬ତମ ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗଦେବା ସହ ଅନେକ SCO ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥିରେ ରୁଷିଆ ରାଷ୍ଟ୍ରପତି…

Venezuela Oil: ଭେନେଜୁଏଲାର ୬୫ ବିଲିୟନ ବ୍ୟାରେଲ ତୈଳ ଭଣ୍ଡାର ଉପରେ ଆମେରିକା ଆଖି! ଟ୍ରମ୍ପ କହିଲେ, ‘ବିଶ୍ୱର…

ନୂଆଦିଲ୍ଲୀ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ପ୍ରାୟ ୬୫ ବିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭଣ୍ଡାର ଉପରେ ଆମେରିକା ନିୟନ୍ତ୍ରଣ ନେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହାକୁ ସେ “ବିଶ୍ୱ ଇତିହାସର ସବୁଠାରୁ ବଡ଼ ତୈଳ ଚୁକ୍ତି” ବୋଲି…

Rakhi To Delivery Boy: ଡେଲିଭରି ବୟଙ୍କୁ ରାକ୍ଷୀ ବାନ୍ଧିଲେ, ପାଦ ଛୁଇଁ ନେଲେ ଆଶୀର୍ବାଦ…

ଭଦୋଦରା: ଭଉଣୀ-ଭାଇର ସମ୍ପର୍କ କେବଳ ରକ୍ତର ନୁହେଁ, ଏହା ସ୍ନେହ, ଭଲପାଇବା ଓ ଭାବନାର ଏକ ପବିତ୍ର ବନ୍ଧନ। ଆଉ ଏହି ସୁନ୍ଦର ସମ୍ପର୍କକୁ ଏକ ଉତ୍ସବ ମାଧ୍ୟମରେ ପାଳନ କରାଯାଏ “ରକ୍ଷାବନ୍ଧନ”। ଭାଇ-ଭଉଣୀଙ୍କ ଏହି ପବିତ୍ର ବନ୍ଧନର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ କିଣୁଛି।…

ଜେନ୍-ଜିଙ୍କୁ ଆକୃଷ୍ଟ କରିବାକୁ ବିଜେପିର ଇନଷ୍ଟାଗ୍ରାମ୍ ଜାଲ୍

ଭୁବନେଶ୍ୱର: ଯୁବପିଢ଼ି ବା (ଜେନ୍-ଜି)ଙ୍କୁ ଦଳ ସହ ଯୋଡ଼ିବା ପାଇଁ ଭାରତୀୟ ଜନତା ପାର୍ଟି ନିଜର ସୋସିଆଲ୍ ମିଡିଆ ରଣନୀତିରେ ବଡ଼ ପରିବର୍ତ୍ତନ କରିଛି। ପାରମ୍ପରିକ ରାଜନୈତିକ ଭାଷଣ ବଦଳରେ ଦଳ ଏବେ ଇନଷ୍ଟାଗ୍ରାମ୍ ମିମ୍ସ, ପପ୍-କଲଚର ଏବଂ କାର୍ଟୁନ୍ ଚରିତ୍ରର ସାହାରା ନେଉଛି। ଦଳର ନୂଆ…

ପୁଣି ମହଙ୍ଗା ହେଲା CNG, ଜାଣନ୍ତୁ କେତେ ରହିଛି ଆଜିର ଦର…

ନୂଆଦିଲ୍ଲୀ: ଦେଶରେ ପୁଣିଥାଏ ଆବଶ୍ୟକୀୟ ଜାଳେଇଣି CNG ଦର ବୃଦ୍ଧି ପାଇଛି। ବିଭିନ୍ନ ସହର ଓ କମ୍ପାନି ଅନୁସାରେ ସିଏନଜି (CNG) ଦାମ୍ ପୁଣି ବୃଦ୍ଧି ପାଇଛି। ଯାହା ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି। ବାରମ୍ବାର ଦର ବୃଦ୍ଧି ଯୋଗୁଁ ଅଟୋ, କାର୍ ଓ ଯାତାୟାତ ସେବା ବ୍ୟବହାର କରୁଥିବା…