Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିବସେନା ନେଇ ଅଳ୍ପ ଅଳ୍ପ ତଥ୍ୟ ଦେବି, ପୂରା ବ୍ରେକିଂ ନ୍ୟୁଜ ଦେବିନି :ନାରାୟଣ ରାଣେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ…

କାଜାକସ୍ତାନର ଅସ୍ତ୍ରଭଣ୍ଡାରରେ ବଡ ଧରଣର ବିସ୍ଫୋରଣ, ୯ ମୃତ୍ୟୁ

ନୁର-ସୁଲତାନ: କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି କାଜକସ୍ତାନ ଥରିଛି । ଜାମ୍ବିଲ ସ୍ଥିତ ସେନା ଆଡ୍ଡାରେ ଏହି ବିସ୍ଫୋରଣ ଘଟିଛି । ପ୍ରାରମ୍ଭିକ ରିପୋର୍ଟରେ ୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି । ଏହି ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି…

କାବୁଲ ବିମାନବନ୍ଦରରେ ଆକାଶଛୁଁଆ ପାଣି ଦର; ଗୋଟେ ବୋତଲକୁ ୪୦ ଡଲାର

କାବୁଲ: ଆଫଗାନିସ୍ତାନକୁ ଦଖଲକୁ ନେବା ପରେ କାବୁଲ ବିମାନବନ୍ଦର ବାହାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ବିମାନବନ୍ଦର ବାହାରେ ବିସ୍ଫୋରଣର ଗୋଟିଏ ଦିନ ପରେ ମଧ୍ୟ ହଜାର ହଜାର ଆଫଗାନିସ୍ତାନ ବିମାନବନ୍ଦରରେ ଦେଶ ଛାଡି ପଳାଇବା ପାଇଁ ଛିଡାହୋଇ ରହିଛନ୍ତି। କାବୁଲ ବିମାନବନ୍ଦର…

ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ କାଶ୍ମୀରରୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ…

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଶୁକ୍ରବାର ସକାଳେ ଜୟପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସୱାଇ ମାନ୍ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ଫଳରେ ତାଙ୍କ ଦିଲ୍ଲୀ ଗସ୍ତ ବାତିଲ ହୋଇଛି।…

ବଦଳିଯିବ ଉତ୍ତରପ୍ରଦେଶର ଏହି ସହରର ନାଁ!

ଲକ୍ଷ୍ନୌ: ବଦଳିଯିବ ଉତ୍ତରପ୍ରଦେଶର ଏହି ସହରର ନାଁ। ୟୁପି ସରକାର ସୁଲତାନପୁର ସହରର ନାଁ ପରିବର୍ତ୍ତନ କରି କୁଶ ଭବନପୁର ନାମରେ ନାମିତ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୁଶ ହେଉଛି ପ୍ରଭୁ ରାମଙ୍କ ପୁଅର ନାମ। ରାଜସ୍ୱ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ଏଥିପାଇଁ ଏକ…

କାବୁଲ ସିରିଜ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି

ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣରେ ଅତି କମ୍‌ରେ ୯୦ ଜଣ ଆଫଗାନିସ୍ତାନ ଏବଂ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଯାହା ଏବେ ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୦ରୁ ଅଧିକ ପ୍ରାଣ ହାନି ହୋଇଥିବା…

ଗୌହାଟୀରେ ଆତଙ୍କବାଦୀଙ୍କ ଲଙ୍କା କାଣ୍ଡ, ଟ୍ରକ ସହ ୫ଜଣଙ୍କୁ ଜାଳିଦେଲେ

ଗୌହାଟୀ: ଆସାମର ଦିମା ହାସାଓ ଜିଲ୍ଲାରେ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ରଚିଛନ୍ତି । ରିପୋର୍ଟ ମୁତାବକ ଦିମାସା ନ୍ୟାଶନାଲ ଲିବେରେସନ ଆର୍ମି (ଡିଏନଏଲଏ)ର ଆତଙ୍କୀ ସଂଗଠନ କୋଇଲା ବୋଝେଇ ଟ୍ରକ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିଲେ । ଆହତଙ୍କୁ ଚିକିତ୍ସା…

‘ଦେଶ୍‌ କେ ମେଣ୍ଟର୍ସ’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ ସୁଦ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ 'ଦେଶ୍‌ କେ ମେଣ୍ଟର୍ସ'ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଅଭିନେତା ସୋନୁ ସୁଦ। ବଲିଉଡ ଅଭିନେତା ସୋନୁ ସୁଦ ଶୁକ୍ରବାର ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସୋନୁ ପଞ୍ଜାବରେ ଆମ୍…

ଗାଁର ନାଁ ‘ଏଲୋବେରା’

ରାଞ୍ଚି: ଗାଁର ନାଁ ଏଲୋବେରା। ଗାଁରେ ବହୁ ପରିମାଣର ଏଲୋବେରା ଉତ୍ପାଦନ ହେଉଥିବାରୁ ଏହା ଏଲୋବେରା ଗାଁ ଭାବେ ପରିଚିତ। ଏହି ଗାଁ ଝାଡଖଣ୍ଡର ରାଞ୍ଚିରେ ଅବସ୍ଥିତ। ରାଞ୍ଚିର ନାଗ୍ରି ବ୍ଲକର ଦେଓରୀ ଗାଁର ଲୋକମାନେ ସେମାନଙ୍କର ସମସ୍ତ ପ୍ରାଙ୍ଗଣରେ ଏଲୋବେରା ଚାଷ କରନ୍ତି। "ଏଲୋବେରା ଜେଲର…