Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାଲିବାନର ଡାକରା; ମହିଳା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାକିରୀରେ ଯୋଗ ଦିଅନ୍ତୁ

ଭୁବନେଶ୍ୱର: ଜଟିଳରୁ ଜଟିଳ ହେବାରେ ଲାଗିଛି ଆଫାନିସ୍ତାନର ସ୍ଥିତି । ଆତ୍ମଘାତୀ ବିସ୍ଫୋରଣ ଆଫଗାନ ବାସିନ୍ଦାଙ୍କ ମାନସିକତାକୁ ଦୋହଲାଇଦେଇଛି । ମହିଳାମାନଙ୍କୁ ଘରୁ ନ ବାହାରିବାକୁ କଡା ତାଗିଦ୍ କରିଛି ତାଲିବାନ୍ । ତେବେ ଏପରି ସ୍ଥିତିରେ ମହିଳାଙ୍କୁ ନେଇ ତାଲିବାନର ସଦ୍ୟ ନିଷ୍ପତ୍ତି…

ନୂତନ ଯାନ ପଞ୍ଜୀକରଣ ନିୟମ: ଏଣିକି ସହଜ ହୋଇଯିବ ଟ୍ରାନ୍ସଫର୍‌

ନୂଆଦିଲ୍ଲୀ: ଏଣିକି ଗାଡି ମାଲିକମାନେ ସେମାନଙ୍କ ଗାଡିକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କାରଣ ଏଥିପାଇଁ ଭାରତ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ଯାହା ଫଳରେ ଲୋକେ ବିନା ବାଧାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ…

ପୂର୍ବତନ ଆଇପିଏସ୍‌ ଅମିତାଭ ଠାକୁର ଗିରଫ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅମିତାଭ ଠାକୁରଙ୍କୁ ଲକ୍ଷ୍ନ‌ୌରେ ଥିବା ତାଙ୍କ ବାସଭବନରୁ ଗିରଫ କରାଯାଇଛି। ୟୁପି ପୋଲିସ୍ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କୁ ବଳପୂର୍ବକ ଉଠାଇନେଇଥିବା ଜଣାପଡ଼ିଛି। ଦିଲ୍ଲୀରେ ବଳାତ୍କାର ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ଉସକାଇଥିବାଅଭିଯୋଗରେ ପୋଲିସ…

ଟିକା ଅପେକ୍ଷା କୋଭିଡ୍‌-୧୯ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ବଢାଇଥାଏ!

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଅକ୍ସଫୋର୍ଡ / ଆଷ୍ଟ୍ରାଜେନେକା କିମ୍ବା ଫାଇଜର / ବାୟୋଏନ୍‌ଟେକ୍ ଟିକାର ପ୍ରଥମ ମାତ୍ରା ଅପେକ୍ଷା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନେତୃତ୍ୱରେ ହୋଇଥିବା ଏକ ବୃହତ ଅଧ୍ୟୟନ ଶୁକ୍ରବାର ଦିନ ଜଣାପଡ଼ିଛି। ଏହି…

କୋଭିଡ-୧୯ ଅପେକ୍ଷା ପୋଷ୍ଟ କୋଭିଡ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଏବେ ଭୟ ବଢାଇଥିବା ବେଳେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ବିପଦ ଟଳି ନଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ତରଙ୍ଗର ଆଶଙ୍କା ମଧ୍ୟରେ ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନାଭାଇରସରୁ ଆରୋଗ୍ୟ ଲାଭ କରିଥିବା ୪୦…

ହସ୍ପିଟାଲରେ ଭର୍ତ୍ତି ହେବା ଆଶଙ୍କା ଦ୍ୱିଗୁଣିତ କରୁଛି ଡେଲଟା ପ୍ରଜାତି; ରିପୋର୍ଟ

ନୂଆଦିଲ୍ଲୀ: ବ୍ରିଟେନର ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କରୋନା ମାରାତ୍ମକ ଡେଲ୍‌ଟା ପ୍ରଜାତି ସଂକ୍ରମିତ ସେମାନେ ଅଧିକ ଥର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇପାରନ୍ତି। ଇଂଲଣ୍ଡରେ ୪୩,୦୦୦ ରୁ ଅଧିକ କୋଭିଡ-୧୯ ମାମଲାକୁ ନେଇ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର ମଧ୍ୟରୁ ଅଧିକାଂଶ ଟିକାକରଣ…

ଟିକା ନେଲେ ୧୨୦ ବର୍ଷିୟା ବୃଦ୍ଧା

ଶ୍ରୀନଗର: ଜାମ୍ମୁକାଶ୍ମୀରର ଜଣେ ୧୨୦ ବର୍ଷ ବୟସ୍କା ମହିଳା ନିକଟରେ ତାଙ୍କ ଘରେ ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି। ସେ ସୁସ୍ଥ ମଧ୍ୟ ଅଛନ୍ତି। ଏହି ବୃଦ୍ଧ ମହିଳା ଜଣକ ହେଉଛନ୍ତି ଢୋଲି ଦେବୀ। ସେ ଉଦାମପୁର ଜିଲ୍ଲାର ଡୁଡୁ ପଞ୍ଚାୟତର ବାସିନ୍ଦା। କେନ୍ଦ୍ର ମନ୍ତ୍ରୀ ଡକ୍ଟର…

ରେକର୍ଡ କଲା ଭାରତ; ଗୋଟିଏ ଦିନରେ ୧ କୋଟି ଟିକାକରଣ; ଶୀର୍ଷରେ ୟୁପି

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୁଦ୍ଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଗୋଟିଏ ଦିନରେ ୧ କୋଟି ଡୋଜ ଟିକାକରଣ କରି ରେକର୍ଡ ସୃଷ୍ଟି କରିଛି ଦେଶ। ଦେଶର ଏହି ସଫଳତା ପାଇଁ ଭାରତକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୁ ର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୋମ୍ୟା…

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ, ଭାଙ୍ଗିଲା ପୋଲ

ବର୍ଷାରେ ଭାସିଗଲା ପୋଲ । ଉତ୍ତରା ଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରି ଲିଙ୍କ ରୋଡ ନଦୀରେ ଭାସିଯାଇଛି।ରାଣୀପୋଖରୀ ଠାରେ ଏପରି ଅଘଟଣ ଘଟିିଛି। ଫଳରେ ଅନେକ ଗାଡି ଓ ଚାଳକ…

ଶିବସେନା ନେଇ ଅଳ୍ପ ଅଳ୍ପ ତଥ୍ୟ ଦେବି, ପୂରା ବ୍ରେକିଂ ନ୍ୟୁଜ ଦେବିନି :ନାରାୟଣ ରାଣେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ…