Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜଧାନୀରେ ରହିଛି ବିଶ୍ୱର ସର୍ବାଧିକ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ଦୁନିଆର ଅଧିକାଂଶ ସର୍ବେକ୍ଷଣ ସହର ତାଲିକାରେ ଦିଲ୍ଲୀ ରହିଛି। ଫୋର୍ବସ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ସର୍ବେକ୍ଷଣ ହୋଇଥିବା ୨୦ ଟି ସହର ତାଲିକାରେ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି। ଖବର ଅନୁଯାୟୀ ଦିଲ୍ଲୀରେ ବର୍ଗ ମାଇଲ ପ୍ରତି…

ଆମେରିକା ଗୋଇନ୍ଦା ବିଭାଗର ଚେତାବନୀ: କାର ବମ ବ୍ଲାଷ୍ଟର ଯୋଜନା କରୁଛନ୍ତି ଆତଙ୍କବାଦୀ !

ୱାଶିଂଟନ: କାବୁଲ ବିମାନ ବନ୍ଦରରେ ଆତଙ୍କବାଦୀମାନେ କାର ବମ ବ୍ଲାଷ୍ଟର ଷଡଯନ୍ତ୍ର ରଚୁଛନ୍ତି ବୋଲି ଆମେରିକା ଗୋଇନ୍ଦା ବିଭାଗ ସତର୍କ କରାଇ ଦେଇଛି । ଗତକାଲି ଆତ୍ମଘାତୀ ଆକ୍ରମଣ ପରେ ସମ୍ପୃକ୍ତ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ଏହି ଆକ୍ରମଣରେ ଆମେରିକାର ୧୨ ମରୀନ କମାଣ୍ଡୋଙ୍କ ସମେତ ୮୦ ଲୋକ…

କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସତର୍କ ସୂଚନା; ଘର ଭିତରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ: ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ କେରଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭିନା ଜର୍ଜ କହିଛନ୍ତି। ରାଜ୍ୟ ସରକାର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କରୋନା ମାମଲାର…

କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ !

କାବୁଲ: କାବୁଲ ବିମାନବନ୍ଦରରେ ଆଜି ବଡ ଧରଣର ବିସ୍ଫୋରଣ ଘଟିଛି । ଏହା ଏକ ଆତ୍ମଘାତୀ ବିସ୍ଫୋରଣ ବୋଲି ଅନୁମାନ କରାଯାଉଛି । ତେବେ ଏହି ବିସ୍ଫୋରଣ ନେଇ ସଠିକ ତଥ୍ୟ ଆସିପାରି ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ୧୦ଜଣ ବ୍ୟକ୍ତି ଏଥିରେ ମୃତ୍ୟୁବରଣ କରିଥିବା ସନ୍ଦେହ…

ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ

ସାନ୍‍ଫ୍ରାନ୍‍ସିସ୍‍କୋ: ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ ।  ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋ ସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ…

ଭାରତରେ ନ୍ୟୁଜ ୱେବସାଇଟ ବନ୍ଦ କଲା ୟାହୁ

ନୂଆଦିଲ୍ଲୀ:ୟାହୁ ଭାରତରେ ତାର ନ୍ୟୁଜ ୱେବସାଇଟକୁ ବନ୍ଦ କରି ଦେଇଛି । ଏଗୁଡିକ ମଧ୍ୟରେ ୟୁାହୁ ନ୍ୟୁଜ, ୟାହୁ କ୍ରିକେଟ, ଫାଇନାନ୍ସ, ଏଂଟରଟେନମେଂଟ ଓ ମେକର୍ସ ଇଣ୍ଡିଆ ସାମିଲ । ତେବେ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବଭଳି ଜାରୀ ରହିବ । ୟାହୁ ୱେବସାଇଟ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ…

ଆଫଗାନିସ୍ତାନ ସ୍ଥିତି ଜଟିଳ, ଭାରତୀୟଙ୍କୁ ଫେରାଇ ଆଣିବାକୁ କରାଯିବ ସବୁ ପ୍ରକାର ଉଦ୍ୟମ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସ୍ଥିତି ଜଟିଳ । ସେଠାରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଆଫଗାନିସ୍ଥାନ ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଏନେଇ କେନ୍ଦ୍ର ସୂଚନା ଦେଇଛି । ଆଫଗାନିସ୍ତାନରେ ଭାରତ ସରକାରଙ୍କ ହେଲ୍‌ପ ଡେସ୍କ ସହ ପ୍ରାୟ ୧୫ହଜାର ଭାରତୀୟ ଯୋଗାଯୋଗ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଜବତ ହେଲା ୪୨୫୦ କୋଟି ମୂଲ୍ୟର କାଲିଫୋର୍ଣ୍ଣିୟମ

କୋଲକାତା: ପଶ୍ଚିମବଙ୍ଗରେ ସିଆଇଡି ପକ୍ଷରୁ ଚଢ଼ାଉ କରାଯାଇ ୪୨୫୦ କୋଟି ଟଙ୍କା ମୂଲ୍ୟର କାଲିଫୋର୍ଣ୍ଣିୟମ ଜବତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫୦ କିଲୋଗ୍ରାମର ଏହି ରେଡିଓ ଆକ୍ଟିଭ ଧାତୁ ୨ ଜଣ ବ୍ୟକ୍ତି ନେଇ କରି ଯାଉଥିଲେ । ସେମାନଙ୍କ ନାମ ହେଲା…

ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ରାୟପୁର: ପତ୍ନୀଙ୍କ ସହ ବଳପୂର୍ବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି ଛତିଶଗଡ ହାଇକୋର୍ଟ କହିଛନ୍ତି । ଦାମ୍ପତ୍ୟ ଦୁଷ୍କର୍ମ ଅଭିଯୋଗ ମାମଲାର ଏକ ଶୁଣାଣୀ କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇବା ସହ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଆଇନଗତ ଉପାୟରେ ବିବାହ…

[ଭିଡିଓ] ମୋବାଇଲ ଧରି ଚମ୍ପଟ୍ ମାରିଲା ଶୁଆ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ଧରି ଗୋଟିଏ ଶୁଆ ଉଚ୍ଚ ଆକାଶରେ ଉଡିବା ଦେଖାଯାଇପାରେ । ତେବେ ସବୁଠୁ ମଜାଦାର ଘଟଣା ହେଉଛି ଏହି ସମସ୍ତ ଦୃଶ୍ୟ ସେହି ମୋବାଇଲରେ ହିଁ କଏଦ ହୋଇଥିଲା । Parrot takes…