Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍ ମୁତୟନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ମୁତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ…

କୋର୍ଟର ଶୁଣାଣୀ ପରେ ଭଗତ ସିଂଙ୍କ ବାଣୀକୁ ଟୁଇଟ କଲେ ଗମ୍ଭୀର

ନୂଆଦିଲ୍ଲୀ: ବିଜେପି ଏମପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବିନା ଅନୁମତିରେ କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଫାବିଫ୍ଲୁ ଔଷଧ ବାଂଟି ଦୋଷୀ ସାବ୍ୟସ୍ତ ହୋଇଛି । ଗମ୍ଭୀର ଏବଂ ଆମ ଆଦମୀ ପାର୍ଟିର ବିଧାୟକ ପ୍ରବୀଣ କୁମାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଦିଲ୍ଲୀ ଡ୍ରଗ…

ବାବା ରାମଦେବଙ୍କୁ ହାଜର ହେବାକୁ ସମନ ଜାରୀ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଦିଲ୍ଲୀ ମେଡିକାଲ ଆସୋସିଏଶନ କରୋଲିନ କିଟ କରୋନା ଭଲ କରୁଥିବା ନେଇ ରାମଦେବ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ନେଇ କୋର୍ଟ ତାଙ୍କୁ ସମନ ଜାରୀ କରିଛି । ମାମଲାର ପରବର୍ତୀ ଶୁଣାଣୀ ଜୁଲାଇ…

ଜୁନ୍ ୨୦ ଯାଏଁ ୬ ଯୋଡା ମେମୁ ଟ୍ରେନ୍ ବାତିଲ

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ ଦିଗରୁ ଜୁନ୍ ୨୦ ଯାଏଁ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ ୧୧ ତାରିଖ ଠାରୁ ୨୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ୍ ୦୧. ୦୮୪୯୩/୦୮୪୯୪…

ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି ୨୨୫ କରୋନା ଆକ୍ରାନ୍ତ ମହିଳା

ଅଗରତାଲା: କରୋନାଭାଇରସର ଦୁଇଟି ତରଙ୍ଗ ସମୟରେ ଅତିକମରେ ୨୨୫ କରୋନା ପଜିଟିଭ ଗର୍ଭବତୀ ମହିଳା ଅଗରତାଲା ସରକାରୀ ହସ୍ପିଟାଲ୍‌ରେ ସୁସ୍ଥ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ନବଜାତ ଶିଶୁମାନେ ପରବର୍ତ୍ତୀ ସମୟରେ ଭୂତାଣୁରେ ସଂକ୍ରମିତ ହୋଇନଥିବା ଜଣାପଡିଛି। ପ୍ରଥମ ତରଙ୍ଗ ସମୟରେ, ୧୯୮…

ଏହି ରାଜ୍ୟରେ ଜୁନ୍ ୧୪ ଯାଏ ବଢିଲା ଲକଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପୁଣି ବଢିଲା ଲକ୍‌ଡାଉନ୍। ପୂର୍ବରୁ ଜାରି ରହିଥିବା ଲକ୍‌ଡାଉନ୍‌ ଅବଧିକୁ କର୍ଣ୍ଣାଟକ ସରକାର ଜୁନ୍‌ ୧୪ ଯାଏ ବୃଦ୍ଧି କରିଥିବା ସୂତ୍ରରୁ ପ୍ରକାଶ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଡିୟୁରପ୍ପା କହିଛନ୍ତି ଯେ ରାଜ୍ୟରେ କରୋନାଭାଇରସ୍ ସମ୍ପୂର୍ଣ୍ଣ…

ମହାରାଷ୍ଟ୍ରର ରଣଜିତସିନ ଡିସଲେ ହେଲେ ଗ୍ଲୋବାଲ୍‌ ଟିଚର୍‌ ପ୍ରାଇଜ୍‌ ୨୦୨୦ର ବିଜେତା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରର ପ୍ରାଥମିକ ଶିକ୍ଷକ ରଣଜିତସିନ ଡିସଲେ ବିଶ୍ୱ ଶିକ୍ଷକ ପୁରସ୍କାର ୨୦୨୦ର ବିଜେତା ହୋଇଛନ୍ତି। ଏହାପରେ ତାଙ୍କୁ ବିଶ୍ୱ ବ୍ୟାଙ୍କ ଶିକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି ବୋଲି ସୂଚନା ମିଳିଛି। ତାଙ୍କୁ ଜୁନ୍ ୨୦୨୧ ରୁ ଜୁନ୍ ୨୦୨୪ ପର୍ଯ୍ୟନ୍ତ…

କରୋନା ଦ୍ୱିତୀୟ ତରଙ୍ଗ ନେଲାଣି ୬୨୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାୟ ୬୨୪ ଜଣ ଡାକ୍ତର ପ୍ରାଣ ହରାଇଛନ୍ତି ବୋଲି ଭାରତୀୟ ମେଡିକାଲ୍ ଆସୋସିଏସନ୍ ଆଇଏମ୍‌ଏ ର ସର୍ବଶେଷ ତଥ୍ୟରୁ ଜଣାପଡିଛି। ଆଇଏମ୍‌ଏର କୋଭିଡ୍ ରେଜିଷ୍ଟ୍ରି ଅନୁଯାୟୀ, ଦିଲ୍ଲୀରେ ୧୦୯ ସର୍ବାଧିକ ମୃତ୍ୟୁ ଘଟିଥିବା ବେଳେ ମୋଟ…

କୁର୍ତାର ଦାମ୍‌ ୨.୫ ଲକ୍ଷ!

ନୂଆଦିଲ୍ଲୀ: କୁର୍ତ୍ତାର ଦାମ୍‌  ୨.୫ ଲକ୍ଷରୁ ଅଧିକ। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଜଣେ ଟୁଇଟର ବ୍ୟବହାରକାରୀ ଏକ ପୋଷ୍ଟରେ ଏହି ଖବରକୁ ସେୟାର କରିଛନ୍ତି। ଏହାପରେ ଏହି ପୋଷ୍ଟଟି ବେଶ୍‌ ଭାଇରାଲ ହୋଇଥିଲା। ଏହି ନିର୍ଦ୍ଦିଷ୍ଟ ଟ୍ୱିଟର ବ୍ୟବହାରକାରୀ 'ଗୁସି' ବୋଲି ଏକ…

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲେ ୟୁପି ସରକାର

ଲ‌‌କ୍ଷ୍ନୌ: ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ଦିନ ରାଜ୍ୟରେ କରୋନାଭାଇରସ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ବାତିଲ କରିଛି। ଦଶମ ଏବଂ ଏକାଦଶ ଶ୍ରେଣୀରେ ସେମାନଙ୍କର ପ୍ରଦର୍ଶନକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କୁ…