Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ବାଇରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନାର ଆଉ ଏକ ଭୟଙ୍କର ପ୍ରଜାତି ଡେଲଟା ପ୍ଲସ୍ କାରଣରୁ ମୁମ୍ବାଇ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଏମସି ଅଧିକାରୀଙ୍କ ଅନୁଯାୟୀ, ଗତ ମାସରେ ଜଣେ ୬୩ ବର୍ଷିୟା ମହିଳା କରୋନା ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ। ଅଧିକାରୀ କହିଛନ୍ତି ଯେ ମୃତ…

ଅଷ୍ଟମ ଥର ପାଇଁ ରାଜଧାନୀରେ କରୋନା ମୃତ୍ୟୁ ଶୂନ୍ୟ

ନୂଆଦିଲ୍ଲୀ: କମୁଛି କରୋନା ମୃତ୍ୟୁ ହାର। ରାଜଧାନୀ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ ରହିଛି। ଗୁରୁବାର ଦିନ ଦିଲ୍ଲୀରେ କୌଣସି ମୃତ୍ୟୁ ମାମଲା ରେକର୍ଡ କରାଯାଇ ନାହିଁ। କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ମୃତ୍ୟୁହାର ଶୁନ୍ୟ ହୋଇଥିବାବେଳେ ୪୯ ଟି ନୂତନ ମାମଲାରେ ୦.୦୭…

ଖଣ୍ଡେ କେକ୍‌ର ମୂଲ୍ୟ ୧.୮୯ ଲକ୍ଷ!

ଲଣ୍ଡନ: ଖଣ୍ଡେ କେକ୍‌ର ମୂଲ୍ୟ ୧.୮୯ ଲକ୍ଷ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ପ୍ରିନ୍ସ ଚାର୍ଲ୍ସ ଏବଂ ରାଜକୁମାରୀ ଡାଏନାଙ୍କ ବିବାହ କେକ୍ ଖଣ୍ଡେ କେକ୍‌ ୧,୮୫୦ ପାଉଣ୍ଡ (୨୫୬୫ ଡଲାର) ରେ ବିକ୍ରି ହୋଇଛି। ଏହି କେକ୍‌ ୪୦ ବର୍ଷ ପୁରୁଣା। ବିବାହର ପ୍ରାୟ ୪୦ ବର୍ଷ ପରେ…

କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର IQ କମ୍!

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର IQ କମ୍ ରହିଥାଏ। କୋଭିଡ-୧୯ ମହାମାରୀ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କର ମହାମାରୀ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କ ତୁଳନାରେ IQ ଯଥେଷ୍ଟ ହ୍ରାସ ପାଇଛି ବୋଲି ଆମେରିକାର ଏକ ଅଧ୍ୟୟନ…

କୋଭାକ୍ସିକନ୍‌କୁ ମିଳିପାରେ ‘ହୁ’ର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଭାରତ ବାୟେ‌େଟେକ୍‌ର କରୋନା ବିରୋଧୀ ଟିକା କୋଭାକ୍ସିକନ୍‌କୁ ହୁର ଅନୁମତି ମିଳିପାରେ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା…

ତାଲିବାନ ଦଖଲରେ ଆଫଗାନର ଦ୍ୱିତୀୟ ବଡ଼ ସହର କାନ୍ଦାହାର

କାବୁଲ: ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କରାଜ ଜାରି ରହିଛି । ନିଜ ଆଧିପତ୍ୟ ବଢ଼ାଇ ଚାଲିଛି । ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ଦେଶର ଦ୍ୱିତୀୟ ବୃହତ ସହର କାନ୍ଦାହାରକୁ ଏବେ ଦଖଲ କରିଛି । କାନ୍ଦାହାରକୁ ସମ୍ପୂର୍ଣ୍ଣ ଭାବରେ ନିଜ ଅକ୍ତିଆରକୁ…

ମମତାଙ୍କୁ ଅଡୁଆରେ ପକାଇଲା ହାଇକୋର୍ଟଙ୍କ ନିଷ୍ପତି

କୋଲକାତା: ନନ୍ଦିଗ୍ରାମ ଭୋଟ ଗଣତି ହେରଫେର ଅଭିଯୋଗର ଶୁଣାଣୀକୁ କୋଲକାତା ହାଇକୋର୍ଟ ନଭେମ୍ବର ୧୫ ପର୍ଯ୍ୟନ୍ତ ଘୁଂଚାଇ ଦେଇଛି । ହାଇକୋର୍ଟଙ୍କ ଏହି ନିଷ୍ପତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚାପରେ ପକାଇ ଦେଇଛି । ମମତା ବିଧାନସଭା ସଦସ୍ୟ ନ ଥିବା ବେଳେ ରାଜ୍ୟରେ ବିଧାନପରିଷଦ ନାହିଁ ।…

ତାଲିବାନ ସହ ବୁଝାମଣା ପାଇଁ ଆଫଗାନିସ୍ତାନ ସରକାର ପ୍ରସ୍ତୁତ!

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଧିରେ ଧିରେ କବଜା କରିବାକୁ ବସିଲାଣି । ରାଜଧାନୀ କାବୁଲଠାରୁ ତାଲିବାନ ସେନା ମାତ୍ର ୧୫୦ କିମି ଦୂରରେ ରହିଛି । ଏହି ଅବସରରେ ତାଲିବାନ ଆଗରେ ପ୍ରଥମ ଥର ପାଇଁ ଆଫଗାନ ସରକାର ନରମ ପଡିଛି । ହିଂସା ପରିତ୍ୟାଗ କରି ମିଳିତ ସରକାର ଗଠନ କରିବା ପାଇଁ ପ୍ରସ୍ତାବ…

ଇଣ୍ଡୋନେସିଆ ସେନାରୁ ହଟିଲା ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟା

ଜାକର୍ତା: ବିଭିନ୍ନ ମହଲରେ ବିରୋଧ ହେବା ପରେ ଶେଷରେ ଇଣ୍ଡୋନେସିଆ ବିବାଦୀୟ କୁମାରୀତ୍ୱ ଯାଂଚ ପ୍ରକ୍ରିୟାକୁ ହଟେଇ ଦେଇଛି । ଇଣ୍ଡୋନେସିଆ ସେନାରେ ମହିଳାମାନେ ଯୋଗ ଦେବା ପୂର୍ବରୁ ସେମାନଙ୍କ କୁମାରୀତ୍ୱ ପରୀକ୍ଷା କରାଯାଉଥିଲା । ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ବୋଲି…

ଟାଇମ ସ୍କୋୟାରରେ ଉଡିବ ଭାରତର ସବୁଠାରୁ ବଡ ଜାତୀୟ ପତାକା

ୱାଶିଂଟନ: ଅଗଷ୍ଟ ୧୫ରେ ଭାରତରେ ସ୍ୱାଧୀନତାର ୭୫ତମ ଦିବସ ଧୂମଧାମରେ ପାଳନ କରାଯିବ । ଏହି ଅବସରରେ ଟାଇମ ସ୍କୋୟାରରେ ଭାରତର ସବୁଠାରୁ ବଡ ଜାତୀୟ ପତାକା ଉଡାଯିବ । ଆମେରିକାରେ ଫେଡେରେଶନ ଅଫ ଇଣ୍ଡିଆ ଆସୋସିଏଶନ ନ୍ୟୁୟର୍କ, ନ୍ୟୁଜର୍ସି ଓ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ପତାକା…