Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟିକା ନେବାକୁ ମନା କରିବାରୁ ଅନ୍ଧାରରେ ରହିଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୁଜର ସୌରିଖ ଅଞ୍ଚଳର ଏକ ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ସେମାନେ କରୋନା ଟିକା ନେବାକୁ ମନା କରିବା ପରେ ସେମାନଙ୍କ ଘରର ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଛି। ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ, "କରୋନା ବିରୋଧରେ ଲୋକଙ୍କୁ ଟିକାକରଣ କରିବା ପାଇଁ…

ଶେଷରେ ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନରୁ ଆସିଛି : ଟ୍ରମ୍ପ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି । ସୋସିଆଲ ସାଇଟରେ ତାଙ୍କ ବିବୃତି ଉପରେ କଟକଣା ଥିବାରୁ ସେ ଏକ ମନ୍ତବ୍ୟ ଜାରୀ କରି ତାଙ୍କ ମନକଥା କହିଛନ୍ତି । ଶେଷର ଶତ୍ରୁ ବି ମାନିଲେ କରୋନା ଭାଇରସ ଚୀନର ଉହାନ ଲ୍ୟାବରୁ ଆସୁଛି । ମୁଁ ପ୍ରଥମରୁ ଏହି କଥା…

ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ: ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କର୍ଣ୍ଣାଟକ ସରକାର। ତେବେ ଗୁରୁବାର କର୍ଣ୍ଣାଟକ ସରକାର କହିଛନ୍ତି ଯେ ଗୁଗୁଲ୍‌ ସର୍ଚ୍ଚ ବେଳେ କନ୍ନଡକୁ ଭାରତର ସବୁଠାରୁ ଖରାପ ଭାଷା ଭାବରେ ଦର୍ଶାଇବା ପରେ ଗୁଗୁଲ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।…

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୩୨ ହଜାର କରୋନା ଆକ୍ରାନ୍ତ, ପଜିଟିଭ୍ ହାର ୬.୩୮%

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କମୁଛି କରୋନା କାୟା । ଦେଢ଼ ଲକ୍ଷ ତଳକୁ ଖସିଛି ଦୈନିକ ସଂକ୍ରମଣ । ପଜିଟିଭ୍ ହାର ବି ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୩୨ହଜାର ୩୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୨୦ଲକ୍ଷ ୭୫ହଜାର କୋଭିଡ୍ ଟେଷ୍ଟ ହୋଇଛି । ଦେଶରେ…

ଇସ୍ରାଏଲ ରାଜନୀତି: ହାର ମାନି ନାହାନ୍ତି ନେତ୍ୟାନେହୁ, ଏବେ ବି ୧୧ ଦିନ ସମୟ ଅଛି

ତେଲ ଅବିବ: ଇସ୍ରାଏଲର ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ୮ ବିପକ୍ଷ ଦଳ ଏକତ୍ର ହୋଇ ସରକାର ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଯଦି ଏହା ସଫଳ ହୁଏ ତାହାହେଲେ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପଦଚ୍ୟୁତ ହେବେ । ଏ ସବୁ ସତ୍ୱେ ନେତ୍ୟାନେହୁ ହାର ମାନି ନାହାନ୍ତି ।…

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି ।…

ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସମୀକ୍ଷା ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୫୦ ଦିନ ବାକି ରହିଛି । ଏହା ପୂର୍ବରୁ ଅଲିମ୍ପିକ୍ସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ କାର୍ଯ୍ୟକାରୀ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଅଧିକାରୀମାନେ ମତ ରଖିଛନ୍ତି ।…

ଭାସୁଛି ମୃତ ଦେହ, ଝୁଣି ଖାଉଛି କୁକୁର

ଉତ୍ତରପ୍ରଦେଶ : ନଦୀ କୂଳରେ ଲୋମ ଟାଙ୍କୁରା ଦୃଶ୍ୟ । ନଦୀରେ ଭାସୁଛି ମୃତ ଦେହ । ଆଉ ତାକୁ ଝୁଣି ଖାଉଛନ୍ତି କୁକୁର । ଏହିଭଳି ଦୟନୀୟ ଚିତ୍ର ଉତ୍ତରପ୍ରଦେଶ କେଦାରଘାଟର ନଦୀ କୂଳରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତିଦିନ କୋଭିଡରେ…

ମଧ୍ୟପ୍ରଦେଶରେ ସାମୂହିକ ଇସ୍ତଫା ଦେଲେ ୩ ହଜାର ଜୁନିଅର ଡାକ୍ତର

ଭୋପାଳ : ମଧ୍ୟପ୍ରଦେଶ ଗ୍ବାଲିୟରରେ ଜୁନିଅର ଡାକ୍ତରଙ୍କ ସାମୂହିକ ଇସ୍ତଫା । ଦାବି ପୂରଣ ନହେବାରୁ ପାଖାପାଖି ୩ ହଜାର ଜୁନିଅର ଡାକ୍ତର ଦେଇଛନ୍ତି ସାମୂହିକ ଇସ୍ତଫା । ସେହିପରି ଜବଲପୁରରେ ୪୦୦ ଡାକ୍ତର ମଧ୍ୟ ଇସ୍ତଫା ଦେଇଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି…

ସମଦ୍ର କୂଳରୁ କଙ୍କାଳ ଉଦ୍ଧାର, ଗାଁରେ ଆତଙ୍କ

ତାମିଲନାଡ଼ୁ : ଆତଙ୍କିତ ହୋଇପଡ଼ିଛନ୍ତି ଗାଁର ଲୋକେ । କିଛି ଦିନ ତଳେ ସମଦ୍ର କୂଳରୁ କିଛି କଙ୍କାଳ ଉଦ୍ଧାର କରାଯାଇଥିଲା । ସମୁଦ୍ର ବାଲି ଭିତରୁ କଙ୍କାଳ ସବୁ ଉଦ୍ଧାର କରାଯାଇ ଫରେନସିକ୍ ବିଭାଗକୁ ଦିଆଯାଇଛି । ଏନେଇ ପୁଲିସର ଛାନବିନ୍ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଏହା ହତ୍ୟା ଘଟଣା କି ଆଉ…