Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଭିଡ୍ କଟକଣା ଭିତରେ ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର…

୫୪ ଦିନ ପରେ ଦେଶରେ ସର୍ବନିମ୍ନ ସ୍ତରରେ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧିରେ ଧିରେ ଖସିବାରେ ଲାଗିଛି । ୫୪ ଦିନ ପରେ ଆଜି ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୭ ହଜାର ୫୧୦ ନୂଆ ଆକ୍ରାନ୍ତ । ଯାହାକି ୫୪…

କରୋନା‌ ଭାରିଏଣ୍ଟର ନାମକରଣ କଲା ଡବ୍ଲ୍ୟୁଏଚଓ, କ’ଣ ରହିଛି ଭାରତରେ ଚିହ୍ନଟ ଭାରିଏଣ୍ଟ ନାମ…

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ମିଳିଥିବା କରୋନା ଭାଇରସ B1.617.2 ଭାରିଏଣ୍ଟର ନାମକରଣ କରିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, B.1.617.2 'ଡେଲଟା' ଭାବରେ ନାମିତ ହୋଇଛି। ଭାରତରେ ଚିହ୍ନଟ ଅନ୍ୟ ଏକ ଭାରିଏଣ୍ଟ B.1.617.1 ର ନାମ 'କାପ୍ପା'। ଅକ୍ଟୋବର 2020 ରେ ପ୍ରଥମଥର…

ଜୁନ ୧ରୁ ବଦଳୁଛି ଏସବୁ ନିୟମ, ଜାଣନ୍ତୁ…

ନୂଆଦିଲ୍ଲୀ: ଜୁନ୍ ୧ରୁ ଦେଶରେ କିଛି ସେବା ବଦଳିବାକୁ ଯାଉଛି। ଯାହା ଜନସାଧାରଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡିକ ବ୍ୟାଙ୍କିଙ୍ଗ କ୍ଷେତ୍ର ଠାରୁ ଆରମ୍ଭ କରି ଆୟକର ଦାଖଲ ପର‌୍ୟ୍ୟନ୍ତ ରହିବ। ଜୁନ୍ ୧ ରୁ କ'ଣ ପରିବର୍ତ୍ତନ ହେବାକୁ ଯାଉଛି, ଜାଣନ୍ତୁ...…

ଚୀନ୍ ଆଣିଲା ନୂଆ ନୀତି, ଏବେ ୩ ସନ୍ତାନ ଜନ୍ମ କରିପାରିବେ ଚାଇନା ଦମ୍ପତି

ବେଜିଂ: ଶିଶୁ ଜନ୍ମ ଉପରେ ଥିବା ପ୍ରତିବନ୍ଧକକୁ ଚୀନ୍ ସରକାର କୋହଳ କରିଛନ୍ତି। ବର୍ତ୍ତମାନ ସମୟରେ ଦମ୍ପତିମାନେ ୩ ସନ୍ତାନ ଜନ୍ମ କରିପାରିବେ। ସୂଚନା ଅନୁଯାୟୀ, ହ୍ରାସ ହେଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ଚାଇନାରେ ଜନ୍ମ ହାର ପ୍ରାୟ ଛଅ…

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ; ହେଲେ ସିଏମ୍‌ଙ୍କ ମୁଖ୍ୟ ପରାମର୍ଶଦାତା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ ବନ୍ଦୋପାଧ୍ୟାୟ। ବିବାଦ ମଧ୍ୟରେ କେନ୍ଦ୍ର ସୋମବାର ୧୯୮୮ ଆଇଏଏସ୍ ବ୍ୟାଚ୍ ଅଧିକାରୀ ହରି କ୍ରିଷନ ଦ୍ୱିବେଦୀଙ୍କୁ ବଙ୍ଗଳା ସିଏମ୍ ମମତା ବାନାର୍ଜୀଙ୍କ ନୂତନ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରିଛି। ହରି କ୍ରିଷନ ଦ୍ୱିବେଦୀ…

5G ନେଟୱାର୍କ ବିରୋଧରେ ମାମଲା ଦାଏର କଲେ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ: ଦେଶରେ ୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଅଭିନେତ୍ରୀ ତଥା ପରିବେଶବିତ୍ ଜୁହି ଚାୱଲା ସୋମବାର ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ମାମଲା ରୁଜୁ କରିଛନ୍ତି। ଏହାଦ୍ବାରା ମଣିଷ, ପଶୁ, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ଉପରେ ବିକିରଣ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଏହାର ଶୁଣାଣି…

ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍‌ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ। ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ "ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।" ଆଜି କର୍ଫ୍ୟୁର ଅବଧି…

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ…

ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ଜୁନ୍‌ ୮ ତାରିଖ ଯାଏ ବଢିଲା ଲକ୍‌ଡାଉନ୍‌। ଏ ନେଇ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି। ସିଏମ୍‌ ଟୁଇଟ୍ କରି କହିଛନ୍ତି, "କୋଭିଡ୍-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ୍‌ କୁ ଏକ ସପ୍ତାହ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ…