Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନରେ ପ୍ରଥମ ଥର ମଣିଷ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ଜନ୍ମ ନେଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସିଥିବା ବେଳେ ଏବେ ପ୍ରଥମ ଥର ଚୀନରେ ମଣିଷ ଦେହରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲ ଭୂତାଣୁ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି H10N3 ଷ୍ଟ୍ରେନ୍ । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶର(NHC) ସୂଚନା…

ଅନ୍‌ଲାଇନ୍ କ୍ଲାସ୍‌କୁ ନେଇ ୬ ବର୍ଷ ଝିଅର ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ

ନୂଆଦିଲ୍ଲୀ: ଗତ ସପ୍ତାହରେ ସୋସିଆଲ ମିଡିଆରେ ଏକ ୬ ବର୍ଷୀୟ ଝିଅ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରୁଥିବା ଭିଡିଓ ଭାଇରାଲ୍‌ ହେବାର ଦୁଇ ଦିନ ପରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସ୍କୁଲ ପିଲାମାନଙ୍କ ଉପରେ ଅନଲାଇନ୍ କ୍ଲାସର ଭାର ହ୍ରାସ କରିବାକୁ ୟୁନିଅନ ଟେରିଟୋରିର…

ରାଜ୍ୟକୁ ଟିକା ବିକ୍ରି ପାଇଁ ମନା କରୁଛନ୍ତି ଫାଇଜର୍ ଓ ମଡେର୍ଣ୍ଣା, ଗ୍ଲୋବାଲ୍ ଟେଣ୍ଡରକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ବିଦେଶରୁ ଟିକା ଆଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଥିବା ରାଜ୍ୟଗୁଡ଼ିକୁ ଝଟକା ଲାଗିପାରେ । କାରଣ ଫାଇଜର୍ ଓ ମଡେର୍ଣ୍ଣା ଭଳି ଟିକା ନିର୍ମାତା କମ୍ପାନୀ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ବିକ୍ରି କରିବାକୁ ମନା କରି ଦେଉଛନ୍ତି । ଅନିଚ୍ଛା ପ୍ରକାଶ କରିଛନ୍ତି ବିଦେଶ କମ୍ପାନୀ ।…

ଛତ୍ରାସାଲ ଷ୍ଟାଡିୟମ ହତ୍ୟା ମାମଲା; ସୁଶୀଲ କୁମାରଙ୍କ ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କ ଆର୍ମସ ଲାଇସେନ୍ସକୁ ସ୍ଥଗିତ ରଖାଯାଇଛି ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ କହିଛି। ଛତ୍ରାସାଲ ଷ୍ଟାଡିୟମରେ ୨୩ ବର୍ଷୀୟ ସାଗର ରାଣା ହତ୍ୟାକାଣ୍ଡ ଘଟଣାରେ ସୁଶୀଲ କୁମାରଙ୍କୁ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ସୁଶୀଲ…

ଶନି ଜୟନ୍ତୀରେ ପଡୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ନୂଆଦିଲ୍ଲୀ: ଜୁନ୍ ୧୦ ତାରିଖ ତଥା ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ରେ ପଡୁଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ। ଏହି ଦିନରେ ମଧ୍ୟ ପଡୁଛି ଶନି ଜୟନ୍ତୀ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗକୁ ସ୍ୱତନ୍ତ୍ର ବିବେଚନା କରାଯାଇଥାଏ। ଏହି ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ରହିବ।…

କାଶୀ ବିଶ୍ଵନାଥ ଧାମରେ ଭୁଶୁଡ଼ି ପଡ଼ିଲା ବିଲ୍ଡିଂ, ୨ ମୃତ

କାଶୀ: ଉତ୍ତରପ୍ରଦେଶ ବାରାଣାସୀର ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ସୂଚନାନୁସାରେ, ଭୋର୍ ସମୟରେ କରିଡର କମ୍ପ୍ଲେକ୍ସରେ ଅବସ୍ଥିତ ଦୁଇ ମହଲା କୋଠାର କରିଡରରେ ଅସ୍ଥାୟୀ…

ଏଲୋପାଥି ବିବାଦ: ବାବା ରାମଦେବଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତରଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସାକୁ ନେଇ ବାବା ରାମଦେବଙ୍କ ସହିତ ଡାକ୍ତରଙ୍କ ବିବାଦ ଥମିବାର ନାଁ ଧରୁନି । ଆଜି ଯୋଗଗୁରୁଙ୍କ ବିରୋଧରେ ଦେଶବ୍ୟାପୀ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି । କରୋନା ମହାମାରୀ ଭିତରେ ବାବା ରାମଦେବଙ୍କ ଏଲୋପାଥି ବିବାଦ ସରକାରଙ୍କ ଚିନ୍ତା ବି ବଢ଼ାଇଛି । ସରକାରୀ…

ମାସକରେ ପ୍ରାୟ ୯,୦୦୦ ଶିଶୁ କରୋନା ପଜିଟିଭ ଚିହ୍ନଟ

ଅହମ୍ମଦାନଗର: ମହାରାଷ୍ଟ୍ରର ଅହମ୍ମଦନଗରରେ ପ୍ରାୟ ୯,୦୦୦ ପିଲା ମେ ମାସରେ କରୋନା ପଜିଟିଭ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇଁ ସତର୍କ ସୂଚନା ଜାରି କରିଛି। ଏ ନେଇ ମହାରାଷ୍ଟ୍ର ସରକାର ଏହି ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ କହିଥିବା…

କୋଭିଡ୍ କଟକଣା ଭିତରେ ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର…

୫୪ ଦିନ ପରେ ଦେଶରେ ସର୍ବନିମ୍ନ ସ୍ତରରେ ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧିରେ ଧିରେ ଖସିବାରେ ଲାଗିଛି । ୫୪ ଦିନ ପରେ ଆଜି ଦୈନିକ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଖସିଛି । ମୃତ୍ୟୁସଂଖ୍ୟା ବି ୩ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୭ ହଜାର ୫୧୦ ନୂଆ ଆକ୍ରାନ୍ତ । ଯାହାକି ୫୪…