Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

IADWS: ଏବେ ଦିଲ୍ଲୀକୁ ଜଗିବ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ

ନୂଆଦିଲ୍ଲୀ: କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୁଦ୍ଧ ବିମାନ ଆକ୍ରମଣ ଭଳି ବିପଦରୁ ରାଜଧାନୀ ଦିଲ୍ଲୀ-ଏନସିଆରକୁ ସୁରକ୍ଷା ଦେବା ପାଇଁ ଭାରତ ଏବେ ନିଜର ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଛି ।…

SIRର ଶେଷ ତାରିଖ ୧୪ ଦିନ ବୃଦ୍ଧି, ଜାଣନ୍ତୁ କେବେ ପର୍ଯ୍ୟନ୍ତ ଦାଖଲ ହୋଇପାରିବ ଫର୍ମ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଚାଲିଛି। ଆଉ ଆଜି ଏହାର ଶେଷ ତାରିଖ ଥିଲା। ହେଲେ ନିର୍ବାଚନ କମିଶନ ଛଅଟି ରାଜ୍ୟରେ ଶେଷ ତାରିଖ ବୃଦ୍ଧି କରିଛନ୍ତି। ଉତ୍ତର ପ୍ରଦେଶ ପାଇଁ SIR ଶେଷ ତାରିଖ ୧୪ ଦିନ ବୃଦ୍ଧି କରାଯାଇଛି। ଉତ୍ତର ପ୍ରଦେଶରେ SIR ପାଇଁ ଶେଷ…

ଭାରତ ଓ ଚୀନ ଉପରେ ୫୦% ଟାରିଫ ଲଗାଇଲା ଏହି ଦେଶ

ନୂଆଦିଲ୍ଲୀ: ଆମେରିକା ପରେ ବର୍ତ୍ତମାନ୍ ମେକ୍ସିକୋ ମଧ୍ୟ ଭାରତ, ଚୀନ୍ ସମେତ ଅନେକ ଏସୀୟ ଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ମେକ୍ସିକୋ ସେନେଟ୍ ଦ୍ଵାରା ଏହି ପ୍ରସ୍ତାବକୁ ମଞ୍ଜୁର ମିଳିବା ସହ ବର୍ଦ୍ଧିତ ଶୁଳ୍କ ଆସନ୍ତା ୨୦୨୬ ମସିହାରୁ…

Demonetised currency seized: ୩.୫ କୋଟିରୁ ଉର୍ଦ୍ଧ୍ବ ବ୍ୟାନ ନୋଟ ଜବତ; ୪ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ଏକ ବଡ଼ ଅଭିଯାନ ଚଳାଇ ଶାଲିମାର ବାଗ ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୪ ନିକଟରୁ ୩.୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁରୁଣା ନୋଟ ଜବତ କରିଛି। ବିମୁଦ୍ରାକରଣ ପରେ ଏହି ନୋଟଗୁଡ଼ିକୁ ଅଚଳ…

ଇଣ୍ଡିଗୋର ବଡ ଘୋଷଣା; ଏଣିକି ମିଳିବ ୧୦ ହଜାର ଭାଉଚର୍, ଜାଣନ୍ତୁ କିଏ ପାଇବେ ସୁବିଧା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ବିମାନ କମ୍ପାନୀ, ଇଣ୍ଡିଗୋ, ସମ୍ପ୍ରତି ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ଶହ ଶହ ଉଡ଼ାଣ ବାତିଲ ଯୋଗୁଁ ଡିସେମ୍ବର ୩ ରୁ ୫ତାରିଖ ମଧ୍ୟରେ ଦେଶର ଅନେକ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ହଜାର ହଜାର ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଫସି…

ଭୟଙ୍କର ସ୍ଥିତି ଆଣିଛି ଲିଙ୍ଗ ନିରୂପଣ, ଇଂଲଣ୍ଡରେ ସର୍ବାଧିକ ଭାରତୀୟ କରୁଛନ୍ତି କନ୍ୟା ଭ୍ରୁଣ ହତ୍ୟା

ନୂଆଦିଲ୍ଲୀ: ଭାରତୀୟମାନେ ବିଶ୍ୱର ବିଭିନ୍ନ ଦେଶରେ ବାସ କରନ୍ତି, ଯେଉଁଠାରେ ସେମାନେ କେବଳ କାମ କରିବାକୁ ଯାଆନ୍ତି ନାହିଁ ବରଂ ପରିବାର ବିସ୍ତାର ମଧ୍ୟ କରନ୍ତି। ପରିବାର ବିସ୍ତାର ସମ୍ପର୍କରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରୁ ଜଣାପଡିଛି ଯେ ଇଂଲଣ୍ଡରେ ରହୁଥିବା ଭାରତୀୟ…

Pakistani Fishing Boat: ଭାରତୀୟ ଜଳସୀମାରୁ ପାକିସ୍ତାନୀ ଡଙ୍ଗା ଜବତ, ୧୧ ଗିରଫ

ନୂଆଦିଲ୍ଲୀ: ଭାରତର ତଟରକ୍ଷୀ ବାହିନୀ (ICG) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରାଯାଇଛି । ୧୧ ଜଣ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଡଙ୍ଗାରେ ଥିବା ଲୋକମାନେ ଭାରତୀୟ…

Truck falls: ଭୟଙ୍କର ସଡ଼କ ଦୁର୍ଘଟଣା; ଗଭୀର ଘାଟିକୁ ଟ୍ରକ୍ ଖସି ୨୨ ଶ୍ରମିକଙ୍କ ଚାଲିଗଲା ଜୀବନ

ଇଟାନଗର: ଅରୁଣାଚଳପ୍ରଦେଶର ଅଞ୍ଜାବ ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଏକ ବିପଦପୂର୍ଣ୍ଣ ପାହାଡିଆ ରାସ୍ତାରୁ ହଜାର ଫୁଟ ଗଭୀର ଘାଟିରେ ଖସିଯାଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ…

ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ପ୍ରଦୂଷଣ ପ୍ରସଙ୍ଗ, ଭୟ କଲେଣି ସାଂସଦ

ନୂଆଦିଲ୍ଲୀ: ସଂସଦ ଅଧିବେଶନରେ ଉଠିଲା ଦିଲ୍ଲୀ ବାୟୁ ପ୍ରଦୂଷଣ ପ୍ରସଙ୍ଗ । ଏତେ ମାତ୍ରାରେ ପ୍ରଦୁଷଣକୁ ନେଇ ଚିନ୍ତାରେ ପଡ଼ିଗଲେଣି ସାଂସଦ ।ଦିଲ୍ଲୀରେ ପ୍ରଦୂଷଣ ଏକ ସମସ୍ୟା ହୋଇ ରହିଛି, ଏବଂ ବାୟୁ ଗୁଣବତ୍ତା ବର୍ତ୍ତମାନ ଖରାପ ହେଉଛି। ଏଠାକାର ବାସିନ୍ଦାମାନେ ସ୍ୱଚ୍ଛ ବାୟୁ ପାଇଁ ଆଗ୍ରହୀ।…

Tirupati dupatta ‘scam’:ପ୍ରସିଦ୍ଧ ତିରୁପତି ମନ୍ଦିରରେ ନକଲି ଘିଅ ପରେ ‘ନକଲି ସିଲ୍କ’…

ନୂଆଦିଲ୍ଲୀ: ନକଲି ଘିଅ ପରେ ନକଲି ସିଲ୍କ କପଡ଼ାର ମହାଘୋଟାଲା ସାମ୍ନାକୁ ଆସିଛି । ତିରୁମାଲା ତିରୁପତି ଦେବସ୍ଥାନମରେ ୨୦୧୫ରୁ ୨୦୨୫ ମଧ୍ୟରୁ ନକଲି ରେଶମ ଚୁନି ଯୋଗାଯାଇଥିବା ଜଣାପଡିଛି ।୨୦୧୫ ରୁ ୨୦୨୫ ପର୍ଯ୍ୟନ୍ତ ଏକ ଦଶନ୍ଧି ଧରି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିର ପରିଚାଳନା…