Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଶ୍ଚିମବଙ୍ଗରେ ୬୧ ବିଜେପି ବିଧାୟକଙ୍କୁ ମିଳିଲା X କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବୃଦ୍ଧି ପାଉଥିବା ନିର୍ବାଚନୀ ହିଂସାକୁ ନେଇ ଗୃହ ମନ୍ତ୍ରଣାଳୟର ପଦକ୍ଷେପ । ୬୧ ଜଣ ବିଜେପି ବିଧାୟକଙ୍କୁ X କାଟାଗୋରୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗର ୬୧ ଜଣ ବିଜେପି ବିଧାୟକଙ୍କୁ ସିଆଇଏସଏଫ ଯବାନ ସୁରକ୍ଷା ଦେବେ ।…

ପଶ୍ଚିମବଙ୍ଗ ହିଂସା: ପୁନର୍ବାର କ୍ଷୋଭ ପ୍ରକଟ କଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା କମିବା ନାଁ ନ ଧରୁଥିବାରୁ ରାଜ୍ୟପାଳ ଜଗଦୀପ ଧନଖର ଡିଜିପି, ପୋଲିସ କମିଶନର ଓ ରାଜ୍ୟ ଗୃହ ସଚିବଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର ସୋମବାର ପର୍ଯ୍ୟନ୍ତ ରିପୋର୍ଟ ନ ମିଳିବାରୁ ସେ କ୍ଷୋଭ ପ୍ରକଟ କରିଛନ୍ତ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ…

ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନ ଅସୁସ୍ଥ, ନିଜକୁ ଆଇସୋଲେଟ କରିଛନ୍ତି

ପାଟନା: ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କ କିଛି ଦିନ ଧରି ଅସୁସ୍ଥ ରହିବା ପରେ ସୋମବାର ନିଜକୁ ଆଇସୋଲେଟ କରିଛନ୍ତି । ତାଙ୍କର କୋଭିଡ-୧୯ ରିପୋର୍ଟ ଆସି ନାହିଁ । ଏହା ସତ୍ୱେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ…

ନେପାଳରେ ରାଜନୈତିକ ସଙ୍କଟ ଘନେଇଲା, ବିଶ୍ୱାସମତରେ ହାରିଲେ ଓଲୀ

କାଠମାଣ୍ଡୁ: ନେପାଳରେ ଏବେ ରାଜନୈତିକ ସଙ୍କଟ ପୁନର୍ବାର ଘନେଇଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ସୋମବାର ବିଶ୍ୱାସମତରେ ହାରି ଯାଇଛନ୍ତି । ପୁଷ୍ପକମଳ ଦହଲଙ୍କ ନେପାଳ କମ୍ୟୁନିଷ୍ଟ ପାଟି’ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଅଳ୍ପମତରେ ଥିଲା । ଆଜି ଓଲୀଙ୍କ ବହୁମତ ସାବ୍ୟସ୍ତ କରିବା ଥିଲା…

କରୋନା ରୋଗୀଙ୍କ ଲାଗି ସହାୟତାର ହାତ ବଢାଇଲେ ଫିଲ୍ମ ‘ରାଧେ ଶ୍ୟାମ’ର ନିର୍ମାତା

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ବୃଦ୍ଧି ପାଇବା ମଧ୍ୟରେ ଡାକ୍ତରଖାନା ଶଯ୍ୟା, ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଡାକ୍ତରୀ ସୁବିଧାର ସଙ୍କଟ ମଧ୍ୟ ଦେଖାଦେଇଛି। ଏହି ସଙ୍କଟ ଦୂର କରିବା ଲାଗି ଅନେକ ଲୋକ ସହାୟତାର ହାତ ବଢାଇଲେଣି। ତେବେ ଏହା ମଧ୍ୟରେ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର…

ଦିଲ୍ଲୀ ଲ୍ୟାବରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ସୋମବାର ଦିନ ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାଶର ଏକ ଘରୋଇ ପାଥୋଲୋଜି ଲ୍ୟାବରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଏହି ଲ୍ୟାବରେ ଦୈନିକ ୧୦୦୦ ରୁ ଅଧିକ RT-PCR ଟେଷ୍ଟ କରାଯାଇଥାଏ। ପୋଲିସର କହିବା ଅନୁଯାୟୀ ସୋମବାର ଗ୍ରେଟର କୈଳାଶର ଏକ ଲ୍ୟାବରେ…

ରିତେଶ, ଜେନେଲିଆ, ସୋନାକ୍ଷୀ ନେଲେ ପ୍ରଥମ ଡୋଜ୍‌ କରୋନା ଟିକା

ମୁମ୍ବାଇ: କରୋନାର ଦ୍ବିତୀୟ ତରଙ୍ଗ ଯୋଗୁ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଟିକାକରଣ ପ୍ରକ୍ରିୟା ମଧ୍ୟ ଜୋର୍‌ସୋରରେ ଚାଲିଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଟିକା ନେଉଛନ୍ତି ଏବଂ ଅନ୍ୟମାନଙ୍କୁ ଟିକା ନେବାକୁ ଉତ୍ସାହିତ ମଧ୍ୟ…

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ହଟାଇଲା ଇନଷ୍ଟାଗ୍ରାମ

ମୁମ୍ବାଇ: ଇନଷ୍ଟାଗ୍ରାମ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ଚେନ୍ନାଇ: କରୋନାରେ ଚାଲିଗଲେ ତାମିଲର ଖ୍ୟାତନାମା କଳାକାର ଜୋକର ଥୁଲାସି। କରୋନାରେ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭେଟେରାନ ଅଭିନେତା ଜୋକର ଥୁଲାସିଙ୍କ ମୃତ୍ୟୁରେ ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ୧୯୭୬ରେ ତାମିଲ ଚଳଚ୍ଚିତ୍ର ଜଗତରେ ପାଦ…

କୋଭିଡ୍ ଟିକା ନେଲେ ବିରାଟ କୋହଲି, ସେୟାର କଲେ ଫଟୋ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ବି ସେୟାର କରିଛନ୍ତି । ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି ।…