Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ୟାଗ୍‌ର ଦାମ୍‌ ୨୮ ଲକ୍ଷ!

ନୂଆଦିଲ୍ଲୀ: ଫ୍ରେଞ୍ଚର ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇସ୍‌ ଭ୍ୟୁଟନ୍‌ଙ୍କ ବିମାନ ଆକୃତିର ବ୍ୟାଗର ଚିତ୍ର ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍‌ ଚକିତ କରିଛି। ତେବେ ଆପଣ ଜାଣନ୍ତି କି ଏହି ବ୍ୟାଗ୍‌ର ଦାମ୍‌…

କରୋନା ନିୟମ ଉଲ୍ଲଂଘନ କରି ଗିରଫ ହେଲେ ପପୁ ଯାଦବ

ପାଟନା: କରୋନା ନିୟମ ଉଲ୍ଲଂଘନ କରିଥିବାରୁ ମଙ୍ଗଳବାର ଜନ ଅଧିକାର ପାର୍ଟିର ନେତା ପପୁ ଯାଦବଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି । ଟୁଇଟ କରି ପପୁ ଏ ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ମୋତେ ଗିରଫ କରାଯାଇ ପାଟନାର କେଗାନ୍ଧୀ ଥାନାକୁ ଅଣାଯାଇଛି । କରୋନା କାଳରେ ଜୀବନକୁ ବାଜି ଲଗାଇ…

ମହାରାଷ୍ଟ୍ରରେ ପୁଣି ବଢିପାରେ ଲକ୍‌ଡାଉନ ଅବଧି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ପୁଣି ବଢିପାରେ ଲକ୍‌ଡାଉନ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି। କୋଭିଡ-୧୯ ଲକଡାଉନ୍‌କୁ ମେ-ଶେଷ ପର୍ଯ୍ୟନ୍ତ ବଢାଇବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ତେବେ ଆସନ୍ତା ୧୫ ଯାଏ ଜାରି ରହିଥିବା…

କରୋନା ମହାମାରୀରେ ଭାରତ ଫସିଛି, ସୀମାରେ ଚୀନ ନିୟୋଜିତ କରୁଛି ରକେଟ ଲଂଚର୍ସ

ନୂଆଦିଲ୍ଲୀ: ଚୀନ ଉପରେ ସାରା ବିଶ୍ୱ ଅସନ୍ତୁଷ୍ଟ ଅଛନ୍ତି । ତଥାପି ଡ୍ରାଗନ ତାର ପ୍ରକୃତି ସୁଧାରୁ ନାହିଁ । ଚୀନର ସିସିଟିଭି ନାମକ ଟିଭି ଚ୍ୟାନେଲ ଅନୁସାରେ ଭାରତ ଏବେ କରୋନା ମହାମାରୀରୁ ମୁକୁଳିବା ନେଇ ବ୍ୟସ୍ତ ରହିଥିବା ବେଳେ ଚୀନ ତାର ଚାଲ ଚଲେଇବା ଆରମ୍ଭ କରିଛି । ତିବ୍ଦତ ନିକଟ ସୀମାରେ…

କରୋନା ମୁକାବିଲା; ଭାରତକୁ ୧୫ ମିଲିୟନ ଡଲାର୍‌ ସହାୟତା ଦେଲା ଟ୍ୱିଟର୍‌

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି ଟ୍ୱିଟର। ଭାରତରେ କରୋନା ସଙ୍କଟର ମୁକାବିଲା ପାଇଁ ୧୫ ମିଲିୟନ୍ ଡଲାର୍ (କିମ୍ବା ପ୍ରାୟ ୧୧୦ କୋଟି ଟଙ୍କା) ଦାନ କରିଛି। ଏ ନେଇ ଟ୍ୱିଟର୍‌ ସିଇଓ ଜ୍ୟାକ୍ ଡୋର୍ସି ସୋମବାର ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି…

ଗାଁ ମୁହାଁ କରୋନା, ୟୁପି ଓ ବିହାରର ନଦୀରେ ଭାସୁଛି ଏକାଧିକ ଶବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ନଦୀରେ ଭାସୁଛି ମୃତଦେହ । ବକ୍ସର ପରେ ୟୁପି, ବିହାର ସୀମାର ଗହମର ଗାଁ ନିକଟ ଗଙ୍ଗା ନଦୀରୁ ୧୨ରୁ ଅଧକ ମୃତଦହେ ମିଳିଛି । ଏତେ ସଂଖ୍ୟାରେ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟର ଭୟ…

ଦେଶରେ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ କମ୍, ସୁସ୍ଥ ହେଲେ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗତ ଦୁଇ ଦିନ ହେବ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି । ସାଢ଼େ ୩ଲକ୍ଷ ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୨୯ହଜାର ୯୪୨ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩ଲକ୍ଷ ୬୬ହଜାର ।…

ଭାରତରେ ଆତଙ୍କ ସୃଷ୍ଟି କରିଥିବା କରୋନାର ଡବଲ୍ ମ୍ୟୁଟାଣ୍ଟ ଦୁନିଆ ପାଇଁ ଚିନ୍ତାର କାରଣ: WHO

 ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରେ ସବୁଠୁ ବେଶି ପ୍ରଭାବିତ ହୋଇଛି ଭାରତ । ଦେଶରେ ପ୍ରତିଦିନ ନୂଆ ଭାରିଆଣ୍ଟରେ ସଂକ୍ରମିତ ଲକ୍ଷ ଲକ୍ଷ ନୂଆ ମାମଲା ଆସୁଛି । ଯାହା ଏବେ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନାର ଭାରତୀୟ ଭାରିଆଣ୍ଟ ଅଧିକ…

ଆମେରିକାର ବଡ଼ ଘୋଷଣା: ୧୨-୧୫ ବର୍ଷ ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା

ଓ୍ୱାଶିଂଟନ୍: ଟିକାକରଣ କ୍ଷେତ୍ରରେ ଆମେରିକାର ଆଉ ଏକ ବଡ଼ ପଦକ୍ଷେପ । ୧୨-୧୫ ବର୍ଷ ପିଲାଙ୍କୁ ଟିକା ଦେବାକୁ ଘୋଷଣା । ଆସନ୍ତା ୧୩ ତାରିଖରୁ ଶିଶୁଙ୍କୁ ଟିକାକରଣ ଅଭିଯାନ ଆରମ୍ଭ ହେବ । ୧୨-୧୫ ବର୍ଷ ଭିତରେ ପିଲାଙ୍କୁ ଫାଇଜର-ବାୟୋଏନଟେକ୍ କୋଭିଡ୍ ଟିକର ଜରୁରିକାଳୀନ ବ୍ୟବହାରକୁ ଅନୁମତି…

ଅକ୍ସିଜେନ ଅଭାବରୁ ୧୧ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ତିରୁପତି: ସୋମବାର ରାତିରେ ଆନ୍ଧ୍ରପ୍ରଦେଶର ତିରୁପତିରେ ଅକ୍ସିଜେନ୍ ଅଭାବରୁ ୧୧ ଜଣ ରୋଗୀ ଆଖି ବୁଜିଛନ୍ତି । ଖୋଦ୍ ଜିଲ୍ଲାପାଳ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଜିଲ୍ଲପାଳ ଏମ୍. ହରି ନାରାୟଣ କହିଛନ୍ତି, ଅକ୍ସିଜେନ୍ ଅଭାବରୁ ୧୧ ଜଣଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ହସ୍ପିଟାଲରେ ଗୋଟିଏ…