Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Dantewada Naxalites surrender: ୬୩ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା କୋଟିଏରୁ ଅଧିକ ପୁରସ୍କାର ରାଶି

ରାୟପୁର: ଛତିଶଗଡ଼ ସରକାରଙ୍କ ପୁନର୍ବାସ ଯୋଜନା ଦ୍ୱାରା ଅନୁପ୍ରାଣିତ ହୋଇ ଦାନ୍ତେୱାଡା ଜିଲ୍ଲାରେ ୬୩ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଅସ୍ତ୍ରଶସ୍ତ୍ର ଛାଡି ନକ୍ସଲମାନେ ଶାନ୍ତିପୂର୍ଣ୍ଣ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାକୁ ପ୍ରତିଜ୍ଞା କରିଛନ୍ତି। ସୂଚନାଥାଉକି, ଆଜି ୧.୧୯ କୋଟି…

ଆସନ୍ତା ମାସରେ ଭାରତ ଆସିବେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଆସନ୍ତା ମାସରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଭାରତ ବିଶ୍ୱସ୍ତରୀୟ ଭାରତ ଏଆଇ-ପ୍ରଭାବ ସମ୍ମିଳନୀ ୨୦୨୬ ଆୟୋଜନ କରିବାକୁ ଯାଉଛି। ଗୁରୁବାର ଦିନ ପ୍ୟାରିସରେ କୂଟନୈତିକ ବାହିନୀକୁ ସମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ମାକ୍ରୋନ…

Cross border Drug Racket: ମିଆଁମାର ସୀମାରେ NCBକୁ ବଡ ସଫଳତା; ସାବୁନ ଖୋଳରୁ ମିଳିଲା ୧୫ କୋଟି ମୂଲ୍ୟର ହେରୋଇନ୍

ନୂଆଦିଲ୍ଲୀ: ମିଆଁମାରରୁ ଭାରତକୁ ନିଶା ଚାଲାଣ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏକ ବଡ଼ ସଫଳତା ହାସଲ କରିଛି। NCB ଇମ୍ଫାଲ ଜୋନାଲ ୟୁନିଟ୍ ଭାରତ-ମିଆଁମାର ସୀମା ନିକଟରେ ୭.୩୧୨କିଲୋଗ୍ରାମ ହାଇ-ଗ୍ରେଡ୍ ହେରୋଇନ୍ ଜବତ କରିଛି । ଆନ୍ତର୍ଜାତୀୟ ଅବୈଧ ବଜାରରେ ଏହାର ମୂଲ୍ୟ…

ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ନାମରେ ପୁଅ ନାଁ ରଖିଲେ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସାନ ପୁଅର ଏକ ଫଟୋ ଅନଲାଇନରେ ଘୂରି ବୁଲୁଛି। କାରଣ ଏଥିସହିତ ତାଙ୍କର ଭାରତୀୟ କନେକ୍ସନ ରହିଛି। ସେ ପ୍ରସିଦ୍ଧ ଭାରତୀୟ ପଦାର୍ଥବିଜ୍ଞାନୀ ସୁବ୍ରହ୍ମଣ୍ୟମ୍ ଚନ୍ଦ୍ରଶେଖରଙ୍କ ନାମରେ ତାଙ୍କ ସାନ ପୁଅର ନାମ ଶେଖର ରଖିଛନ୍ତି। କାରଣ ତାଙ୍କ ପତ୍ନୀ ଶିବନ୍ ଗିଲିସ୍ ମଧ୍ୟ…

ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଦାନ କରିଦେଲେ ୭୫ % ସମ୍ପତ୍ତି

ନୂଆଦିଲ୍ଲୀ‌: ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ବାଣ୍ଟିଦେଲେ ନିଜ ଅର୍ଜିତ ୭୫ ଭାଗ ସମ୍ପତ୍ତି। ବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ଆମେରିକାରେ ହଠାତ୍ ପରଲୋକ ହୋଇଯାଇଛି। ପୁଅର ମୃତ୍ୟୁରେ ଶିଳ୍ପପତି ଅନିଲ ଅଗ୍ରୱାଲ…

Iran Anti-Khamenei Protests: ବଢୁଛି ଇରାନରେ ଉତ୍ତେଜନା, ଘିଅ ଢାଳୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ, ଧନ୍ୟବାଦ୍ ଜଣାଇଲେ…

ନୂଆଦିଲ୍ଲୀ: ଇରାନରେ ଖାମେନେଇ ଶାସନ ବିରୁଦ୍ଧରେ ପ୍ରତିବାଦ ତୀବ୍ର ହୋଇଛି। ଇରାନର ନିର୍ବାସିତ ଯୁବରାଜ ରେଜା ପହଲଭିଙ୍କ ଆବେଦନ ପରେ, ହଜାର ହଜାର ଲୋକ ପ୍ରତିବାଦ ପାଇଁ ଘରୁ ବାହାରି ଆସିଛନ୍ତି। ତେହେରାନ ସମେତ ଅନେକ ସହରରେ ଗୁଳି ଚାଳନା ଶବ୍ଦ ଶୁଣାଯାଇଛି। ପ୍ରତିବାଦ ସମୟରେ ପୋଡ଼ାଜଳା ମଧ୍ୟ…

Medical Emergency In Space: ମହାକାଶ ଷ୍ଟେସନରେ ଖରାପ ହେଲା ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ, ପ୍ରଥମ ଥର ପାଇଁ ଏମିତି…

ନୂଆଦିଲ୍ଲୀ: ଏକ ବିରଳ ନିଷ୍ପତ୍ତିରେ, ଆମେରିକୀୟ ମହାକାଶ ସଂସ୍ଥା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରେ ଏକ ଚାଲୁଥିବା ମିଶନକୁ ଶୀଘ୍ର ସମାପ୍ତ କରିବାକୁ ଘୋଷଣା କରିଛି। ନାସା କହିଛି ଯେ ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ମହାକାଶ ସଂସ୍ଥା…

ଗିରଫ ହେବେ କି ମମତା? ସରକାରୀ କାମରେ ବାଧା ଦେବା ସହ ପ୍ରମାଣ ନଷ୍ଟ କରିବା ନେଇ ରହିଛି ଅଭିଯୋଗ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରାଯିବ କି? କୋଲକତା ହାଇକୋର୍ଟରେ ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯିବ । କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମମତା ବାନାର୍ଜୀଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଛି । ତାଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟ ଏବଂ…

IPAC ED Raid: ଦିଲ୍ଲୀରେ ପହଞ୍ଚିଲା କୋଲକାତା ହାଇଡ୍ରାମା ଗୃହ ମନ୍ତ୍ରଣାଳୟ ବାହାରେ ଟିଏମସି ସାଂସଦଙ୍କ ପ୍ରତିବାଦ,…

ନୂଆଦିଲ୍ଲୀ: ଗୁରୁବାର କୋଲକାତାର ଅନେକ ସ୍ଥାନରେ ଇଡି ଚଢାଉ କରିଛି। ଏହି ଚଢାଉ ମଧ୍ୟରୁ ଦୁଇଟି ଟିଏମସିର ନିର୍ବାଚନ ପରିଚାଳନା ପାଇଁ ଦାୟୀ ଆଇପିଏସି କମ୍ପାନୀ ବିରୁଦ୍ଧରେ ଥିଲା। ଏହି ଚଢାଉ ଏବେ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି। ଶୁକ୍ରବାର ଦିନ, ତୃଣମୂଳ କଂଗ୍ରେସର ଆଠ ଜଣ ସାଂସଦ ଦିଲ୍ଲୀରେ…