Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ମାତିଲେ ମାଓବାଦୀ, ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା

ବିଜାପୁର: ଛତିଶଗଡ଼ ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା। ମୃତକ ସତ୍ୟମ ପୁନେମ, ବିଜାପୁରରେ ମଣ୍ଡଳସ୍ତରୀୟ କର୍ମୀ। ପୂର୍ବରୁ ବି ସତ୍ୟମ ପୁନେମଙ୍କୁ ଏକାଧିକ ଥର ଚେତାବନୀ ଦେଇଥିଲେ…

ମାଓବାଦୀଙ୍କ ଜଙ୍ଗଲରେ ପ୍ରେମ, ଥାନାରେ ବାହାଘର

କାଙ୍କେର: କୁହାଯାଏ ପ୍ରେମ ମଣିଷକୁ ବଦଳାଇ ଦିଏ। ଯିଏ ଯେତେ ଖରାପ ହୋଇଥାଉ ପଛେ ତାକୁ ଭଲ ଜୀବନସାଥୀ ମିଳିଗଲେ ସେ ନିଜେ ବଦଳିଯାଏ। ହଁ ଆଜ୍ଞା ସେମିତି ଏକ ଘଟଣା ସମ୍ପର୍କରେ ଆଜି ଆମେ ଜଣାଉଛୁ। କଥା କଥାକେ ଉଠୁଥିଲା ବନ୍ଧୁକ। ରକ୍ତରେ ଯିଏ ହୋଲି ଖେଳୁଥିଲେ ତାଙ୍କ ଜୀବନ ବଦଳାଇ ଦେଇଛି ସିନ୍ଦୁର।…

BSF ବାହାର କଲା କନଷ୍ଟେବଳ ଜିଡି ପଦବୀ, ଏହି ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଖେଳ ପ୍ରତିଭା ଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି। ବିଏସଏଫ ଖେଳ କୋଟା ଅଧୀନରେ କନଷ୍ଟେବଳ (ଜେନେରାଲ ଡ୍ୟୁଟି) ପଦବୀ ପୂରଣ କରିବା ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ୧୬ ଅକ୍ଟୋବର ୨୦୨୫ରୁ ଆରମ୍ଭ ହେବ…

Elon Musk’s SpaceX: ମସ୍କଙ୍କ ସ୍ପେସ୍‌ଏକ୍ସକୁ ବଡ଼ ସଫଳତା, ଚନ୍ଦ୍ର ଏବଂ ମଙ୍ଗଳ ପହଞ୍ଚିବା ହେଲା ସହଜ…

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ଆଉ ଏକ ବଡ଼ ସଫଳତା ହାସଲ କରିଛି । ସୋମବାର, ଏହାର ବିଶାଳ ଷ୍ଟାରସିପ୍ ରକେଟ୍‌ର ୧୧ତମ ପରୀକ୍ଷଣ ଉଡ଼ାଣ ସଫଳ ହୋଇଥିଲା। ପୂର୍ବ ଉନ୍ମୋଚନ ପରି, ଏହା ସଫଳତାର ସହିତ ଅଧା ବିଶ୍ୱ ପରିକ୍ରମା କରିଥିଲା ଷ୍ଟାରସିପର ରକେଟ । ଷ୍ଟାରସିପ୍ ହେଉଛି…

Gaza Peace Deal: କିଏ ଜିତିଲା, ଇସ୍ରାଏଲ ନା ହମାସ?

ନୂଆଦିଲ୍ଲୀ: ଦୁଇ ବର୍ଷର ରକ୍ତପାତ ଏବଂ ଧ୍ୱଂସ ପରେ, ଶେଷରେ ଗାଜାରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ହମାସ ୨୦ ଜଣ ବନ୍ଧକଙ୍କୁ ଇସ୍ରାଏଲକୁ ହସ୍ତାନ୍ତର କରିଛି। ପ୍ରତିବଦଳରେ, ଇସ୍ରାଏଲ…

Bihar Assembly Election: ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କଲା ବିଜେପି , ୭୧ ନାଁକୁ ମଞ୍ଜୁରୀ…

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରାର୍ଥୀ ନା ଘୋଷଣା କଲା ବିଜେପି । ନିର୍ବାଚନ ପାଇଁ ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ଏହି ତାଲିକାରେ ଦୁଇ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ନାମ ରହିଛି। ଚୌଧୁରୀ…

In Front Pak PM Trump Praises India: ‘ଭାରତ ଏକ ମହାନ ଦେଶ…’, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନ ନେଇ ପ୍ରଶଂସା କରି କହିଛନ୍ତି, "ଭାରତ ମୋର ଜଣେ ବହୁତ ଭଲ ବନ୍ଧୁଙ୍କ ନେତୃତ୍ୱରେ ଏକ ମହାନ ଦେଶ।" ଗାଜାରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧବିରତି ସମାପ୍ତ…

Coldrif Cough Syrup: ବିଷାକ୍ତ କଫ ସିରପ ପ୍ରସ୍ତୁତ କରୁଥିବା କମ୍ପାନୀର ଲାଇସେନ୍ସ ବାତିଲ

ନୂଆଦିଲ୍ଲୀ: ଦେଶରେ କୋଡିଏରୁ ଅଧିକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଥିବା କୋଲଡ୍ରିଫ୍ କଫ ସିରପ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀସାନ ଫାର୍ମାସ୍ୟୁଟିକାଲସର ଲାଇସେନ୍ସକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି। ତାମିଲନାଡୁ ସରକାର କମ୍ପାନୀକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।…