Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Gold Silver Price: ଦିନକ ପୂର୍ବରୁ ରେକର୍ଡ଼ ବୃଦ୍ଧି, ଏବେ ସିଧା ୮ ହଜାର ଖସିଲା ଏହି ଧାତୁ ମୂଲ୍ୟ…

ନୂଆଦିଲ୍ଲୀ: ରୂପା ମୂଲ୍ୟ ଏକ ରୋଲର କୋଷ୍ଟର ଦେଇ ଗତି କରୁଛି। ସିଧା ବଢିଯାଉଛି ଦର ତ, ସିଧା ତଳକୁ ଖସୁଛି। ରୂପା, ଯାହା ମାତ୍ର ଗୋଟିଏ ଦିନ ପୂର୍ବରୁ ଏକ ରେକର୍ଡ ମୂଲ୍ୟରେ ପହଞ୍ଚିଥିଲା, ବୁଧବାରର କାରବାରରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଥିଲା। ଆଜି, ମଲ୍ଟି କମୋଡିଟି…

Amitabh thakur hospitalised: ଜେଲରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଅମିତାଭ ଠାକୁର

ୟୁପି: ପୂର୍ବତନ ଆଇପିଏସ ଅଧିକାରୀ ଅମିତାଭ ଠାକୁରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ସେ ବର୍ତ୍ତମାନ ଦେବରିୟା ଜିଲ୍ଲା ଜେଲରେ ବନ୍ଦୀ ହୋଇ ରହିଛନ୍ତି ।  ତାଙ୍କୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା।  ଛାତିରେ ଗଭୀର ଛାତିରେ ଯନ୍ତ୍ରଣା ଅନୁଭବ…

CG Naxal Surrender: ସାତ ମହିଳାଙ୍କ ସମେତ ୨୬ ନକ୍ସଲଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୬୫ ଲକ୍ଷ

ଛତିଶଗଡ: ସୁକମାରେ ୨୬ଜଣ ନକ୍ସଲଙ୍କ ଆତ୍ମସମର୍ପଣ । ଏହି ସମସ୍ତ ନକ୍ସଲବାଦୀ ହିଂସାର ପଥ ପରିତ୍ୟାଗ କରିଛନ୍ତି । ଏହି ଆତ୍ମସମର୍ପଣ କରିଥିବା କ୍ୟାଡରମାନେ PLGA ବାଟାଲିୟନ, ଦକ୍ଷିଣ ବସ୍ତର ଡିଭିଜନ, ମାଡ୍ ଡିଭିଜନ ଏବଂ ଆନ୍ଧ୍ର-ଓଡ଼ିଶା ସୀମା (AOB) ଅଞ୍ଚଳରେ ଦୀର୍ଘ ସମୟ ଧରି ସକ୍ରିୟ ଥିଲେ।…

Gangster Aman Bhainswal arrested: ଭାରତ ଆସିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ୍ ଭୈନ୍ସୱାଲ, ଆସୁଆସୁ କରାଗଲା ଗିରଫ

ନୂଆଦିଲ୍ଲୀ: ହରିୟାଣା ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍)ର ଅନ୍ତର୍ଜାତୀୟ ସ୍ତରରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ସୋନିପତର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅମନ ଭେଁସଓ୍ବାଲକୁ ବୁଧବାର ଭାରତ ଅଣାଯାଇଛି । ହିମାଂଶୁ ଭାଉ ଗ୍ୟାଙ୍ଗର ଏହି ସାର୍ପ ସୁଟରକୁ ଇଣ୍ଟରପୋଲ୍ ଓ ଗୃହ ମନ୍ତ୍ରଣାଳର ସହଯୋଗରେ…

ହରିଦ୍ୱାରରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିପାରେ ରୋକ୍

ଡେରାଡୁନ: ହରିଦ୍ୱାର କୁମ୍ଭମେଳା ଅଞ୍ଚଳର ସମସ୍ତ ଧାର୍ମିକ ସ୍ଥଳ ଏବଂ ଗଙ୍ଗା ଘାଟରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ରୋକ୍ ଲଗାଇପାରନ୍ତି ଉତ୍ତରାଖଣ୍ଡ ସରକାର। ଏପରିକି ହରିଦ୍ୱାର ଏବଂ ଋଷିକେଶର ନଗର ନିଗମ ଅଞ୍ଚଳ ସମେତ ସମଗ୍ର କୁମ୍ଭ ମେଳାକୁ ଏକ ପବିତ୍ର ସନାତନ ନଗରୀ ଭାବେ ମଧ୍ୟ ଘୋଷଣା…

Silent Warriors Of Indian Army: ଜାଣନ୍ତି କି ଭାରତୀୟ ସେନାର ନୀରବ ଯୋଦ୍ଧା କିଏ?, ଗଣତନ୍ତ୍ର ଦିବସ ପରେଡ୍…

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ସମୟରେ, ନୂଆଦିଲ୍ଲୀର ଡ୍ୟୁଟି ରେଖାରେ ଏକ ପରେଡ୍ ଅନୁଷ୍ଠିତ ହୁଏ। ଏହା ୧୯୫୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ଏକ ପ୍ରମୁଖ ଆକର୍ଷଣ ହୋଇଆସିଛି। ଏହା ଦେଶର ସାମରିକ ଶକ୍ତି ଏବଂ ସାଂସ୍କୃତିକ…

ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ: ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର ମଙ୍ଗଳବାର ଦିନ ଭେନେଜୁଏଲାର ସାମ୍ପ୍ରତିକ ଘଟଣାବଳୀକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦକ୍ଷିଣ ଆମେରିକୀୟ ଦେଶରେ ଆମେରିକାର ସଦ୍ୟତମ କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଦୃଢ଼ ସାର୍ବଜନୀନ ବିବୃତ୍ତି ଜାରି କରିଛନ୍ତି। ସେ…

Donald Trump Fears Impeachment: ଟ୍ରମ୍ପଙ୍କୁ ଘାରିଛି ପଦବୀ ଯିବା ଭୟ…ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମନମୁଖୀ କାର୍ଯ୍ୟ କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଅନୁଭବ କରୁଛନ୍ତି ଯେ ତାଙ୍କ ପଦବୀ ବିପଦରେ ଅଛି। ସେ ତାଙ୍କ ସମର୍ଥକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ରିପବ୍ଲିକାନ୍ ପାର୍ଟି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଜିତିବାରେ ବିଫଳ…

5th-Gen fighter Jet: ଭାରତର ନୂଆ ଫାଇଟର ଜେଟ…ଭୟ କଲାଣି ଆମେରିକା, ଚୀନ

 ନୂଆଦିଲ୍ଲୀ:  ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍ ।  ଏବେ ଆଉ କାହାକୁ ଭୟ କରିବାର ନାହିଁ । ଆମେରିକା, ଋଷକୁ ଦେବ ଟକ୍କର । ଗୋଟିଏ ଥରରେ ସବୁ ସଫା କରିଦେବ ।  ଆମେରିକା ନିକଟରେ ଏକ ସାମରିକ ଅଭିଯାନ ଚଳାଇ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିରଖିଛି।  ଯେଉଁ…

BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!

ମୁମ୍ବାଇ: ଏକାଠି ହେଲେ ବିଜେପି- କଂଗ୍ରେସ! ଯେଉଁଠି ଦିନେ ମୁହାଁମୁହିଁ ହେଉଥିଲେ, ଏବେ ସେଠି ଦେଖିବାକୁ ମିଳୁଛି ବନ୍ଧୁତ୍ୱର ଝଲକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେପି-କଂଗ୍ରେସ ମେଣ୍ଟ ଆମେ କହୁଛୁ ମହାରାଷ୍ଟ୍ର BMC ନିର୍ବାଚନ କଥା। ମହାରାଷ୍ଟ୍ର ରାଜନୀତିରେ ଏକ ଅକଳ୍ପନୀୟ…