Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ତାରିଖ ଯାଏ ଲକଡାଉନ ଲାଗୁ

ନାଗପୁର : କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ ବଢୁଛି ଚିନ୍ତା । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗପୁରରେ ସପ୍ତାହକ ପାଇଁ ଲାଗୁ ହୋଇଛି ଲକଡାଉନ । ଆସନ୍ତା ୧୫ରୁ ୨୧ ତାରିଖ ଯାଏ ନାଗପୁରରେ…

ପ୍ରଥମେ ଦେଶର ଚାହିଦା ପୂରଣ କର ପରେ ବିଦେଶ କଥା ଚିନ୍ତା କରିବ: ଭ୍ୟାକ୍ସିନ୍‌କୁ ନେଇ ସରକାରଙ୍କୁ ଦିଲ୍ଲୀ…

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେବି ଚିନ୍ତାରେ । ବାରମ୍ୱାର ଫେଲ୍‌ ମାରିବା ପରେ ଭାରତ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲୋକଙ୍କ ପାଇଁ ପହଞ୍ଚାଇବାରେ ସକ୍ଷମ ହୋଇଛି । ଖାଲି ଭାରତ ଭିତରେ ଏହି ଭ୍ୟାକ୍ସିନ୍‌ର ବ୍ୟବହାର କରାଯାଇ ନାହିଁ । ଏହାକୁ ଭାରତ ସରକାର ବିଶ୍ୱର ବିଭିନ୍ନ କୋଣରେ…

କୁକୁର ସହ ଦୁଷ୍କର୍ମ କରି ୬୮ ବର୍ଷୀୟ ବୃଦ୍ଧ ଗିରଫ

ମୁମ୍ବାଇ: କୁକୁର ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବୃଦ୍ଧ । କୁକୁରକୁ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ୬୮ ବର୍ଷୀୟ ଅହମଦ ସାହି । ସେ ଜୁହୁ ଗୁଲି ଅଞ୍ଚଳର ପନିପରିବା ବିକ୍ରି କରନ୍ତି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।…

୧୭ ରାଜ୍ୟ ଲାଗୁ କଲେଣି ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥା

ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ବ୍ୟବସ୍ଥାକୁ ୧୭ ରାଜ୍ୟ ଲାଗୁ କରି ସାରିଲେଣି । ଗୋଟିଏ ଦେଶ, ଗୋଟିଏ ରାସନ ବ୍ୟବସ୍ଥା ଲାଗୁ କରିଥିବା ରାଜ୍ୟ ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ ପ୍ରଡକ୍ଟର ଅତିରିକ୍ତ ୦.୨୫ ପ୍ରତିଶତ ଋଣ ପାଇଁ ସକ୍ଷମ ହୋଇଛନ୍ତି । ରାଜ୍ୟଗୁଡ଼ିକୁ ଅତିରିକ୍ତ ୩ ହଜାର ୬୦୦…

ଯାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲ୍ଥ ସାର୍ଟିଫିକେଟ୍, ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ଭାଇରସ୍ ପାସପୋର୍ଟ ଲଞ୍ଚ୍ କଲା…

ବେଜିଙ୍ଗ: ଚୀନ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ପାଇଁ ହେଲ୍ଥ ସାର୍ଟିଫିକେଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ବର୍ତ୍ତମାନ ଦେଶକୁ ଆସିଥିବା ଏବଂ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଖରେ ଏକ ଡିଜିଟାଲ ସାର୍ଟିଫିକେଟ ରହିବ ଯାହା ୟୁଜର୍ସଙ୍କ ଭ୍ୟାକସିନ ଷ୍ଟେଟସ ଏବଂ ଟେଷ୍ଟ ଫଳାଫଳ ଦର୍ଶାଇବ । ଏହିଭଳି…

ବ୍ରାଜିଲ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ଉପରେ ପ୍ରଭାବୀ ଦେଶୀ ଟିକା କୋଭାକ୍ସିନ୍

ପୁନେ: ଦେଶୀ କୋଭିଡ୍ ଟିକା କୋଭାକ୍ସିନ୍ ଲାଗି ଖୁସି ଖବର । ଦୁନିଆରେ କରୋନାର ଭିନ୍ନ ଭିନ୍ନ ଷ୍ଚ୍ରେନକୁ ନେଇ ଆତଙ୍କ ଖେଳିଯାଇଛି । କାରଣ ପୂର୍ବାପେକ୍ଷା କରୋନାର ନୂତନ ଷ୍ଟ୍ରେନ୍ ଶୀଘ୍ର ସଂକ୍ରମିତ କରୁଛି । ଗବେଷଣାରୁ ଜଣାପଡ଼ିଛି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଦେଶୀ କରୋନା ଟିକା…

ଦେଶରେ ଆଜି ୨୨ ହଜାର ପାର କଲା କରୋନା ସଂକ୍ରମଣ, ୧୨୬ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୨୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୮୫୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୮୫ହଜାର ୫୬୧କୁ ବୃଦ୍ଧି ପାଇଛି ।…

ଡିଭାଇଡର ଡେଇଁ କଣ୍ଟେନରରେ ପିଟିହେଲା ସ୍କର୍ପିଓ, ୮ ଜଣଙ୍କର ମୃତ୍ୟୁ

ଆଗ୍ରା: ମହାଶିବରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା । ୮ ଜଣଙ୍କର ଅକାଳ ବିୟୋଗ ହୋଇଛି । ଆହତ ହୋଇଛନ୍ତି ଚାରି ଜଣ । ଭାରସାମ୍ୟ ହରାଇ ଡିଭାଡର ଡେଇଁ ରାସ୍ତାର ଅନ୍ୟପଟରେ ଯାଉଥିବା କଣ୍ଟେନର ସହ ପିଟିହେଲା ସ୍କର୍ପିଓ । ଉତ୍ତରପ୍ରଦେଶ ଆଗ୍ରା ହାଇଓ୍ୱରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ହସ୍ପିଟାଲ ବେଡରେ ମମତା ବାନାର୍ଜୀ, ବିଜେପି କହିଲା ନାଟକ କରୁଛନ୍ତି ଦିଦି

କୋଲକାତା: ହସ୍ପିଟାଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ନନ୍ଦିଗ୍ରାମରେ ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ଆକ୍ରମଣରେ ସେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୋଲକାତା ଏସଏସକେଏମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମମତାଙ୍କ ଗୋଡ଼ରେ ଆଘାତ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ହତ୍ୟାକାଣ୍ଡ ନା ମୋବାଇଲ୍ ରଚିଲା ନାଟକ ?

ଭୁବନେଶ୍ୱର: ଇଣ୍ଟରନେଟ୍‌ରେ ଚହଳ । ସୋସିଆଲ୍ ମିଡିଆରେ ଭାଇରାଲ୍ । ମୁମ୍ବାଇରେ କୋକୁଆ ଭୟ । ଇଣ୍ଟରନେଟ୍‌ରେ ଘୁରିବୁଲୁଥିବା ଏକ ଭିଡିଓକୁ ନେଇ ଜାରି ରହିଛି ଅନବରତ କଳ୍ପନାଜଳ୍ପନା । ମୋବାଇଲରେ କଏଦ ହୋଇଛି ଏକ ହତ୍ୟାକାଣ୍ଡର ଭିଡିଓ । କିଛି ଏପରି ଲେଖି ଲୋକେ ଏକ ଭିଡିଓକୁ ବହୁଳମାତ୍ରାରେ…